ସଶସ୍ତ୍ର ସୀମା ବଳର ପ୍ରତିଷ୍ଠା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 20th, 11:29 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ସୀମା ବଳର ପ୍ରତିଷ୍ଠା ଦିବସରେ ତାଙ୍କ ସହିତ ଜଡିତ ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଏସ୍ଏଫ୍ ପ୍ରତିଷ୍ଠା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 01st, 06:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଏସ୍ଏଫର ପ୍ରତିଷ୍ଠା ଦିବସ ଅବସରରେ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ, ବିଏସ୍ଏଫ୍ ଭାରତର ଅତୁଟ ସଂକଳ୍ପ ଏବଂ ସର୍ବୋଚ୍ଚ ପେସାଦାରତାର ପ୍ରତୀକ। ସେମାନେ ସବୁଠାରୁ ଆହ୍ୱାନପୂର୍ଣ୍ଣ କେତେକ ଅଞ୍ଚଳରେ ସେବା କରନ୍ତି। ସେମାନଙ୍କର ବୀରତ୍ୱ ସହିତ, ସେମାନଙ୍କର ମାନବିକତା ଭାବନା ମଧ୍ୟ ଅସାଧାରଣ , ଶ୍ରୀ ମୋଦୀ କହିଛନ୍ତି।

ପ୍ରତିଷ୍ଠା ଦିବସ ଅବସରରେ ସିଆରପିଏଫ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

July 27th, 09:40 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସିଆର୍‌ପିଏଫର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସିଆରପିଏଫ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସିଆର୍‌ପିଏଫ୍ କର୍ମଚାରୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ସେମାନଙ୍କର କର୍ତ୍ତବ୍ୟ, ସାହସ ଏବଂ ଦୃଢ଼ ପ୍ରତିବଦ୍ଧତା ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ପ୍ରତିଷ୍ଠା ଦିବସରେ ସିଆଇଏସ୍‌ଏଫ୍‌ର କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

March 10th, 06:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଆଇଏସ୍‌ଏଫ୍‌ର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ସିଆଇଏସ୍‌ଏଫ୍ ବାହିନୀ ଏହାର ବୃତ୍ତିଗତତା, ସମର୍ପଣ ଏବଂ ସାହସ ପାଇଁ ଉଚ୍ଚ ପ୍ରଶଂସିତ । ପ୍ରଧାନମନ୍ତ୍ରୀ କହିଛନ୍ତି, “ସେମାନେ ଅତ୍ୟାବଶ୍ୟକ ଭିତ୍ତିଭୂମିର ସୁରକ୍ଷା କରିବା ସହ ପ୍ରତିଦିନ ଅଗଣିତ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରି ଆମ ସୁରକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରନ୍ତି । କର୍ତ୍ତବ୍ୟ ପ୍ରତି ସେମାନଙ୍କର ଅଟଳ ପ୍ରତିବଦ୍ଧତା ପ୍ରକୃତରେ ପ୍ରଶଂସନୀୟ ।

ପ୍ରତିଷ୍ଠା ଦିବସ ଅବସରରେ ଆଦର୍ଶ ସେବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

February 01st, 09:30 am

ଆମର ବିସ୍ତୃତ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବାରେ ସାହସିକତା, ଉତ୍ସର୍ଗୀକୃତତା ଏବଂ ନିରନ୍ତର ସଚେତନତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ତଟରକ୍ଷୀ ବାହିନୀର ପ୍ରଶଂସା କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, ସାମୁଦ୍ରିକ ସୁରକ୍ଷାରୁ ଆରମ୍ଭ କରି ବିପର୍ଯ୍ୟୟ ମୁକାବିଲା ପର୍ଯ୍ୟନ୍ତ, ଚୋରା ଚାଲାଣ ବିରୋଧୀ କାର୍ଯ୍ୟରୁ ଆରମ୍ଭ କରି ପରିବେଶ ସୁରକ୍ଷା ପର୍ଯ୍ୟନ୍ତ, ଭାରତୀୟ ତଟରକ୍ଷୀ ବାହିନୀ ଆମ ସମୁଦ୍ରର ଜଣେ ଅଭେଦ୍ୟ ରକ୍ଷକ, ଯିଏ ଆମର ଜଳ ଏବଂ ଲୋକମାନଙ୍କର ସୁରକ୍ଷା ସୁନିଶ୍ଚିତ କରୁଛନ୍ତି ।

ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସର ପ୍ରତିଷ୍ଠା ଦିବସରେ ବାହାଦୂର ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ୍‌

January 19th, 05:18 pm

ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନଡିଆରଏଫ-ରାଷ୍ଟ୍ରୀୟ ଆପଦା ମୋଚନ ବଳ)ର ପ୍ରତିଷ୍ଠା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାର ଯବାନମାନଙ୍କୁ ସେମାନଙ୍କ ସାହସ, ସମର୍ପଣ ଏବଂ ନିଃସ୍ୱାର୍ଥ ସେବା ପାଇଁ ପ୍ରଶଂସା କରିବା ସହ ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

PM Modi greets the Border Security Force on their Raising Day

December 01st, 08:52 am

The Prime Minister Shri Narendra Modi today greeted the Border Security Force on their Raising Day. He lauded the BSF for standing as a critical line of defence, embodying courage, dedication and exceptional service.

ପ୍ରତିଷ୍ଠା ଦିବସରେ ସିଆରପିଏଫ ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

July 27th, 10:07 am

ସିଆରପିଏଫର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଆରପିଏଫ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ସେମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ଦେଶ ସେବା ବାସ୍ତବରେ ପ୍ରଶଂସନୀୟ ।

ତଟରକ୍ଷୀ କର୍ମୀଙ୍କୁ ତଟରକ୍ଷା ବାହିନୀର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 01st, 09:43 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ତଟରକ୍ଷୀ କର୍ମୀଙ୍କୁ ଭାରତୀୟ ତଟରକ୍ଷା ବାହିନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

December 01st, 10:16 am

‘ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ଆମେ ଏହି ଉତ୍କୃଷ୍ଟ ବଳର ପ୍ରଶଂସା କରୁଛୁ, ଯିଏ କି ଆମ ସୀମା ରକ୍ଷକ ଭାବେ ପରିଚୟ ସୃଷ୍ଟି କରିଛି । ଆମ ଦେଶର ରକ୍ଷାରେ ସେମାନଙ୍କ ବୀରତା ଏବଂ ଅତୁଟ ଭାବନା ସେମାନଙ୍କ ସମର୍ପଣର ପ୍ରମାଣ । ପ୍ରାକୃତିକ ବିପର୍ଯ୍ୟୟବେଳେ ଉଦ୍ଧାର ଏବଂ ରିଲିଫ୍ କାମରେ ବିଏସ୍‌ଏଫ୍‌ର ଭୂମିକାକୁ ମୁଁ ପ୍ରଶଂସା କରୁଛି ।’

ଆଇଟିବିପି ପ୍ରତିଷ୍ଠା ଦିବସରେ ଏହାର ଅଦମ୍ୟ ଏବଂ ବୀରତ୍ୱକୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ

October 24th, 08:58 am

ଆଇଟିବିପି ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଟିବିପି କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏନଏସଜି ପ୍ରତିଷ୍ଠା ଦିବସରେ ଏନଏସଜି କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

October 16th, 03:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ(ଏନଏସଜି)ର ପ୍ରତିଷ୍ଠା ଦିବସରେ ଏହାର କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ସିଆରପିଏଫ୍ ଯବାନଙ୍କୁ ଏହାର ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

July 27th, 06:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାହସୀ ସିଆରପିଏଫ୍ କର୍ମଚାରୀଙ୍କୁ ସିଆରପିଏଫ୍ ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆମ ଦେଶର ସୁରକ୍ଷାରେ ସେମାନଙ୍କ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ ।

୬୪ତମ ସ୍ଥାପନା ଦିବସ ଉପଲକ୍ଷେ ସୀମା ସଡ଼କ ସଙ୍ଗଠନ ପ୍ରୋଜେକ୍ଟ ଦନ୍ତକର କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

May 05th, 10:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୀମା ସଡ଼କ ସଙ୍ଗଠନ(ବିଆରଓ)ର ୬୪ତମ ସ୍ଥାପନା ଦିବସ ଉପଲକ୍ଷେ ପ୍ରୋଜେକ୍ଟ ଦନ୍ତକର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସ୍ଥାପନା ଦିବସ ଆୟୋଜନ କରିଥିବାରୁ ସିଆଇଏସଏଫକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

March 13th, 10:52 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସ୍ଥାପନା ଦିବସ ଆୟୋଜନ କରିଥିବାରୁ ସିଆଇଏସଏଫକୁ ପ୍ରଶଂସା କରିଛନ୍ତି ।

ସ୍ଥାପନା ଦିବସ ଅବସରରେ ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 01st, 09:21 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଥାପନା ଦିବସ ଅବସରରେ ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ଥାପନା ଦିବସ ଅବସରରେ ଏନଡିଆରଏଫକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

January 19th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ)କୁ ଏହାର ସ୍ଥାପନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ଥାପନା ଦିବସ ଅବସରରେ ବିଏସଏଫ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

December 01st, 09:07 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଏସଏଫ ସ୍ଥାପନା ଦିବସ ଅବସରରେ ବିଏସଏଫ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତର ସୁରକ୍ଷା ତଥା ନିଷ୍ଠାର ସହ ଦେଶସେବାରେ ବିଏସଏଫର ଅସାଧାରଣ ଟ୍ରାକ ରେକର୍ଡକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଭାରତୀୟ ତଟରକ୍ଷୀ ବାହିନୀକୁ ସେମାନଙ୍କର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

February 01st, 09:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ତଟରକ୍ଷୀ ବାହିନୀ ପରିବାରକୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ବିଏସ୍‌ଏଫ୍ କର୍ମଚାରୀଙ୍କୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି

December 01st, 10:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଏସଏଫର ପ୍ରତିଷ୍ଠା ଦିବସ ଅବସରରେ ବିଏସଏଫ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।