କଳାକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପେପର-କ୍ଳୋଥରେ ନିର୍ମିତ ସରକାରୀ ଯୋଜନାଗୁଡିକର ବିବରଣୀର କଳାକୃତି ଉପହାର ଦେଇଛନ୍ତି

January 03rd, 06:01 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀ ରୂପ ନାରାୟଣ ସିଂହ ନାମକ ଜଣେ କଳାକାର 100 ମିଟର ପେପର-କ୍ଳୋଥରେ ନିର୍ମିତ ସରକାରୀ ଯୋଜନାଗୁଡିକର ବିବରଣୀର କଳାକୃତି ଉପହାର ଦେଇଛନ୍ତି ।