ସନ୍ଥଗୁରୁ ରବିଦାସଙ୍କ ୬୪୯ତମ ଜୟନ୍ତୀ ଅବସରରେ ୧ ଫେବୃଆରୀରେ ପଞ୍ଜାବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 31st, 10:48 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଫେବୃଆରୀ ୨୦୨୬ରେ ପଞ୍ଜାବ ଗସ୍ତ କରିବେ । ଦିନ ପ୍ରାୟ ୩:୪୫ ସମୟରେ, ପ୍ରଧାନମନ୍ତ୍ରୀ ଆଦମପୁର ବିମାନବନ୍ଦର ପରିଦର୍ଶନ କରି ବିମାନବନ୍ଦରର ନୂତନ ନାମ ‘ଶ୍ରୀ ଗୁରୁ ରବିଦାସ ଜୀ ବିମାନବନ୍ଦର, ଆଦମପୁର’ ଘୋଷଣା କରିବେ । ସେ ପଞ୍ଜାବର ଲୁଧିଆନା ସ୍ଥିତ ହଲୱାରା ବିମାନବନ୍ଦରରେ ଟର୍ମିନାଲ କୋଠା ମଧ୍ୟ ଉଦ୍‌ଘାଟନ କରିବେ ।

Congress and RJD only do politics of insult and abuse: PM Modi in Bhabua, Bihar

November 07th, 07:49 pm

In his massive public rally at Bhabua, PM Modi warned everyone about the RJD’s dangerous plan and listed reasons for voters to reject them. He said these Jungle Raj appeasers have gone a step further, becoming a security cover for infiltrators. He reminded people how the Congress’s ‘royal family’ called Chhath Puja a drama and even mocked the Mahakumbh, adding that the NDA is heading towards its biggest victory yet.

PM Modi campaigns in Bihar’s Aurangabad and Bhabua

November 07th, 01:45 pm

Continuing his high-voltage election campaign, PM Modi today addressed two massive public meetings in Aurangabad and Bhabua. He said that Bihar has created history in the very first phase of voting. The PM noted that yesterday’s polling recorded the highest turnout ever in the state, with nearly 65% voter participation. He remarked that this clearly shows that the people of Bihar have themselves taken the lead in ensuring the return of the NDA government.

ସନ୍ଥ ଗୁରୁ ରବିଦାସଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

February 12th, 12:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଥ ଗୁରୁ ରବିଦାସଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସନ୍ଥ ଗୁରୁ ରବିଦାସଙ୍କ ସମ୍ପର୍କରେ ତାଙ୍କର ଭାବନା ସମ୍ପର୍କରେ ଏକ ଭିଡିଓକୁ ମଧ୍ୟ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି ।

Problem with Congress is that it has no faith in India: PM Modi in Gurdaspur, Punjab

May 24th, 04:00 pm

Prime Minister Narendra Modi addressed a spirited public gathering in Gurdaspur, Punjab, where he paid his respects to the sacred land and highlighted the special bond between Gurdaspur and the Bharatiya Janata Party.

Where there is Congress, there are problems: PM Modi in Jalandhar, Punjab

May 24th, 04:00 pm

In his second mega rally of the day in Jalandhar, Punjab, PM Modi highlighted the shifting political sentiments. He noted that people no longer want to vote for Congress and the INDI Alliance, as it would mean wasting their votes. Emphasizing the strong support in Punjab, he concluded with a resonant call, ‘Phir Ek Baar, Modi Sarkar’!

ପଞ୍ଜାବର ଗୁରୁଦାସପୁର ଓ ଜଳନ୍ଧରରେ ବିଶାଳ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 24th, 03:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଗୁରୁଦାସପୁର ଏବଂ ଜଳନ୍ଧରଠାରେ ଉତ୍ସାହଜନକ ଜନସମାବେଶକୁ ସମ୍ବୋଧିତ କରି ପବିତ୍ର ଭୂମିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପଞ୍ଜାବ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ଥିବା ବିଶେଷ ସମ୍ପର୍କକୁ ପ୍ରତିଫଳିତ କରିଥିଲେ।

BJP is emphasizing the true social empowerment of Dalits and OBC: PM Modi in Patiala, Punjab

May 23rd, 05:00 pm

Ahead of the impending Lok Sabha elections in 2024, Prime Minister Narendra Modi addressed a powerful rally amid a passionate welcome by the people of Patiala, Punjab. PM Modi began his address by paying rich tributes to the land of ‘Guru Tegh Bahadur.’ He said, “After the five phases of voting, the message of the people of India resonates with ‘Fir ek Baar, Modi Sarkar’.” He urged Punjab to vote for the BJP to ensure a ‘Viksit Bharat.’

ପଞ୍ଜାବରେ ଏକ ଶକ୍ତିଶାଳୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପଟିଆଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ସାହଜନକ ସ୍ୱାଗତ

May 23rd, 04:30 pm

୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଶକ୍ତିଶାଳୀ ରାଲିକୁ ସମ୍ବୋଧିତ କରିଥିବା ବେଳେ ପଞ୍ଜାବର ପଟିଆଲାବାସୀ ଏହାକୁ ଉତ୍ସାହର ସହ ସ୍ୱାଗତ କରିଛନ୍ତି। ଗୁରୁ ତେଗ ବାହାଦୁରଙ୍କ ଭୂମିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି, ୫ଟି ପର୍ଯ୍ୟାୟ ମତଦାନ ପରେ ଭାରତବାସୀଙ୍କ ବାର୍ତ୍ତା 'ଫିର ଏକ ବାର, ମୋଦି ସରକାର'ରେ ପ୍ରତିଫଳିତ ହେଉଛି। 'ବିକଶିତ ଭାରତ' ସୁନିଶ୍ଚିତ କରିବା ପାଇଁ ସେ ପଞ୍ଜାବକୁ ବିଜେପିକୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି।

ସନ୍ଥ ରବିଦାସଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

February 24th, 08:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ଥ ରବିଦାସଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶ୍ରୀ ମୋଦୀ ଗୁରୁ ରବିଦାସଙ୍କ ଉପରେ ଏକ ଭିଡିଓ ଜରିଆରେ ନିଜ ବିଚାର ସେୟାର କରିଛନ୍ତି ।

ସନ୍ଥଗୁରୁ ରବି ଦାସଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 23rd, 12:39 pm

ସନ୍ଥଗୁରୁ ରବିଦାସଙ୍କର ୬୪୭ତମ ଜନ୍ମଦିବସ ଅବସରରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ବକ୍ତବ୍ୟକୁ ଜନସାଧାରଣଙ୍କୁ ସମ୍ବୋଧନ କରି ଉପସ୍ଥାପନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ‘ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଆଦିତ୍ୟନାଥ ଜୀ, ସମଗ୍ର ଦେଶରୁ ଆସି ଏଠାରେ ଉପସ୍ଥିତ ଥିବା ସମ୍ମାନୀତ ସନ୍ଥଗଣ, ଭକ୍ତଗଣ ଏବଂ ଭାଇଭଉଣୀମାନେ । ସନ୍ଥଗୁରୁ ରବି ଦାସଙ୍କର ୬୪୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କ ଜନ୍ମଭୂମିରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି । ଆପଣମାନେ ସମସ୍ତେ ରବି ଦାସଙ୍କ ଜୟନ୍ତୀ ଅବସରରେ କାହିଁ କେତେ ଦୂରରୁ ଆସିଛନ୍ତି । ବିଶେଷକରି ପଞ୍ଜାବରୁ ଏତେ ଭାଇଭଉଣୀ ଆସିଛନ୍ତି ଯେ ବନାରସ ଏକ କ୍ଷୁଦ୍ର ପଞ୍ଜାବ ଭଳି ଦେଖାଯାଉଛି । ଏହା ସବୁ ସନ୍ଥ ରବିଦାସଙ୍କ କୃପାରୁ ସମ୍ଭବ ହୋଇଛି । ମୋତେ ମଧ୍ୟ ରବି ଦାସଜୀ ତାଙ୍କ ନିଜ ଜନ୍ମଭୂମିକୁ ବାରମ୍ବାର ଡାକୁଛନ୍ତି । ତାଙ୍କର କଳ୍ପନା ଏବଂ ସଂକଳ୍ପକୁ ଆଗକୁ ବଢାଇବା ନେବା ପାଇଁ ମୋତେ ସୁଯୋଗ ମିଳିଛି । ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀମାନଙ୍କୁ ସେବା କରିବାରେ ସୁଯୋଗ ମିଳିଛି । ଗୁରୁଙ୍କର ଜନ୍ମଭୂମିରେ ତାଙ୍କ ଜନ୍ମ ଦିବସରେ ତାଙ୍କ ଅନୁଗାମୀମାନଙ୍କର ସେବା କରିବା ମୋ ପାଇଁ କୌଣସି ଏକ ବଡ ସୌଭାଗ୍ୟର ରୂପ ।’

ବାରାଣସୀରେ ସନ୍ଥ ଗୁରୁ ରବିଦାସଙ୍କ ୬୪୭ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି

February 23rd, 12:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ସନ୍ଥ ଗୁରୁ ରବିଦାସଙ୍କ ୬୪୭ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ବିଏଚୟୁ ନିକଟସ୍ଥ ସିର ଗୋବର୍ଦ୍ଧନପୁର ଠାରେ ଥିବା ସନ୍ଥ ଗୁରୁ ରବିଦାସ ଜନ୍ମସ୍ଥଳୀ ମନ୍ଦିରରେ , ନିକଟସ୍ଥ ରବିଦାସ ପାର୍କରେ ସନ୍ଥ ରବିଦାସଙ୍କ ନବନିର୍ମିତ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ପାଖାପାଖି ୩୨ କୋଟି ଟଙ୍କା ବ୍ୟୟରେ ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀ ଆଖପାଖରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଥିଲେ ଏବଂ ସନ୍ଥ ରବିଦାସ ସଂଗ୍ରହାଳୟର ଶିଳାନ୍ୟାସ କରିଥିଲେ ଏବଂ ପ୍ରାୟ ୬୨ କୋଟି ଟଙ୍କା ବ୍ୟୟରେ ପାର୍କର ସୌନ୍ଦର୍ଯ୍ୟକରଣର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

୨୨ ଏବଂ ୨୩ ଫେବୃଆରୀରେ ଗୁଜରାଟ ଓ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 21st, 11:41 am

ଫେବୃଆରୀ ୨୨ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଅହମଦାବାଦରେ ପ୍ରଧାନମନ୍ତ୍ରୀ ଗୁଜରାଟ ସହକାରୀ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍‌ଏମ୍‌ଏଫ୍‌)ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗ ନେବେ । ଅପରାହ୍ନ ପ୍ରାୟ ୧୨ଟା ୪୫ରେ ପ୍ରଧାନମନ୍ତ୍ରୀ ମହେସଣା ପହଞ୍ଚିବେ ଏବଂ ବଲୀନାଥ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବେ । ଅପରାହ୍ନ ପ୍ରାୟ ୧ଟାରେ ପ୍ରଧାନମନ୍ତ୍ରୀ ତରଭ, ମହେସଣାରେ ଏକ ସାର୍ବଜନିକ ସମାରୋହରେ ଭାଗ ନେଇ ସେଠାରେ ୮,୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ନବସାରୀ ପହଞ୍ଚିବେ । ସେଠାରେ ସେ ପ୍ରାୟ ୧୭,୫୦୦ କୋଟି ଟଙ୍କା ବ୍ୟୟରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ । ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ପ୍ରଧାନମନ୍ତ୍ରୀ କାକ୍ରାପାର ପରମାଣୁ ଶକ୍ତି ଷ୍ଟେସନ ଗସ୍ତ କରି ସେଠାରେ ଦୁଇ ନୂଆ ପ୍ରେସରାଇଜ୍‌ଡ ହେଭି ୱାଟର ରିଆକ୍ଟର୍ସ (ପିଏଚ୍‌ଡବ୍ଲ୍ୟୁଏସ୍‌)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

PM Modi campaigns in Madhya Pradesh’s Betul, Shajapur and Jhabua

November 14th, 11:30 am

Amidst the ongoing election campaigning in Madhya Pradesh, Prime Minister Modi’s rally spree continued as he addressed multiple public meetings in Betul, Shajapur and Jhabua today. PM Modi said, “In the past few days, I have traveled to every corner of the state. The affection and trust towards the BJP are unprecedented. Your enthusiasm and this spirit have decided in Madhya Pradesh – ‘Phir Ek Baar, Bhajpa Sarkar’. The people of Madhya Pradesh will come out of their homes on 17th November to create history.”

ମଧ୍ୟପ୍ରଦେଶର ସାଗର ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 12th, 04:42 pm

କାର୍ଯ୍ୟକ୍ରମରେ ଉପସ୍ଥିତ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ ଚୌହାନ, କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ବିରେନ୍ଦ୍ର ଖଟୀକ ମହାଶୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ପ୍ରହ୍ଲାଦ ପଟେଲ ମହାଶୟ, ମଧ୍ୟପ୍ରଦେଶ ସରକାରଙ୍କର ମନ୍ତ୍ରୀଗଣ, ସମସ୍ତ ସାଂସଦ, ଭିନ୍ନ- ଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପୂଜ୍ୟ ସନ୍ଥଗଣ ଆଉ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇମାନେ ଓ ଭଉଣୀମାନେ ।

ମଧ୍ୟପ୍ରଦେଶର ସାଗରରେ ରାଷ୍ଟ୍ର ବିକାଶ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

August 12th, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ସାଗରରେ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଏହାକୁ ଦେଶ ପାଇଁ ଉତ୍ସର୍ଗୀକୃତ କରିଛନ୍ତି। 100 କୋଟିରୁ ଅଧିକ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ମେମୋରିଆଲର ମୂଳଦୁଆ ପକାଇବା, 1580 କୋଟିରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ଦୁଇଟି ସଡକ ପ୍ରକଳ୍ପ ଏବଂ ଦେଶକୁ କୋଟା-ବିନା ରେଳ ମାର୍ଗର ଦୋହରୀକରଣ 2475 କୋଟିରୁ ଅଧିକ ମୂଲ୍ୟରେ ବିକଶିତ କରାଯାଇଛି ଓ ଦେଶ ପାଇଁ ଉତ୍ସର୍ଗ କରାଯାଇଛି।

Double engine government in Punjab will ensure development, put an end to mafias: PM Modi

February 17th, 11:59 am

Continuing his election campaigning spree, PM Modi addressed a rally in Punjab’s Fazilka. Addressing the huge rally, he said, “Today Punjab needs a government that draws inspiration from patriotism, from the development of Punjab. BJP has come before you with dedication, with the resolve of security and development of Punjab.”

PM Modi addresses a Vishal Jan Sabha in Punjab’s Fazilka

February 17th, 11:54 am

Continuing his election campaigning spree, PM Modi addressed a rally in Punjab’s Fazilka. Addressing the huge rally, he said, “Today Punjab needs a government that draws inspiration from patriotism, from the development of Punjab. BJP has come before you with dedication, with the resolve of security and development of Punjab.”

BJP Govt in UP means control over Dangaraaj, Mafiaraaj, Gundaraaj: PM Modi in Sitapur

February 16th, 03:46 pm

Amidst the ongoing election campaigning in Uttar Pradesh, PM Modi’s rally spree continued as he addressed a public meeting in Sitapur today. PM Modi paid tribute to Sant Ravidas Ji on the occasion of his birth anniversary, he said, “For decades, the devotees of Sant Ravidas ji demanded development of his birthplace, but previous governments came here during elections, took photographs and left. It is a matter of happiness for me that I am the MP of Kashi where Sant Ravidas ji was born. We are redeveloping Sant Ravidas Ji’s birthplace.”

PM Modi addresses public meeting in Sitapur, Uttar Pradesh

February 16th, 03:45 pm

Amidst the ongoing election campaigning in Uttar Pradesh, PM Modi’s rally spree continued as he addressed a public meeting in Sitapur today. PM Modi paid tribute to Sant Ravidas Ji on the occasion of his birth anniversary, he said, “For decades, the devotees of Sant Ravidas ji demanded development of his birthplace, but previous governments came here during elections, took photographs and left. It is a matter of happiness for me that I am the MP of Kashi where Sant Ravidas ji was born. We are redeveloping Sant Ravidas Ji’s birthplace.”