ଏସିଆନ୍ ପାରା ଗେମ୍ସ ୨୦୨୨ର ପୁରୁଷ ସଟ୍ ପୁଟ-ଏଫ୍-୪୬ ଇଭେଣ୍ଟରେ ସଚିନ ସଜେରାଓ ଖିଲାରୀ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 26th, 11:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ସଟ୍ ପୁଟ-ଏଫ୍୪୬ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ସଚିନ ସଜେରାଓ ଖିଲାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।