Prime Minister condoles the loss of lives in an accident in Nuh, Haryana
April 26th, 07:28 pm
Prime Minister, Shri Narendra Modi, today condoled the loss of lives in an accident in Nuh, Haryana. The state government is making every possible effort for relief and rescue, Shri Modi said.କେରଳର ୱାୟନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 10th, 07:40 pm
ସମ୍ମାନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ରାଜ୍ୟପାଳ ଶ୍ରୀ, କେନ୍ଦ୍ର ସରକାରରେ ମୋର ସାଥୀ ମନ୍ତ୍ରୀ ଏବଂ ଏହି ମାଟିର ସନ୍ତାନ ସୁରେଶ ଗୋପୀ ମହୋଦୟ! ଯେବେଠାରୁ ମୁଁ ଏହି ବିପର୍ଯ୍ୟୟ ବିଷୟରେ ଶୁଣିଛି, ସେହିଦିନ ଠାରୁ ମୁଁ ନିରନ୍ତର ଭାବେ ଯୋଗାଯୋଗରେ ଅଛି । ମୁଁ ପ୍ରତ୍ୟେକ ମଧ୍ୟ ମୁହୂର୍ତ୍ତର ଖବର ନେଉଛି ଏବଂ କେନ୍ଦ୍ର ସରକାରଙ୍କ ଯେଉଁ ସମସ୍ତ ସମସ୍ତ ଅଛି ଏହି ପରିସ୍ଥିତିରେ ଯାହା ବି ସହାୟତା ହୋଇପାରିବ, ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ ଆମେ ସମସ୍ତେ ମିଶି ଏହି ଭୟଙ୍କର ବିପର୍ଯ୍ୟୟରେ ଆମର ପରିବାରଗଣଙ୍କ ଏହି ସମସ୍ୟାରେ ଘେରି ହୋଇ ରହିଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ଉଚିତ୍ ।ୱାୟନାଡରେ ଭୂସ୍ଖଳନ ପ୍ରଭାବିତଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ, ରିଲିଫ କାର୍ଯ୍ୟରେ ସହାୟତା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଛି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 10th, 07:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୱାୟନାଡରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଆମର ପ୍ରାର୍ଥନା ରହିଛି ଏବଂ ରିଲିଫ ପ୍ରୟାସରେ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ସରକାର ପ୍ରତ୍ୟେକ ସହାୟତା ଓ ରିଲିଫ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ସହ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି କେରଳର ୱାୟନାଡରେ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ।