ପ୍ରଧାନମନ୍ତ୍ରୀ ବିଶ୍ୱ ଚଳଚ୍ଚିତ୍ର ଜଗତରେ ଗୌରବାନ୍ୱିତ ୫୦ ବର୍ଷ ପୂରଣ କରିଥିବାରୁ ଥିରୁ ରଜନୀକାନ୍ତ ଜୀଙ୍କୁ ଅଭିନନ୍ଦନ ଜଣାଇଲେ

August 15th, 09:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ଚଳଚ୍ଚିତ୍ର ଜଗତରେ ଗୌରବାନ୍ୱିତ ୫୦ ବର୍ଷ ପୂରଣ କରିଥିବାରୁ ଥିରୁ ରଜନୀକାନ୍ତ ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଦାଦାସାହେବ ଫାଲକେ ପୁରସ୍କାର ପାଇଁ ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

April 01st, 11:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିବା ଶ୍ରୀ ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।