Prime Minister lauds designation of Jai Prakash Narayan Bird Sanctuary as India's 100th Ramsar site

June 05th, 11:58 am

Prime Minister Shri Narendra Modi today expressed great happiness over India achieving a century of Ramsar sites, following the designation of the Jai Prakash Narayan Bird Sanctuary (Surha Tal) in Ballia, Uttar Pradesh, as the nation's 100th Ramsar site.

ପାଟନା ପକ୍ଷୀ ଅଭୟାରଣ୍ୟ ଏବଂ ଛାରୀ-ଧାଣ୍ଡରେ ନୂତନ ରାମସର ସ୍ଥଳଗୁଡ଼ିକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ

January 31st, 10:52 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଟାହ (ଉତ୍ତର ପ୍ରଦେଶ)ରେ ଥିବା ପାଟନା ପକ୍ଷୀ ଅଭୟାରଣ୍ୟ ଏବଂ କଚ୍ଛ (ଗୁଜରାଟ)ରେ ଥିବା ଛାରୀ-ଧାଣ୍ଡକୁ ରାମସର ତାଲିକାରେ ସାମିଲ ହେବାକୁ ସ୍ୱାଗତ କରିଛନ୍ତି। ସ୍ଥାନୀୟ ଜନସାଧାରଣ ଏବଂ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଆଗ୍ରହୀ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ସ୍ୱୀକୃତି ଜୈବିବିଧତାର ସଂରକ୍ଷଣ ଏବଂ ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାର ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଥାଏ।

ଭାରତର ଆର୍ଦ୍ରଭୂମି ସୁରକ୍ଷାରେ ବିହାରର ଦୁଇ ନୂତନ ରାମସାର ସାଇଟ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ

September 27th, 06:00 pm

ରାମସାର ସାଇଟ ତାଲିକାରେ ବିହାରର ଦୁଇଟି ନୂତନ ସ୍ଥାନ - ବକ୍ସର ଜିଲ୍ଲାର ଗୋକୁଳ ଜଳାଶୟ (୪୪୮ ହେକ୍ଟର) ଓ ପଶ୍ଚିମ ଚମ୍ପାରଣ ଜିଲ୍ଲାର ଉଦୟପୁର ହ୍ରଦ (୩୧୯ ହେକ୍ଟର)କୁ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏହା ଭାରତର ପର୍ଯ୍ୟାବରଣ ସଂରକ୍ଷଣ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି ।