Prime Minister condoles the passing of Dr. Subhash C. Kashyap

June 04th, 10:22 pm

Prime Minister Shri Narendra Modi today expressed deep pain over the passing of Dr. Subhash C. Kashyap, who previously served as Secretary General of the Lok Sabha.

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷତ କରିଛନ୍ତି ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘର ମହାସଚିବ ଡୋରେନ୍ ବୋଗଡାନ- ମାର୍ଟିନ

March 24th, 08:28 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘର ମହାସଚିବ ଡୋରେନ୍ ବୋଗଡାନ- ମାର୍ଟିନ ଭେଟିଛନ୍ତି । ଏକ ଉନ୍ନତ ତଥା ସ୍ଥାୟୀ ଗ୍ରହ ପାଇଁ ଡିଜିଟାଲ୍ ଜ୍ଞାନକୌଶଳର ଉପଯୋଗ ଉପରେ ଉଭୟ ମାନ୍ୟଗଣ୍ୟ ବ୍ୟକ୍ତି ବିସ୍ତୃତ ଆଲୋଚନା କରିଥିଲେ ।