From waste to wealth: PM Modi showcases Surat’s green development model
June 05th, 04:30 pm
At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.PM Modi inaugurates, dedicates to the nation and lays the foundation stone of multiple development projects worth over ₹18,800 crore in Surat, Gujarat
June 05th, 04:16 pm
At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 28th, 12:15 pm
ଉଦଘାଟନ ହୋଇଗଲା ? ଉଦଘାଟନ ହୋଇଗଲା ? ନା, ଏବେ ଅଧା କାମ ହୋଇଛି। ମୁଁ କେବଳ ସେହି ପରଦା ହଟାଇଛି, କିନ୍ତୁ ଆଜି ମୁଁ ଚାହୁଁଛି ଯେ ଏହି ବିମାନବନ୍ଦରର ଉଦଘାଟନ ଅବସରରେ ଏଠାରେ ଯିଏ କେହି ଉପସ୍ଥିତ ଅଛନ୍ତି , ଆପଣମାନେ ସମସ୍ତେ ଏହା କରନ୍ତୁ , ଏବଂ ସେଥିପାଇଁ ଆପଣ ଆପଣଙ୍କର ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ମୋବାଇଲ୍ ଫୋନ୍ର ଫ୍ଲାସ୍ ଲାଇଟ୍କୁ ଅନ୍ କରନ୍ତୁ ଏବଂ ଭାବନ୍ତୁ ଆପଣ ଏହାର ଉଦ୍ଘାଟନ କରୁଛନ୍ତି । ଆପଣ ଦୀପ ଜାଳି ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି , ଆଜି ଏହି ବିମାନବନ୍ଦରର ଉଦଘାଟନ କରୁଛନ୍ତି। ଏହା ଆପଣଙ୍କର ସମ୍ପତ୍ତି, ଏହା ଆପଣଙ୍କର ଭବିଷ୍ୟତ, ଏହା ଆପଣଙ୍କର କଠିନ ପରିଶ୍ରମ ଏବଂ ସେଥିପାଇଁ ଏହାର ଉଦଘାଟନ ମଧ୍ୟ ଆପଣମାନଙ୍କ ହାତରେ କରାଯାଉଛି , ଆପଣ ଆପଣଙ୍କର ଭାରତ ମାତାର ଜୟ କହି, ହାତ ଉଠାଇ, ସମ୍ପୂର୍ଣ୍ଣ ଟର୍ଚ୍ଚଲାଇଟ୍ ଦେଖାନ୍ତୁ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଅନେକ - ଅନେକ ଧନ୍ୟବାଦ। ଏବେ ଉଦଘାଟନ ହୋଇଗଲା ।୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 28th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଜିଓ୍ବାରଠାରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗର୍ବ ଓ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିକଶିତ ଉତ୍ତରପ୍ରଦେଶ ଓ ବିକଶିତ ଭାରତ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଭାରତର ବୃହତ୍ତମ ରାଜ୍ୟ ଏବେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପାଲଟିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସେ ଦୁଇଗୁଣ ଆନନ୍ଦ ଅନୁଭବ କରୁଛନ୍ତି, ପ୍ରଥମତଃ ସେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ଏବେ ଉଦ୍ଘାଟନ ମଧ୍ୟ କରିଛନ୍ତି ଓ ଦ୍ବିତୀୟତଃ ଏହି ବିମାନବନ୍ଦରର ନାମ ଉତ୍ତରପ୍ରଦେଶ ସହିତ ସଂପର୍କିତ ରହିଛି। “ଏହି ରାଜ୍ୟ ମୋତେ ନିଜର ପ୍ରତିନିଧି ଭାବେ ସଂସଦକୁ ପଠାଇଥିଲା ଓ ଏହାର ନାମ ଏବେ ଏହି ଭବ୍ୟ ବିମାନବନ୍ଦର ସହ ଯୋଡ଼ି ହୋଇଛି।We have made technology a key tool to impart new strength, speed and scale to the country: PM Modi
May 27th, 03:45 pm
PM Modi inaugurated India's biggest Drone Festival - Bharat Drone Mahotsav 2022 in New Delhi. Addressing the gathering, the Prime Minister conveyed his fascination and interest in the drone sector and said that he was deeply impressed by the drone exhibition and the spirit of the entrepreneurs and innovation in the sector.PM inaugurates India's biggest Drone Festival - Bharat Drone Mahotsav 2022
May 27th, 11:21 am
PM Modi inaugurated India's biggest Drone Festival - Bharat Drone Mahotsav 2022 in New Delhi. Addressing the gathering, the Prime Minister conveyed his fascination and interest in the drone sector and said that he was deeply impressed by the drone exhibition and the spirit of the entrepreneurs and innovation in the sector.India will overcome the COVID-19 pandemic & the nation will turn this crisis into an opportunity: PM
June 18th, 10:24 am
PM Modi launched auction process of 41 coal blocks for commercial mining. He said that the move was aimed at achieving self-sufficiency in meeting energy needs and strengthening the country's industrial development. PM Modi remarked, This auction process for commercial coal mines is a win-win situation for all stakeholders.PM Modi launches auction process of 41 coal blocks for commercial mining
June 18th, 10:23 am
PM Modi launched auction process of 41 coal blocks for commercial mining. He said that the move was aimed at achieving self-sufficiency in meeting energy needs and strengthening the country's industrial development. PM Modi remarked, This auction process for commercial coal mines is a win-win situation for all stakeholders.‘ହିନ୍ଦୁସ୍ତାନ ଟାଇମ୍ସ’ ଲିଡରସିପ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 06th, 10:14 am
ମୁଁ ତାଙ୍କୁ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଉଛି, ପ୍ରଣାମ କରୁଛି ଏବଂ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ବାବା ସାହେବ ଯେଉଁ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ, ତାକୁ ସାକାର କରିବାର ଶକ୍ତି ଦିଅନ୍ତୁ, ଆମକୁ ସମର୍ଥ କରାନ୍ତୁ ।ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 06th, 10:00 am
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେକୌଣସି ସମାଜ, ଦେଶର ବିକାଶ ଲାଗି ବାର୍ତ୍ତାଳାପ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ବାର୍ତ୍ତାଳାପ ଉନ୍ନତ ଭବିଷ୍ୟତର ମୂଳଦୁଆ ରଖିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ‘ସବକା ସାଥ ସବକା ବିକାଶ ସବକା ବିଶ୍ୱାସ’ ମନ୍ତ୍ରକୁ ନେଇ ବର୍ତ୍ତମାନର ଆହ୍ୱାନ ଓ ସମସ୍ୟାର ମୁକାବିଲା ଲାଗି କାର୍ଯ୍ୟ କରୁଛି ।ଶକ୍ତି ସାମାଜିକ-ଅର୍ଥନୈତିକ ପ୍ରଗତିର ପ୍ରମୁଖ ବାହକ: ପେଟ୍ରୋଟେକ 2019ରେ ପ୍ରଧାନମନ୍ତ୍ରୀ
February 11th, 10:25 am
ଆମେ ଶକ୍ତି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ସମ୍ବନ୍ଧରେ ଆଲୋଚନା ଲାଗି ପେଟ୍ରୋଟେକ ଗତ ଶତାଦ୍ଦୀର ଏକ ଚତୁର୍ଥାଂଶରୁ ଅଧିକ ସମୟ ଧରି ଏକ ଭିତ୍ତିଭୂମି ଭାବେ ସେବା ପ୍ରଦାନ କରିଛି ।ପେଟ୍ରୋଟେକ- 2019 ଉଦ୍ଘାଟିତ, ପ୍ରଧାନମନ୍ତ୍ରୀ କହିଲେ ଶକ୍ତି ସାମାଜିକ- ଆର୍ଥିକ ବିକାଶର ବାହକ;
February 11th, 10:24 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଫ୍ଲାଗସିପ୍ ହାଇଡ଼୍ରୋକାର୍ବନ ସମ୍ମିଳନୀ ପେଟ୍ରୋଟେକ୍ – 2019କୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ାଠାରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ।ନୂଆଦିଲ୍ଲୀରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
September 20th, 04:48 pm
ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀମାନ ସୁରେଶ ପ୍ରଭୁ ମହାଶୟ, ଶ୍ରୀମାନ ହରଦୀପ ସିଂହ ପୁରୀ ମହାଶୟ, ଶ୍ରୀମାନ ସି.ଆର ଚୌଧୁରୀ ମହାଶୟ, ଡିଆଇପିପି ସଚିବ ଶ୍ରୀ ରମେଶ ଅଭିଷେକ ମହାଶୟ, ଏଠାରେ ଉପସ୍ଥିତ ଉଦ୍ୟୋଗ ଏବଂ ବ୍ୟାପାର ଜଗତ ସହିତ ଜଡିତ ମୋର ସମସ୍ତ ଭାଇ ଓ ଭଉଣୀମାନେ ।ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
September 20th, 04:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ର(ଆଇଆଇସିସି) ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ବିଜ୍ଞାନ ଭବନରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମୂହର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 09th, 09:57 pm
ଭାରୀ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରଣାଳୟରେ ମୋର ସାଥୀ ମନ୍ତ୍ରୀ ଶ୍ରୀମାନ ଅନନ୍ତ ଗିତେ ମହୋଦୟ, ରାଷ୍ଟ୍ରମନ୍ତ୍ରୀ ଶ୍ରୀମାନ ବାବୁଲ ସୁପ୍ରିୟୋ, ମୋର ସହଯୋଗୀ ଶ୍ରୀମାନ ପି.କେ ମିଶ୍ର, ଶ୍ରୀ ପି.କେ ସିହ୍ନା, ସାରା ଦେଶରୁ ଆସିଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମୂହର ବରିଷ୍ଠ ଅଧିକାରୀଗଣ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ ।କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 09th, 07:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ସମୂହର ସମ୍ମେଳନରେ ଯୋଗ ଦେଇଥିଲେ ।ଇକୋନୋମିକ୍ସ ଟାଇମ୍ସ : ବିଶ୍ଵବ୍ୟାପାର ଶିଖର ସମ୍ମିଳନୀ 2018ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 23rd, 09:57 pm
ନବ୍ୟ ଭାରତର ସଂକଳ୍ପର ଏହି ବହୁତ ମହତ୍ୱପୂର୍ଣ୍ଣ ସମୟରେ ଆପଣ ସମସ୍ତେ ନୂଆ ଅର୍ଥବ୍ୟବସ୍ଥା-ନୂଆ ଶାସନ ଉପରେ ବିଚାରବିମର୍ଶ କରିବା ପାଇଁ ଏକଜୁଟ ହୋଇଛନ୍ତି । ପ୍ରଶ୍ନ ଉଠିଛି, ଏଥିରେ ନୂଆ କ’ଣ ଅଛି? ଇକୋନୋମିକ୍ସ ଟାଇମ୍ସ ମଧ୍ୟ ଦୈନିକ ଛପା ହୋଇଥାଏ, ପେପର କ୍ୱାଲିଟି ସବୁଦିନେ ସେୟା ରହିଥାଏ, ପ୍ରିଣ୍ଟିଙ୍ଗ ଗୁଣବତ୍ତା ବି ସେୟା ରହେ । ବ୍ୟାନରରେ ଆପଣମାନେ ଯେଉଁ ସମ୍ବାଦପତ୍ରର ନାଁ ଲେଖନ୍ତି, ତା’ର ଅକ୍ଷର ଓ ଷ୍ଟାଇଲ ମଧ୍ୟ ସେୟା ରହିଥାଏ । ତଥାପି ଆମେ କହିଥାଉ କି ସବୁଦିନେ ନୂଆ ସମ୍ବାଦପତ୍ର ବାହାରୁଛି । ଫରକ ହେଉଛି ସମ୍ବାଦପତ୍ରର ପ୍ରସଙ୍ଗର ଓ ସେହି ପ୍ରସଙ୍ଗ ଆଧାରରେ ଆପଣମାନେ କହିଥାନ୍ତି କି ଏ ସଦ୍ୟ ଖବର, ନୂଆ ଖବର ଇତ୍ୟାଦି ।ଇକୋନୋମିକ ଟାଇମ୍ସ ବିଶ୍ୱ ବ୍ୟାପାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 23rd, 09:52 pm
ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇକୋନୋମିକ ଟାଇମ୍ସ ବିଶ୍ୱ ବ୍ୟାପାର ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି । “ନୂତନ ଅର୍ଥବ୍ୟବସ୍ଥା-ନୂତନ ନିୟମ” ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା ।PM Modi addresses Public Meeting in Surat, Gujarat
December 07th, 04:30 pm
Addressing a public meeting in Surat, Prime Minister Narendra Modi hit out at the Congress for their mis-governance in the country for over fifty years. Shri Narendra Modi stated that the BJP’s only agenda was development.ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 2, 2017
September 02nd, 07:15 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।