ସିଡବ୍ଳ୍ୟୁଜି ୨୦୨୨ ରେ ପୁରୁଷ ୧୦,୦୦୦ ମିଟର ରେସ୍ ୱାକରେ ବ୍ରୋଞ୍ଚ ପଦକ ଜିତିଥିବାରୁ ସନ୍ଦୀପ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ସିଡବ୍ଳ୍ୟୁଜି ୨୦୨୨ ରେ ପୁରୁଷ ୧୦,୦୦୦ ମିଟର ରେସ୍ ୱାକରେ ବ୍ରୋଞ୍ଚ ପଦକ ଜିତିଥିବାରୁ ସନ୍ଦୀପ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 07th, 06:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ପୁରୁଷ ୧୦,୦୦୦ ମିଟର ରେସ ୱାକରେ ବ୍ରୋଞ୍ଚ ପଦକ ଜିତିଥିବାରୁ ସନ୍ଦୀପ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।