Congress wants to push Assam back into instability and infiltration: PM Modi in Guwahati
February 14th, 03:00 pm
PM Modi addressed a massive public rally in Guwahati, where he said the recent Union Budget has further strengthened the vision of the BJP-NDA for the development of Assam and the North East. Calling the North East “Ashtalakshmi,” he said the region was ignored for decades by Congress but is now being served with dedication.PM Modi addresses a grand public rally in Guwahati, Assam
February 14th, 02:30 pm
PM Modi addressed a massive public rally in Guwahati, where he said the recent Union Budget has further strengthened the vision of the BJP-NDA for the development of Assam and the North East. Calling the North East “Ashtalakshmi,” he said the region was ignored for decades by Congress but is now being served with dedication.ଆମର ସଭ୍ୟତା ,ସଂସ୍କୃତି ଏବଂ ଭାଷାଗୁଡ଼ିକ ସାରା ବିଶ୍ୱରେ ଅନେକତାରେ ଏକତାର ସନ୍ଦେଶ ଦେଉଛି : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
November 24th, 11:30 am
ଆପଣମାନେ ଜାଣନ୍ତି ନା? ନଭେମ୍ବର ମାସ ଚତୁର୍ଥ ରବିବାରକୁ ପ୍ରତିବର୍ଷ ‘ଏନସିସି ଦିବସ’ ରୂପେ ପାଳନ କରାଯାଇଥାଏ । ସାଧାରଣତଃ ଆମର ଯୁବପିଢ଼ିଙ୍କୁ ‘ଫ୍ରେଣ୍ଡସିପ ଡେ’ ଭଲଭାବେ ମନେଥାଏ, କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ‘ଏନସିସି ଦିବସ’ ମଧ୍ୟ ସେତିକି ମନେଥାଏ । ତେବେ ଆସନ୍ତୁ, ଆଜି ‘ଏନସିସି ଦିବସ’ ବିଷୟରେ କିଛି କଥା ହେବା । ମୋତେ ମଧ୍ୟ କିଛି ସ୍ମୃତିକୁ ସତେଜ କରିବାର ସୁଯୋଗ ମିଳିଯିବ । ସର୍ବପ୍ରଥମେ ମୁଁ ଏନସିସିର ସମସ୍ତ ପୂର୍ବତନ ଏବଂ ବର୍ତ୍ତମାନର କ୍ୟାଡେଟମାନଙ୍କୁ ‘ଏନସିସି ଦିବସ’ର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । କାରଣ ମୁଁ ବି ଆପଣମାନଙ୍କ ଭଳି କ୍ୟାଡେଟ୍ ଥିଲି ଏବଂ ମନରେ ଆଜି ବି ନିଜକୁ କ୍ୟାଡେଟ୍ ବୋଲି ଗ୍ରହଣ କରେ । ଏକଥା ତ ଆମେ ସମସ୍ତେ ଜାଣିଛୁ ଯେ ଏନସିସି ଅର୍ଥାତ୍ ନ୍ୟାସନାଲ କ୍ୟାଡେଟ କ୍ରପ୍ସ ।ଏକ ସମୃଦ୍ଧଶୀଳ ଭାରତ ଲାଗି ସମୃଦ୍ଧ ଉତ୍ତରପୂର୍ବ
June 12th, 02:49 pm
ଉତ୍ତରପୂର୍ବ ଭାରତର 'ଅଷ୍ଟ ଲକ୍ଷ୍ମୀ' । ସଂଯୋଗୀକରଣ ବଢାଇବା ପାଇଁ ରେଳପଥ ,ରାଜପଥ ,ଆକାଶ ପଥ ,ଜଳପଥ ଏବଂ ଆଇ -ପଥ ହେଉଛି 'ପଞ୍ଚ ତତ୍ତ୍ୱ ' । ସରକାର ଏହି ପାଞ୍ଚ ତତ୍ତ୍ୱ ମାଧ୍ୟମରେ ଉତ୍ତରପୂର୍ବ ଲୋକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ କାମ କରୁଛନ୍ତି ।Infrastructure is extremely important for development: PM Modi
May 26th, 12:26 pm
PM Narendra Modi inaugurated India’s longest bridge – the 9.15 km long Dhola-Sadiya Bridge built over River Brahmaputra in Assam. The Prime Minister said that infrastructure was extremely important for development. He added that the bridge would enhance connectivity between Assam and Arunachal Pradesh, and open the door for economic development on a big scale.ଆସାମରେ ଦେଶର ଦୀର୍ଘତମ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
May 26th, 12:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମରେ ଆଜି ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ 9.15 କିଲୋମିଟର ଦୀର୍ଘର ଢୋଲା-ସାଦିଆ ସେତୁକୁ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଶପଥ ଓ ଦାୟିତ୍ଵ ଗ୍ରହଣ କରିବାର 3 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହା ଥିଲା ଶ୍ରୀ ମୋଦୀଙ୍କର ପ୍ରଥମ ଆନୁଷ୍ଠାନିକ କାର୍ଯ୍ୟକ୍ରମ ।ନବନିର୍ମିତ ଢୋଲା-ସାଦିଆ ସେତୁ ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଯାତାୟାତ ସମୟକୁ ଅନେକାଂଶରେ ହ୍ରାସ କରିବ ଏବଂ ସଡକ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ।