PM to Visit Gujarat and Maharashtra on 8th September
September 07th, 11:51 am
PM Modi will visit Gujarat and Maharashtra on 8 September, inaugurating and launching development projects worth over ₹35,000 crore in Vadodara and inaugurating Global Fintech Fest 2026 in Mumbai. From strengthening freight connectivity to shaping the future of digital finance, the visit will advance India’s growth and innovation journey.ଗୁଜୁରାଟର ସାନନ୍ଦରେ ସିଜି ସେମି ଓଏସ୍ଏଟି ସୁବିଧାର ଉଦଘାଟନ ଅବସରରେରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 05:15 pm
ଆଜିର ଏହି କାର୍ଯ୍ୟକ୍ରମ ଏହା ପ୍ରମାଣିତ କରୁଛି ଯେ ଭାରତ ଯାହା କରିବାକୁ ସଂକଳ୍ପ ନେଇଥାଏ, ତାହା କାର୍ଯ୍ୟରେ କରି ଦେଖାଇଥାଏ। ପାଞ୍ଚ ବର୍ଷ ପୂର୍ବେ, ଭାରତ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଆମେ ଡିଜାଇନ୍ ଇନ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆର ମନ୍ତ୍ର ସହିତ ଆଗକୁ ବଢ଼ିଲୁ। ଏବଂ ଆଜି, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟରେ ଚିପ୍ ପ୍ୟାକେଜିଂର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଛି।ଗୁଜରାଟର ସାନନ୍ଦରେ ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ (ଓଏସଏଟି) ସୁବିଧାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
July 04th, 05:00 pm
୦୪/୦୭/୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାନନ୍ଦରେ ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ (ଓଏସଏଟି) ସୁବିଧା ଉଦ୍ଘାଟନ କରିଛନ୍ତି। ଏହି ଅବସରର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ଶୁଭାରମ୍ଭକୁ ଦେଶର ଲକ୍ଷ୍ୟ ପ୍ରତି ଅଟଳ ପ୍ରତିବଦ୍ଧତାର ପ୍ରମାଣ ଭାବରେ ପ୍ରସ୍ତୁତ କରିଛନ୍ତି। ସେ ଜୋର ଦେଇଛନ୍ତି ଯେ ଦେଶ ନିରନ୍ତର ଭାବରେ ଏହାର ଦୃଢ଼ ସଂକଳ୍ପକୁ ଦୃଶ୍ୟମାନ ବାସ୍ତବତାରେ ପରିଣତ କରୁଛି। ଆଜିର କାର୍ଯ୍ୟକ୍ରମ ପ୍ରମାଣ କରୁଛି ଯେ ଭାରତ ଯାହା କରିବାକୁ ସଂକଳ୍ପ କରେ, ତାହା ନିଶ୍ଚିତ ଭାବରେ ହାସଲ କରେ, ଶ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି।ପ୍ରଧାନମନ୍ତ୍ରୀ ଜୁଲାଇ ୪ରେ ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ କରିବେ
July 03rd, 11:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜୁଲାଇ ୨୦୨୬ରେ ରାଜସ୍ଥାନ ଓ ଗୁଜରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ପ୍ରଧାନମନ୍ତ୍ରୀ ଯୋଧପୁର ବିମାନବନ୍ଦରର ଟର୍ମିନାଲ ବିଲଡିଂ ଉଦଘାଟନ କରି ଯୋଧପୁରରେ ସଂଶୋଧିତ ଉଡାନ ଯୋଜନାର ଶୁଭାରମ୍ଭ କରିବେ । ଏହାପରେ, ମଧ୍ୟାହ୍ନ ପ୍ରାୟ ୧୨:୧୫ ମିନିଟ୍ରେ ସେ ବାଲୋତ୍ରା ଗସ୍ତ କରି ପ୍ରାୟ ୧.୦୬ ଲକ୍ଷ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।ଗୁଜରାଟର ସାନନ୍ଦରେ କେନ୍ସ ସେମିକନ୍ ପ୍ଲାଣ୍ଟର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 31st, 01:05 pm
ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ଭାଇ ସଂଘଭି, କେନ୍ଦ୍ର କ୍ୟାବିନେଟ୍ରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ରାଜ୍ୟ ମନ୍ତ୍ରୀ ଭାଇ ଅର୍ଜୁନ ମୋଧୱାଡିଆ ଜୀ, କେନ୍ସ ଏବଂ ଆଲଫା ଓମେଗା ସେମିକଣ୍ଡକ୍ଟରର ପ୍ରତିନିଧି, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଉଣୀ ଏବଂ ସଜ୍ଜନମାନେ ।ଗୁଜରାଟର ସାନନ୍ଦଠାରେ କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 31st, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାନନ୍ଦଠାରେ କେନ୍ସ ଟେକ୍ନୋଲୋଜି ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଉଦ୍ଘାଟନ କରି କାରଖାନାରେ ଉତ୍ପାଦନର ଶୁଭାରମ୍ଭ କରିଛନ୍ତି। ଫେବୃଆରୀ ୨୮ ତାରିଖରେ ମାଇକ୍ରୋନ୍ ପ୍ଲାଣ୍ଟରେ ଉତ୍ପାଦନ ଆରମ୍ଭ ସମୟରେ ସେ ସାନନ୍ଦରେ ଉପସ୍ଥିତ ଥିଲେ। ଠିକ୍ ଗୋଟିଏ ମାସ ପରେ ସେ ଏହି ସ୍ଥାନକୁ କେନ୍ସ ହାସଲ କରିଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ପୁନର୍ବାର ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ଏହା କେବଳ ଏକ ସଂଯୋଗ ନୁହେଁ, ବରଂ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ କେତେ ଦ୍ରୁତ ଗତିରେ ବିକଶିତ ହେଉଛି, ଏହା ତାହାର ପ୍ରମାଣ।”୩୧ ମାର୍ଚ୍ଚରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 30th, 11:05 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ମାର୍ଚ୍ଚ ୨୦୨୬ରେ ଗୁଜରାଟ ଗସ୍ତ କରିବେ । ସକାଳ ପ୍ରାୟ ୧୦ଟା ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟର ଉଦ୍ଘାଟନ କରିବେ । ଏହି ଅବସରରେ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ । ପ୍ରାୟ ୧୨:୪୫ଟା ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାନନ୍ଦରେ କେୟନ୍ସ ସେମିକନ୍ ପ୍ଲାଣ୍ଟର ଉଦ୍ଘାଟନ କରିବେ ଏବଂ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହା ପରେ, ପ୍ରଧାନମନ୍ତ୍ରୀ ଭାଭ-ଥରାଡ ଯାତ୍ରା କରିବେ, ଯେଉଁଠାରେ ଅପରାହ୍ନ ୪ଟା ସମୟରେ ସେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ଲୋକାର୍ପଣ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।୨୮ ଫେବୃଆରୀରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 27th, 03:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ୨୦୨୬ରେ ଗୁଜରାଟ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୩:୪୫ ସମୟରେ, ପ୍ରଧାନମନ୍ତ୍ରୀ ସାନନ୍ଦରେ ମାଇକ୍ରୋନ୍ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ସେମିକଣ୍ଡକ୍ଟର ଆସେମ୍ବଲି ପରୀକ୍ଷଣ ଏବଂ ପ୍ୟାକେଜିଂ (ଏଟିଏମ୍ପି) ପ୍ଲାଣ୍ଟର ଉଦ୍ଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।Cabinet approves one more semiconductor unit under India Semiconductor Mission (ISM)
September 02nd, 03:32 pm
The Union Cabinet, led by Prime Minister Narendra Modi, has approved the establishment of another semiconductor unit under the India Semiconductor Mission. This new facility, to be set up in Sanand, Gujarat by Kaynes Semicon Pvt Ltd, involves an investment of ₹3,300 crore and will produce 60 lakh chips daily.ମାର୍ଚ୍ଚ ୧୩ ରେ ପ୍ରଧାନମନ୍ତ୍ରୀ 'ଇଣ୍ଡିଆଜ୍ ଟେକଏଡ୍: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ସୁବିଧାର ଶିଳାନ୍ୟାସ କରିବେ
March 12th, 03:40 pm
ମାର୍ଚ୍ଚ ୧୩ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 'ଇଣ୍ଡିଆଜ୍ ଟେକ୍ଏଡ୍: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶର ଯୁବକମାନଙ୍କୁ ସମ୍ବୋଧିତ କରିବେ ।People have no expectations left from Congress; they are being defeated in every state: PM Modi
December 10th, 12:48 pm
Prime Minister Narendra Modi today hit out at the Congress for insulting Gujarat. He alleged that the Congress only worked for welfare of rich and never thought about well being of the poor section of the society.