India - Republic of Korea Joint Statement on Cooperation in the field of Sustainability

April 20th, 10:55 pm

India and the Republic of Korea have agreed to strengthen bilateral cooperation to address global sustainability challenges and reaffirmed their commitment to fulfill the 2030 Agenda for Sustainable Development. They expressed confidence that the expanded cooperation outlined in the joint statement will contribute to the development of innovative and scalable solutions that can support sustainable development in the Indo-Pacific region and beyond.

Joint Strategic Vision for India-ROK Special Strategic Partnership

April 20th, 10:53 pm

President of the Republic of Korea Lee Jae Myung is on a State Visit to India from 19 – 21 April, 2026. During his visit, he held bilateral talks with Prime Minister Narendra Modi. Joint Strategic Vision for implementing and adding further momentum to the India-ROK Special Strategic Partnership in the next five years (2026-2030) was also announced.

ଫଳାଫଳ ତାଲିକା: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

April 20th, 03:57 pm

ଭାରତ- ଦକ୍ଷିଣ କୋରିଆ ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ପାଇଁ ମିଳିତ ରଣନୈତିକ ଦୃଷ୍ଟିକୋଣ

Delegation of Special Envoys from the Republic of Korea meets Prime Minister

July 17th, 06:40 pm

A delegation of Special Envoys from the Republic of Korea (ROK), led by Mr. Kim Boo Kyum, met the Prime Minister, Shri Narendra Modi in New Delhi today.

ଜି-୭ ବୈଠକ ପରିପ୍ରେକ୍ଷୀରେ କୋରିଆ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ

June 18th, 03:17 pm

ମଙ୍ଗଳବାର ଦିନ କାନାଡର କାନନାସକିସରେ ଅନୁଷ୍ଠିତ ହୋଇଥିବା ଜି-୭ ବୈଠକ ପରିପ୍ରେକ୍ଷୀରେ କୋରିଆ ରିପ୍ଲବିକ ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । କୋରିଆ ମୁଖ୍ୟ ଲି ଜାଏ ମୟୁଙ୍ଗ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମୋଦୀ ଆଲୋଚନା କରିଛନ୍ତି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ଗ୍ରୀନ ହାଇଡ୍ରୋଜେନ, ଜାହାଜ ନିର୍ମାଣ ପରି ବିଭିନ୍ନ କ୍ଷେତ୍ରରେ ଉଭୟ କୋରିଆ ଓ ଭାରତ ମିଳିତ ଭାବେ କାମ କରିବେ ବୋଲି କୁହାଯାଇଛି । ସୋସିଆଲ ଗଣମାଧ୍ୟମ ଏକ୍ସରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କାନାଡାରେ କୋରିଆ ମୁଖ୍ୟ ଲି ମୟୁଙ୍ଗଙ୍କ ସହ ତାଙ୍କର ଭଲ କଥାବାର୍ତା ହୋଇଛି । ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କୋରିଆ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

May 20th, 12:06 pm

ଉଭୟ ନେତା ଭାରତ- କୋରିଆ ଗଣରାଜ୍ୟର ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀର ପ୍ରଗତି ସମୀକ୍ଷା କରିବା ସହ ବିଶେଷ କରି ବାଣିଜ୍ୟ ଓ ନିବେଶ, ଉଚ୍ଚ ପ୍ରଯୁକ୍ତି, ଆଇଟି ହାର୍ଡୱେର ଉତ୍ପାଦନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର୍ସ ଓ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ମଜବୁତ କରିବାର ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଭାରତରେ ଅବସ୍ଥିତ କୋରିଆ ଦୂତାବାସ ଆରଆରଆର ଚଳଚ୍ଚିତ୍ରର ନାଟୁ ନାଟୁ ନୃତ୍ୟକୁ ସେୟାର କରିଛି

February 26th, 11:09 am

ଭାରତରେ ଥିବା କୋରିଆ ଦୂତାବାସ ଆରଆରଆର ଚଳଚ୍ଚିତ୍ରରୁ ନାଟୁ ନାଟୁ ନୃତ୍ୟ ସେୟାର କରିଛନ୍ତି େ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଜୀବନ୍ତ ଏବଂ ଆକର୍ଷଣୀୟ ଦଳଗତ ଉଦ୍ୟମ ବୋଲି କହିଛନ୍ତି ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ ଅବସରରେ ୟୁନ ସୁକ-ୟୋଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

May 10th, 12:52 pm

ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମହାମହିମ ୟୁନ ସୁକ-ୟୋଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି ।

କୋରିଆର ନିର୍ବାଚିତ ରାଷ୍ଟ୍ରପତି ମାନ୍ୟବର ୟୋନ୍ ସୁକ୍-ୟୋଲଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନରେ କଥା ହୋଇଛନ୍ତି ।

March 17th, 02:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆର ନିର୍ବାଚିତ ରାଷ୍ଟ୍ରପତି ମାନ୍ୟବର ୟୋନ୍ ସୁକ୍-ୟୋଲଙ୍କ ସହ ଫୋନରେ କଥା ହୋଇଥିଲେ।