ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରଜତ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 09th, 01:00 pm
ଦେବଭୂମି ଉତ୍ତରାଖଣ୍ଡର ମୋର ଭାଇ-ବନ୍ଧୁ, ବଡ଼ ଭଉଣୀ-ସାନ ଭଉଣୀ, ବୟସ୍କ-ଯୁବକ । ଆପଣ ସମସ୍ତଙ୍କୁ ମୋର ନମସ୍କାର ।ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 09th, 12:30 pm
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଭେମ୍ବର ୯ ତାରିଖ ହେଉଛି ଏକ ଦୀର୍ଘ ଏବଂ ଉତ୍ସର୍ଗୀକୃତ ସଂଘର୍ଷର ପରିଣାମ । ଏହି ଦିନ ଆମ ସମସ୍ତଙ୍କ ମଧ୍ୟରେ ଗର୍ବର ଗଭୀର ଭାବନା ସୃଷ୍ଟି କରେ। ସେ କହିଥିଲେ ଯେ ଉତ୍ତରାଖଣ୍ଡର ଦେବତୁଲ୍ୟ ଲୋକମାନେ ଏକ ସ୍ୱପ୍ନ ଦେଖିଥିଲେ, ଯାହା ୨୫ ବର୍ଷ ପୂର୍ବେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପୂରଣ ହୋଇଥିଲା। ଗତ ୨୫ ବର୍ଷର ଯାତ୍ରା ଉପରେ ପ୍ରତିଫଳିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଉତ୍ତରାଖଣ୍ଡ ଯେଉଁ ଉଚ୍ଚତାରେ ପହଞ୍ଚିଛି ତାହା ଦେଖି, ଏହି ସୁନ୍ଦର ରାଜ୍ୟ ନିର୍ମାଣ ପାଇଁ ସଂଘର୍ଷ କରୁଥିବା ପ୍ରତ୍ୟେକଙ୍କ ପାଇଁ ଆନନ୍ଦିତ ହେବା ସ୍ୱାଭାବିକ। ସେ କହିଥିଲେ ଯେ ଯେଉଁମାନେ ପର୍ବତକୁ ଭଲ ପାଆନ୍ତି, ଉତ୍ତରାଖଣ୍ଡର ସଂସ୍କୃତି, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆଦର କରନ୍ତି ଏବଂ ଦେବଭୂମିର ଲୋକଙ୍କ ପ୍ରତି ସ୍ନେହ ରଖନ୍ତି, ସେମାନେ ଆଜି ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ।ସିକ୍କିମ ଗଣତାନ୍ତ୍ରିକ ଯାତ୍ରାର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 29th, 10:00 am
ଆଜିର ଦିନ ଏକ ବିଶେଷ ଗୁରୁତ୍ୱ ବହନ କରେ, ଏହା ସିକ୍କିମର ଗଣତାନ୍ତ୍ରିକ ଯାତ୍ରାର ସୁବର୍ଣ୍ଣ ଜୟନ୍ତୀର ଅବସର । ମୁଁ ଆପଣମାନଙ୍କ ମଧ୍ୟରେ ରହି ଏହି ଉତ୍ସବ, ଏହି ଉତ୍ସାହ, ୫୦ ବର୍ଷର ଏହି ସଫଳ ଯାତ୍ରାର ସାକ୍ଷୀ ହେବାକୁ ଚାହୁଥିଲି । ମୁଁ ମଧ୍ୟ ଆପଣଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଏହି ଉତ୍ସବର ଅଂଶ ହେବାକୁ ଇଚ୍ଛା କରୁଥିଲି । ମୁଁ ବହୁତ ସକାଳୁ ଦିଲ୍ଲୀରୁ ବାହାରି ବାଗଡୋଗ୍ରାରେ ପହଞ୍ଚିଥିଲି, କିନ୍ତୁ ପାଗ ମୋତେ ଆପଣଙ୍କ ଦ୍ୱାରଦେଶ ପର୍ଯ୍ୟନ୍ତ ନେଇଥିଲେ ମଧ୍ୟ, ଆଗକୁ ଯିବାରେ ବାଧା ସୃଷ୍ଟି କରିଥିଲା । ଫଳରେ ମୋତେ ଆପଣଙ୍କ ସହିତ ସିଧାସଳଖ ସାକ୍ଷାତ କରିବାର ସୁଯୋଗ ମିଳିଲା ନାହିଁ । କିନ୍ତୁ ମୁଁ ବର୍ତ୍ତମାନ ଏହି ଦୃଶ୍ୟ ଦେଖି ପାରୁଛି, ଏତେ ସୁନ୍ଦର ଦୃଶ୍ୟ ମୋ ସାମ୍ନାରେ ଅଛି, ମୁଁ ସବୁଠି କେବଳ ଲୋକମାନଙ୍କୁ ଦେଖିପାରୁଛି, ଏହା କି ଅଦ୍ଭୂତପୂର୍ବ ଦୃଶ୍ୟ । ବହୁତ ଭଲ ହୋଇଥାନ୍ତା, ଯଦି ମୁଁ ମଧ୍ୟ ଆପଣମାନଙ୍କ ମଧ୍ୟରେ ଥାଆନ୍ତି, କିନ୍ତୁ ମୁଁ ସେଠାରେ ପହଞ୍ଚି ପାରିଲି ନାହିଁ, ସେଥିପାଇଁ ମୁଁ ଆପଣ ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯେମିତି ନିମନ୍ତ୍ରଣ କରିଛନ୍ତି, ମୁଁ ଆପଣଙ୍କୁ କଥା ଦେଉଛି, ରାଜ୍ୟ ସରକାର ନିଷ୍ପତ୍ତି ନେବା ମାତ୍ରେ ମୁଁ ନିଶ୍ଚିତ ଭାବରେ ସିକ୍କିମ ଆସିବି, ଆପଣମାନଙ୍କୁ ସମସ୍ତଙ୍କୁ ସାକ୍ଷାତ କରିବି ଏବଂ ୫୦ ବର୍ଷର ଏହି ସଫଳ ଯାତ୍ରାର ମୁଁ ମଧ୍ୟ ଦର୍ଶକ ହେବି । ଆଜି ଗତ ୫୦ ବର୍ଷର ସଫଳତାକୁ ପାଳନ କରିବାର ଦିନ ଏବଂ ଆପଣମାନେ ଏକ ବହୁତ ଭଲ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଆଉ ମୁଁ ଲଗାତାର ଶୁଣୁଥିଲି ଏବଂ ଦେଖୁଥିଲି ଯେ ମୁଖ୍ୟମନ୍ତ୍ରୀ ନିଜେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ବହୁତ ଶକ୍ତି ଲଗାଉଛନ୍ତି । ସେ ମଧ୍ୟ ଦୁଇଥର ଦିଲ୍ଲୀ ଆସି ମୋତେ ନିମନ୍ତ୍ରଣ କରିଛନ୍ତି । ସିକ୍କିମ ରାଜ୍ୟର ୫୦ତମ ବାର୍ଷିକୀ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।'ସିକ୍କିମ@50' ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 29th, 09:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗ୍ୟାଙ୍ଗଟକରେ 'ସିକ୍କିମ@50' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା 'ଯେଉଁଠାରେ ପ୍ରଗତି ଉଦ୍ଦେଶ୍ୟ ସହିତ ମିଳିତ ହୁଏ ଏବଂ ପ୍ରକୃତି ବିକାଶକୁ ପ୍ରତିପାଳନ କରେ'।ଜମ୍ମୁ-କଶ୍ମୀରରେ ସୋନମାର୍ଗ ଟନେଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 13th, 12:30 pm
ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଜୀ, ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା ଜୀ, ମୋ କ୍ୟାବିନେଟ୍ର ସହଯୋଗୀ ଶ୍ରୀ ନୀତିନ ଗଡକରୀ ଜୀ, ଶ୍ରୀ ଜିତେନ୍ଦ୍ର ସିଂ ଜୀ, ଅଜୟ ଟମ୍ଟା ଜୀ, ଡେପୁଟି ସିଏମ ସୁରେନ୍ଦ୍ର କୁମାର ଚୌଧୁରୀ ଜୀ, ବିରୋଧୀ ଦଳ ନେତା ସୁନୀଲ ଶର୍ମା ଜୀ, ସମସ୍ତ ସାଂସଦ, ବିଧାୟକ ଏବଂ ଜମ୍ମୁ ଓ କଶ୍ମୀରର ମୋର ପ୍ରିୟ ଭାଇ ଭଉଣୀ ।ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 13th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ଯ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ।ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଇଂରାଜୀ ମନ୍ତବ୍ୟ
November 09th, 11:00 am
ଆଜିଠାରୁ ଉତ୍ତରାଖଣ୍ଡର ରଜତ ଜୟନ୍ତୀ ବର୍ଷର ଶୁଭାରମ୍ଭ ହେଉଛି । ଅର୍ଥାତ୍ ଆମର ଉତ୍ତରାଖଣ୍ଡ ଏହାର ୨୫ତମ ବର୍ଷରେ ପ୍ରବେଶ କରୁଛି। ଉତ୍ତରାଖଣ୍ଡର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମକୁ ଏବେ ଆଗାମୀ ୨୫ ବର୍ଷର ଯାତ୍ରା ଆରମ୍ଭ କରିବାକୁ ପଡ଼ିବ। ଏଥିରେ ଏକ ସୁଖଦ ସଂଯୋଗ ମଧ୍ୟ ରହିଛି। ଏହି ଯାତ୍ରା ଏମିତି ସମୟରେ ହେବ ଯେତେବେଳେ ଦେଶ ମଧ୍ୟ ୨୫ ବର୍ଷର ଅମୃତକାଳରେ ରହିଥିବ । ଅର୍ଥାତ୍ ବିକଶିତ ଭାରତ ପାଇଁ ବିକଶିତ ଉତ୍ତରାଖଣ୍ଡ, ଦେଶ ଏହି ସଂକଳ୍ପକୁ ଏହି ସମୟ ମଧ୍ୟରେ ପୂରଣ ହେବା ଦେଖିବ । ମୁଁ ଖୁସି ଯେ ଉତ୍ତରାଖଣ୍ଡର ଆପଣ ଲୋକମାନେ ଆଗାମୀ ୨୫ ବର୍ଷ ପାଇଁ ସଂକଳ୍ପ ନେଇ ସମଗ୍ର ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ତରାଖଣ୍ଡର ଗୌରବକୁ ମଧ୍ୟ ପ୍ରସାରିତ କରାଯିବ ଏବଂ ବିକଶିତ ଉତ୍ତରାଖଣ୍ଡର ଲକ୍ଷ୍ୟ ମଧ୍ୟ ପ୍ରତ୍ୟେକ ଅଞ୍ଚଳବାସୀଙ୍କ ପର୍ଯ୍ୟନ୍ତ ପହଞ୍ଚିବ । ମୁଁ ଆପଣ ସମସ୍ତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଏବଂ ଏହି ମହତ୍ୱପୂର୍ଣ୍ଣ ସଂକଳ୍ପ ପାଇଁ ମୁଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ମାତ୍ର ଦୁଇ ଦିନ ପୂର୍ବରୁ ପ୍ରବାସୀ ଉତ୍ତରାଖଣ୍ଡ ସମ୍ମିଳନୀ ମଧ୍ୟ ସଫଳତାର ସହ ଆୟୋଜନ କରାଯାଇଥିଲା। ମୋର ବିଶ୍ୱାସ ଅଛି ଆମର ପ୍ରବାସୀ ଉତ୍ତରାଖଣ୍ଡବାସୀ ରାଜ୍ୟର ବିକାଶ ଯାତ୍ରାରେ ଏତେ ବଡ଼ ଭୂମିକା ନିର୍ବାହ କରିବେ ।ଦେବଭୂମି ଉତ୍ତରାଖଣ୍ଡର ରୌପ୍ୟ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
November 09th, 10:40 am
ଉତ୍ତରାଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ଏହାର ସମସ୍ତ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଆଜିଠାରୁ ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟ ଜୟନ୍ତୀ ବର୍ଷ ଆରମ୍ଭ ହେବାର ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡ ପ୍ରତିଷ୍ଠାର ୨୫ତମ ବର୍ଷରେ ପ୍ରବେଶ କରିବା ଅବସରରେ ଶ୍ରୀ ମୋଦୀ ଲୋକମାନଙ୍କୁ ରାଜ୍ୟର ଆଗାମୀ ୨୫ ବର୍ଷର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶର ଆଗାମୀ ୨୫ ବର୍ଷର ଯାତ୍ରା ଏକ ବଡ ସଂଯୋଗ, କାରଣ ଭାରତ ମଧ୍ୟ ଏହାର ୨୫ ବର୍ଷର ଅମୃତ କାଳରେ ଅଛି, ଯାହାର ଅର୍ଥ ହେଉଛି ବିକଶିତ ଭାରତ ପାଇଁ ଏକ ବିକଶିତ ଉତ୍ତରାଖଣ୍ଡ । ଏହି ଅବଧିରେ ଦେଶ ସଂକଳ୍ପ ପୂରଣ ହେବାର ସାକ୍ଷୀ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ଆଗାମୀ ୨୫ ବର୍ଷର ସଂକଳ୍ପ ସହିତ ଲୋକମାନେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଖୁସି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ତରାଖଣ୍ଡର ଗୌରବର ପ୍ରସାର ହେବ ଏବଂ ବିକଶିତ ଉତ୍ତରାଖଣ୍ଡର ଲକ୍ଷ୍ୟ ରାଜ୍ୟର ପ୍ରତ୍ୟେକ ଅଧିବାସୀଙ୍କ ନିକଟରେ ପହଞ୍ôଚବ । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଏପରି ମହତ୍ୱପୂର୍ଣ୍ଣ ସଂକଳ୍ପକୁ ଆପଣେଇଥିବାରୁ ଶ୍ରୀ ମୋଦୀ ରାଜ୍ୟର ସମସ୍ତ ବାସିନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମ୍ପ୍ରତି ସଫଳତାର ସହ ଆୟୋଜିତ ହୋଇଥିବା ‘ ପ୍ରବାସୀ ଉତ୍ତରାଖଣ୍ଡ ସମ୍ମିଳନୀ’ର କାର୍ଯ୍ୟକ୍ରମକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ଏବଂ ଉତ୍ତରପ୍ରଦେଶର ବିକାଶରେ ପ୍ରବାସୀ ଉତ୍ତରାଖଣ୍ଡର ଲୋକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।The people of Jammu and Kashmir are tired of the three-family rule of Congress, NC and PDP: PM Modi
September 28th, 12:35 pm
Addressing a massive rally in Jammu, PM Modi began his speech by paying tribute to Shaheed Sardar Bhagat Singh on his birth anniversary, honoring him as a source of inspiration for millions of Indian youth. In his final rally for the J&K assembly elections, PM Modi reflected on his visits across Jammu and Kashmir over the past weeks, noting the tremendous enthusiasm for the BJP everywhere he went.PM Modi captivates the audience at Jammu rally
September 28th, 12:15 pm
Addressing a massive rally in Jammu, PM Modi began his speech by paying tribute to Shaheed Sardar Bhagat Singh on his birth anniversary, honoring him as a source of inspiration for millions of Indian youth. In his final rally for the J&K assembly elections, PM Modi reflected on his visits across Jammu and Kashmir over the past weeks, noting the tremendous enthusiasm for the BJP everywhere he went.BJP government is boosting tourism in Uttarakhand, creating new job opportunities: PM Modi at Rishikesh
April 11th, 12:45 pm
Ahead of the Lok Sabha Elections of 2024, Prime Minister Narendra Modi extended his heartfelt gratitude to all the people who gathered in the Rishikesh rally upon the PM’s arrival. The PM said, “You have come in such large numbers to bless us in Rishikesh, the gateway to Char Dham, situated in the proximity of Mother Ganga.” The PM discussed several key aspects related to Uttarakhand’s vision and the milestones achieved already.PM Modi addresses an enthusiastic crowd at a public meeting in Rishikesh, Uttarakhand
April 11th, 12:00 pm
Ahead of the Lok Sabha Elections of 2024, Prime Minister Narendra Modi extended his heartfelt gratitude to all the people who gathered in the Rishikesh rally upon the PM’s arrival. The PM said, “You have come in such large numbers to bless us in Rishikesh, the gateway to Char Dham, situated in the proximity of Mother Ganga.” The PM discussed several key aspects related to Uttarakhand’s vision and the milestones achieved already.Double engine govt at Centre & in Gujarat have prioritised development of state: PM Modi
February 25th, 01:01 pm
Prime Minister Narendra Modi laid the foundation stone and dedicated to the nation multiple development projects worth more than Rs 4150 crores in Dwarka, Gujarat. Addressing the gathering, the Prime Minister bowed to the land of Lord Krishna Dwarka Mai, where he is placed as Dwarkadheesh. He recalled the prayers that he offered this morning at the temple and underlined the deep importance of the teerth in the religious life of the nation As Aadi Shankaracharya established one of the four ‘peeths’ i.e. Sharda peet.ଗୁଜରାଟର ଦ୍ୱାରକାରେ ୪୧୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
February 25th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଦ୍ୱାରକାଠାରେ ୪୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକାକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁ, ୱାଦିନାର ଏବଂ ରାଜକୋଟ-ଓଖାରେ ପାଇପଲାଇନ ପ୍ରକଳ୍ପ, ରାଜକୋଟ-ଜେତଲସାର-ସୋମନାଥ ଏବଂ ଜେତଲସାର-ୱାନସଜାଲିଆ ରେଳ ବିଦ୍ୟୁତୀକରଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଜାତୀୟ ରାଜପଥ-୯୨୭ ର ଧୋରାଜି-ଜାମକଣ୍ଡୋର୍ନା-କାଲାବାଦ ସେକ୍ସନର ପ୍ରଶସ୍ତୀକରଣ, ଜାମନଗରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଏବଂ ଜାମନଗରର ସିକ୍କା ଥର୍ମାଲ ପାୱାର ଷ୍ଟେସନରେ ଫ୍ଲୁ ଗ୍ୟାସ୍ ଡିସଲ୍ଫୁରାଇଜେସନ୍ (ଏଫଜିଡି) ସିଷ୍ଟମ ସ୍ଥାପନ ପାଇଁ ଶିଳାନ୍ୟାସ କରିଥିଲେ।ଡେରାଡୁନରୁ ଦିଲ୍ଲୀ ବଂଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 25th, 11:30 am
ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ ଦ୍ରୁତ ଗତିରେ ଦେଶର ରାଜଧାନୀକୁ ଦେବଭୂମି ସହିତ ଯୋଡ଼ିବ, ବର୍ତ୍ତମାନ ଏହି ବଂଦେ ଭାରତ ଟ୍ରେନ ଦ୍ୱାରା ଦିଲ୍ଲୀ-ଡେରାଡୁନ ମଧ୍ୟରେ ଯାତ୍ରାର ସମୟ ମଧ୍ୟ କମ୍ ହୋଇଯିବ। ଏହି ଟ୍ରେନର ବେଗ ତା’ନିଜ ସ୍ଥାନରେ ରହିଛି, କିନ୍ତୁ ସୁବିଧାଗୁଡ଼ିକ ମଧ୍ୟ ଯାତ୍ରା ସମୟରେ ସୁଖଦ ଆଣିଦେବ ।ଡେରାଡୁନରୁ ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
May 25th, 11:00 am
ପ୍ରଧାନମନ୍ତ୍ରୀ ଆଜି (୨୫-୦୫-୨୦୨୩) ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ବଂଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ନୂତନ ଭାବେ ବିଦୁତକରଣ ହୋଇଥିବା ରେଳପଥର ଉଦଘାଟନ କରିବା ସହ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ବିଦୁତକରଣ ରାଜ୍ୟ ଘୋଷଣା କରିଛନ୍ତି ।କାଶୀରେ କାଶୀ-ତେଲୁଗୁ ସଙ୍ଗମମ୍ ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
April 29th, 07:46 pm
ନମସ୍କାର! ଆପଣ ସମସ୍ତଙ୍କୁ ଗଙ୍ଗା- ପୁଷ୍କରାଲୁ ଉତ୍ସବର ହାର୍ଦ୍ଦିକ ଶୁଭକାମନା । ଆପଣମାନେ ସମସ୍ତେ କାଶୀକୁ ଆସିଛନ୍ତ, ଏଥିପାଇଁ ଏହି ଯାତ୍ରାରେ ଆପଣମାନେ ବ୍ୟକ୍ତିଗତ ଭାବରେ ମଧ୍ୟ ହେଉଛନ୍ତି ମୋର ଅତିଥି, ଆଉ ଆମର ଏଠାରେ ଯେପରି କୁହାଯାଏ ଯେ ଅତିଥିମାନେ ହେଉଛନ୍ତି ଦେବତାଙ୍କ ଭଳି । ଅନେକ ଗୁଡିଏ ଦାୟିତ୍ୱ କାରଣରୁ ଯଦିଓ ମୁଁ ଆପଣମାନଙ୍କର ସ୍ୱାଗତ ପାଇଁ ସେଠାରେ ଉପସ୍ଥିତ ହୋଇ ପାରିଲି ନାହିଁ, କିନ୍ତୁ ମୋ ମନକୁ ଆପଣମାନଙ୍କ ଗହଣରେ ରହିବା ଭଳି ଅନୁଭବ ହେଉଛି । ମୁଁ ଏହି ଆୟୋଜନ ପାଇଁ କାଶୀ-ତେଲୁଗୁ ସମିତି ଏବଂ ସଂସଦରେ ମୋର ସାଥୀ ଜିବିଏଲ ନରସିହ୍ମା ରାଓ ମହାଶୟଙ୍କୁ ଶୁଭେଚ୍ଛା ଜଣାଉଛି । କାଶୀ ଘାଟରେ ଏହି ଗଙ୍ଗା- ପୁଷ୍କରାଲୁ ଉତ୍ସବ ହେଉଛି, ଗଙ୍ଗା ଏବଂ ଗୋଦାବରୀର ସଙ୍ଗମ ଭଳି । ଏହା ହେଉଛି ଭାରତର ପ୍ରାଚୀନ ସଭ୍ୟତା, ସଂସ୍କୃତି ଏବଂ ପରମ୍ପରାଗୁଡିକର ସଙ୍ଗମର ଉତ୍ସବ । ଆପଣମାନଙ୍କର ସ୍ମରଣ ଥିବ, କିଛି ମାସ ପୂର୍ବେ ଏହି କାଶୀର ମାଟିରେ କାଶୀ- ତାମିଲ ସଙ୍ଗମମର ମଧ୍ୟ ଆୟେଜନ ହୋଇଥିଲା । ଏବେ କିଛି ଦିନ ପୂର୍ବେ ହିଁ ମୋତେ ସୌରାଷ୍ଟ୍ର- ତାମିଲ ସଙ୍ଗମମରେ ସାମିଲ ହେବାର ସୌଭାଗ୍ୟ ମିଳିଛି । ସେତେବେଳେ ମୁଁ କହିଥିଲି, ସ୍ୱାଧୀନତାର ଏହି ଅମୃତକାଳରେ ଦେଶର ବିବିଧତା ଗୁଡିକୁ, ବିବିଧଧାରା ଗୁଡିକର ଏହା ହେଉଛି ସଙ୍ଗମକାଳ । ବିବିଧତା ଗୁଡିକର ଏହି ସଙ୍ଗମ ଦ୍ୱାରା ରାଷ୍ଟ୍ରୀୟତାର ଅମୃତ ବାହାରୁଛି, ଯାହା ଭାରତକୁ ଅନନ୍ତ ଭବିଷ୍ୟତ ପର୍ଯ୍ୟନ୍ତ ଉର୍ଜ୍ଜାବାନ କରି ରଖିବ ।ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର କାଶୀରେ କାଶୀ ତେଲୁଗୁ ସଙ୍ଗମମ୍ଙ୍କୁ ସମ୍ବୋଧିତ କରିଛନ୍ତି
April 29th, 07:45 pm
ଗଙ୍ଗା ପୁଷ୍କରଲୁ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ କହିଥିଲେ ଯେ ଏଠାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କର ବ୍ୟକ୍ତିଗତ ଅତିଥି, ଏବଂ ଅତିଥିମାନେ ଭାରତୀୟ ସଂସ୍କୃତିରେ ଭଗବାନଙ୍କ ସହ ସମାନ ଅଟନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଯଦିଓ ମୁଁ ଆପଣଙ୍କୁ ସ୍ୱାଗତ କରିବାକୁ ସେଠାରେ ଉପସ୍ଥିତ ହୋଇପାରିଲି ନାହିଁ, ମୋର ମନ ଆପଣଙ୍କ ସମସ୍ତଙ୍କ ସହିତ ଅଛି।’’ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ କାଶୀ-ତେଲୁଗୁ କମିଟି ତଥା ସାଂସଦ ଶ୍ରୀ ଜିଭିଏଲ୍ ନରସିଂହ ରାଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କାଶୀ ଘାଟରେ ଥିବା ଗଙ୍ଗା - ପୁଷ୍କରଲୁ ଉତ୍ସବ ଗଙ୍ଗା ଏବଂ ଗୋଦାବରୀର ମିଳନ ପରି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତର ପ୍ରାଚୀନ ସଭ୍ୟତା, ସଂସ୍କୃତି ଏବଂ ପରମ୍ପରାର ମିଳନ ଉତ୍ସବ। ସେ କିଛି ମାସ ପୂର୍ବେ ଏଠାରେ ହୋଇଥିବା କାଶୀ - ତାମିଲ ସଙ୍ଗମମକୁ ମନେ ପକାଇଥିଲେ ଏବଂ କିଛି ଦିନ ପୂର୍ବରୁ ସୌରାଷ୍ଟ୍ର - ତାମିଲ ସଙ୍ଗମମରେ ଅଂଶଗ୍ରହଣ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଠାରେ ସେ ଆଜାଦି ର ଅମୃତ କାଳରେ ଭାରତର ବିବିଧତା ଏବଂ ସଂସ୍କୃତିର ମିଳନ ଭାବରେ ପାଳନ କରାଯାଇଥିଲା। ବିବିଧତାର ଏହି ମିଳନ ଜାତୀୟତାବାଦର ଅମୃତ ସୃଷ୍ଟି କରୁଛି ଯାହା ଭବିଷ୍ୟତରେ ଭାରତ ପାଇଁ ସମ୍ପୂର୍ଣ୍ଣ ଶକ୍ତି ନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଉତ୍ତର ପ୍ରଦେଶର ବାରାଣସୀଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 24th, 05:42 pm
ନବରାତ୍ରର ପୁଣ୍ୟ ସମୟ ଅଟେ, ଆଜି ହେଉଛି ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜାର ଦିନ। ଏହା ମୋର ସୌଭାଗ୍ୟ ଯେ, ଏହି ପବିତ୍ର ଅବସରରେ ଆଜି ମୁଁ କାଶୀର ମାଟିରେ ଆପଣ ସମସ୍ତଙ୍କ ଗହଣରେ ଅଛି। ମା’ ଚନ୍ଦ୍ରଘଣ୍ଟାଙ୍କ ଆଶୀର୍ବାଦରେ ଆଜି ବନାରସର ସୁଖ- ସମୃଦ୍ଧିରେ ଆଉ ଏକ ଅଧ୍ୟାୟ ଯୋଡି ହେଉଛି । ଆଜି ଏଠାରେ ସର୍ବସାଧାରଣ ପରିବହନ ରୋପୱେର ଶିଳାନ୍ୟାସ କରାଯାଇଛି। ଚତୁଃର୍ଦିଗରୁ ବନାରସର ବିକାଶ ସହିତ ଜଡିତ ଶହ- ଶହ, କୋଟି- କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପର ମଧ୍ୟ ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି। ଏଥିରେ ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା, ମାଆ ଗଙ୍ଗାଙ୍କ ପରିସ୍କାର- ପରିଚ୍ଛନ୍ନତା, ବନ୍ୟା ନିୟନ୍ତ୍ରଣ, ପୁଲିସ ସୁବିଧା, ଖେଳର ସୁବିଧା, ଏଭଳି ଅନେକ ପ୍ରକଳ୍ପ ସାମିଲ ହୋଇଛି । ଆଜି ଏଠାରେ ଆଇଆଇଟି, ବିଏଚୟୁରେ ‘ମେସିନ ଟୁଲ ଡିଜାଇନର ଉତ୍କର୍ଷ କେନ୍ଦ୍ର’(‘Centre of Excellence on Machine Tools Design’)ର ମଧ୍ୟ ଶିଳାନ୍ୟାସ ହୋଇଛି। ଅର୍ଥାତ ବନାରସକୁ ଆଉ ଏକ ବିଶ୍ୱସ୍ତରୀୟ ସଂସ୍ଥାନ ମିଳିବାକୁ ଯାଉଛି। ଏହି ସମସ୍ତ ପ୍ରକଳ୍ପ ଗୁଡିକ ପାଇଁ ବନାରସର ଲୋକମାନଙ୍କୁ, ପୂର୍ବାଞ୍ଚଳର ଲୋକମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ତର ପ୍ରଦେଶର ବାରଣାସୀରେ ୧୭୮ଠ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ
March 24th, 01:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୦୩-୨୦୨୩) ବାରଣାସୀ ଠାରେ ୧୭୮ଠ କୋଟି ଟଙ୍କାରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବାରଣାସୀ ଛାଉଣୀ ଷ୍ଟେସନରୁ ଗୋଡ଼ୱାଲିଆ ପର୍ଯ୍ୟନ୍ତ ରୋପ ୱେ’ର ଶିଳାନ୍ୟାସ, ନମାମି ଗଙ୍ଗା ଯୋଜନା ଅଧିନରେ ଗୋଟିଏ ୫୫ ଏମଏଲଡି ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ସିଗ୍ରା ଷ୍ଟାଡିୟମର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପୁନର୍ବିକାଶ କାର୍ଯ୍ୟ, ଇଶରୱାର ଗ୍ରାମରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ, ସେବା ପୁରୀ ଠାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ ଲିମିଟେଡ ଦ୍ୱାରା ଏହା ନିର୍ମିତ ହେବ । ବରଥରା ଗ୍ରାମରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲୁଗା ବଦଳିବା ପ୍ରକୋଷ୍ଠ ସହ ଭାସମାନ ଜେଟି ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ଜଳ ଜୀବନ ମିଶନ ଅଧୀନରେ ୧୯ଟି ପାନୀୟଜଳ ଯୋଜନା ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ୬୩ଟି ଗ୍ରାମପଞ୍ଚାୟତରେ ତିନି ଲକ୍ଷରୁ ଊଦ୍ଧ୍ୱର୍ ଜନସାଧାରଣ ଉପକୃତ ହେବ । ଏହି ଅଭିଯାନ ଅଧୀନରେ ସେ ମଧ୍ୟ ୫୯ଟି ପାନୀୟ ଜଳ ଯୋଜନା ପାଇଁ ଶିଳାନ୍ୟାସ କରିଛନ୍ତି । ସେ ମଧ୍ୟ କାରଖିୟାଁ ଠାରେ ଗ୍ରେଡିଂ ପାଇଁ ସମନ୍ୱିତ ପ୍ୟାକ ହାଉସର ଲୋକାର୍ପଣ କରୁଛନ୍ତି । ଏହା ଫଳ ଓ ପନିପରିବା ବାଛିବା ଓ ପ୍ରକ୍ରିୟାକରଣ କରିବ । ସେ ମଧ୍ୟ ବାରଣାସୀ ସ୍ମାର୍ଟସିଟି ଅଧୀନରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଥିଲେ ।