ଏସିଆନ୍ ପାରା ଗେମ୍ସରେ ରୌପ୍ୟ ପଦକ ଜିତିଥିବା ଆଥଲେଟ୍ ରବି ରୋଙ୍ଗାଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 24th, 09:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସର ପୁରୁଷ ସଟପୁଟ୍ ଏଫ୍ ୪୦ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସଟ୍ ପୁଟ୍ ଆଥଲେଟ୍ ରବି ରୋଙ୍ଗାଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।