ଭାରତୀୟ ତଟରକ୍ଷୀ ଜାହାଜ (ଆଇସିଜିଏସ୍) ସମୁଦ୍ର ପ୍ରତାପର ଜଳାବତରଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

January 07th, 09:46 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ତଟରକ୍ଷୀ ଜାହାଜ (ଆଇସିଜିଏସ୍) ସମୁଦ୍ର ପ୍ରତାପ କାର୍ଯ୍ୟକ୍ଷମ ହେବା ଭାରତର ସାମୁଦ୍ରିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହି ପ୍ରଶଂସା କରିଛନ୍ତି। ସେ କହିଥିଲେ ଯେ, ଏହି ଉନ୍ନତ ଜାହାଜକୁ ସାମିଲ କରିବା ଅନେକ କାରଣରୁ ଉଲ୍ଲେଖନୀୟ।