ବିଶିଷ୍ଟ ସାହିତ୍ୟିକ ଡକ୍ଟର ରଜତ କୁମାର କରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

May 08th, 10:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ସାହିତ୍ୟିକ ଡକ୍ଟର ରଜତ କୁମାର କରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।