ବ୍ରାଜିଲର ବ୍ରାସିଲିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

July 08th, 02:55 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ବ୍ରାସିଲିଆ ଗସ୍ତରେ ଆସିଥିଲେ । ସେ ରାଷ୍ଟ୍ରପତି ଲୁଲାଙ୍କ ସହ ଭାରତ-ବ୍ରାଜିଲ ସମ୍ପର୍କର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିବେ।