Prime Minister congratulates Mr. Rumen Radev for victory in the parliamentary elections of Bulgaria

April 21st, 10:00 pm

PM Modi has congratulated Mr. Rumen Radev and his party, Progressive Bulgaria, on their victory in the recently concluded parliamentary elections in Bulgaria. He said he looks forward to working together to further strengthen the friendly and multifaceted ties between India and Bulgaria.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱ ନେତାଙ୍କ ଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରିବା ଜାରି ରଖିଛନ୍ତି

June 11th, 05:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭିନନ୍ଦନ ବାର୍ତ୍ତା ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ବିଶ୍ୱନେତାଙ୍କ ବାର୍ତ୍ତା ଏବଂ ଟେଲିଫୋନ୍ କଲ୍ ର ଉତ୍ତର ଦେଇଛନ୍ତି ଶ୍ରୀ ମୋଦୀ।

ଭାରତୀୟ ନୌସେନା ଦ୍ବାରା ଉଦ୍ଧାର କରାଯାଇଥିବା ଅପହୃତ ବଲ୍ଗାରୀୟ ଜାହଜ “ରୁଏନ୍” ଉପରେ ରାଷ୍ଟ୍ରପତି ରୁମେନ୍ ରାଦେଭ୍ଙ୍କୁ ପ୍ରଧାନମନ୍ରୀଙ୍କ ଉତ୍ତର

March 19th, 10:39 am

ଭାରତୀୟ ନୌସେନା ଦ୍ବାରା ଉଦ୍ଧାର କରାଯାଇଥିବା ଅପହୃତ ବଲ୍ଗାରୀୟ ଜାହଜ “ରୁଏନ୍” ଏବଂ ଏଥିରେ ଥିବା ନାବିକମାନଙ୍କ ସମେତ ୭ ଜଣ ନାଗରିକଙ୍କ ବିଷୟରେ ବଲ୍ଗାରିଆ ଗଣରାଜ୍ୟର ରାଷ୍ଟ୍ରପତି ରୁମେନ୍ ରାଦେଭ୍ଙ୍କୁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉତ୍ତର ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ରୀ ଭାରତୀୟ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସ୍ବାଧିନତାର ସୁରକ୍ଷା କରିବା ତଥା ଜଳଦସୁ୍ୟ ମୁକାବିଲା ଏବଂ ଆତଙ୍କବାଦ ବିରୁଦ୍ଧରେ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିବା ସହ ଏହାର ପ୍ରଶଂସା କରିଛନ୍ତି।