ଶ୍ରୀ ରାମ ସ୍ୱରୂପ ଶର୍ମାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

March 17th, 01:15 pm

ଶ୍ରୀ ରାମ ସ୍ୱରୂପ ଶର୍ମାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।