ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନ ବିଜେତା ସାଇ ପ୍ରଣୀତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

June 04th, 07:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିବା ବି ସାଇ ପ୍ରଣୀତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । “ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିବାରୁ ବି ସାଇ ପ୍ରଣୀତଙ୍କୁ ଅଭିନନ୍ଦନ । ଏହି ସାଫଲ୍ୟ ହେତୁ ଭାରତ ଆନନ୍ଦ ଓ ଉତଫୁଲ୍ଲିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।