PM extends greetings on Rajasthan Day

March 30th, 11:46 am

The Prime Minister, Shri Narendra Modi extended warm wishes to the people of Rajasthan on the occasion of Rajasthan Day today. He expressed hope that the state will continue to thrive and make invaluable contributions to India's journey toward excellence.

ରାଜସ୍ଥାନ ଦିବସ ଅବସରରେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

March 30th, 09:43 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଜସ୍ଥାନ ଦିବସ ଅବସରରେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହି ସମୃଦ୍ଧ ଐତିହ୍ୟ ସମ୍ପନ୍ନ ରାଜ୍ୟର ସର୍ବାଙ୍ଗୀନ ବିକାଶ କାମନା କରିଛନ୍ତି ।

ରାଜସ୍ଥାନ ଦିବସରେ ରାଜସ୍ଥାନର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

March 30th, 09:24 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ଦିବସରେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Prime Minister Greets People of Rajasthan on its State Day

March 30th, 11:40 am

Prime Minister has greeted people of Rajasthan on its State Day.

ରାଜସ୍ଥାନ ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

March 30th, 11:42 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଦିବସ ଅବସରରେ ରାଜ୍ୟର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,''ରାଜସ୍ଥାନ ସାହାସୀକ ଲୋକମାନଙ୍କ ଭୂମି ।ସମୃଦ୍ଧ ଇତିହାସ ଏବଂ ପାରମ୍ପରିକ ସୌନ୍ଦର୍ଯ୍ୟର ଏହି ଭୂମିର ଲୋକମାନେ ଆମର ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ରାଜସ୍ଥାନ ଦିବସରେ ମୁଁ ରାଜସ୍ଥାନର ସମୃଦ୍ଧି କାମନା କରୁଛି ।

PM greets the people of Rajasthan, on Rajasthan Diwas

March 30th, 10:00 am