Prime Minister attends Raisina Dialogue 2026

March 05th, 08:31 pm

PM Modi today attended the Raisina Dialogue 2026 in New Delhi. In a post on X, the PM said he listened to the insightful address by Finland President Alexander Stubb, in which he covered a wide range of subjects.

ଫିନଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

March 05th, 11:55 am

ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଭାବରେ ରାଷ୍ଟ୍ରପତି ଷ୍ଟବ୍ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବାରୁ ମୁଁ ତାଙ୍କୁ ସ୍ୱାଗତ କରୁଛି। ରାଷ୍ଟ୍ରପତି ଷ୍ଟବ୍ କେବଳ ଜଣେ ପ୍ରସିଦ୍ଧ ବିଶ୍ୱ ନେତା ନୁହଁନ୍ତି ବରଂ ଜଣେ ସମ୍ମାନିତ ଚିନ୍ତାନାୟକ ଏବଂ ଲେଖକ ମଧ୍ୟ।

ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବଙ୍କ ଭାରତ ଗସ୍ତକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ

March 04th, 12:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଗସ୍ତରେ ଆସିଥିବା ଫିନଲ୍ୟାଣ୍ଡ ଗଣତନ୍ତ୍ରର ରାଷ୍ଟ୍ରପତି ଶ୍ରୀ ଆଲେକଜାଣ୍ଡାର ଷ୍ଟବଙ୍କୁ ସ୍ୱାଗତ କରିଛନ୍ତି।

ରାଇସିନା ଡାଇଲଗ ୨୦୨୫ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

March 17th, 10:29 pm

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇସିନା ଡାଇଲଗ ୨୦୨୫ରେ ଯୋଗ ଦେଇଛନ୍ତି ।

In Rugby terms, India and New Zealand are ready to 'Front up' and step up together for a strong and successful partnership: PM Modi

March 17th, 01:05 pm

PM Modi welcomed New Zealand's PM Christopher Luxon to India, emphasizing strong bilateral ties. They discussed defense, trade, renewable energy, and education. Both sides agreed to enhance security cooperation, boost mobility for skilled workers, and strengthen counterterrorism efforts. New Zealand joined the Indo-Pacific Ocean Initiative and CDRI. PM Modi called for a match-winning partnership for both nations.

ରାଇସିନା ଆଲୋଚନା ୨୦୨୨ ର ଉଦଘାଟନୀ ଅଧିବେଶନରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ

April 25th, 10:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇସିନା ଆଲୋଚନା ୨୦୨୨ ର ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ ଯେଉଁଠାରେ ୟୁରୋପୀୟ କମିଶନର ସଭାପତି ମାନ୍ୟବର ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲିଏନ୍ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ୟୁରୋପୀୟ ଉଚ୍ଚ ପ୍ରତିନିଧି (ଏଚଆରଭିପି) ଉପସଭାପତି ମହାମହୀମ ଯୋଶେପ ବୋରେଲ ଫ୍ରଣ୍ଟିଲେସ

January 17th, 09:13 pm

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୟୁରୋପୀୟ ଉଚ୍ଚ ପ୍ରତିନିଧି (HRVP) ଉପସଭାପତି ମହାମହୀମ ଯୋଶେପ ବୋରେଲ ଫ୍ରଣ୍ଟିଲେସ ସାକ୍ଷାତ କରିଛନ୍ତି । ମି. ବୋରେଲ ଜାନୁଆରୀ 16 ରୁ 18 ଭାରତ ଗସ୍ତରେ ଅଛନ୍ତି । ସେ ଗତ କାଲି ରାଇସିନା ଆଲୋଚନା 2020ରେ ଉଦଯାପନୀ ଅଭିଭାଷଣ ପ୍ରଦାନ କରିଛନ୍ତି । 1 ଡିସେମ୍ବର 2019ରେ ଏଚଆରଭିପିର ଦାୟିତ୍ୱ ଗ୍ରହଣ କରିବା ପରେ ୟୁରୋପୀୟ ୟୁନିଅନ ବାହାରକୁ ଏହା ତାଙ୍କର ପ୍ରଥମ ଗସ୍ତ ।

ରାଇସିନା ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମନ୍ତ୍ରୀସ୍ତରୀୟ ପ୍ରତିନିଧି ଦଳ

January 15th, 10:48 pm

ରାଇସିନା ଆଲୋଚନା ଅବସରରେ 12ଟି ରାଷ୍ଟ୍ରର ମନ୍ତ୍ରୀସ୍ତରୀୟ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ।

ସୋସିଆଲ ମିଡିଆ କର୍ଣ୍ଣର 17 ଜାନୁୟାରୀ 2017

January 17th, 08:03 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଦ୍ୱିତୀୟ ରାଇସିନା ବାର୍ତ୍ତାର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 17th, 06:06 pm

Prime Minister Narendra Modi addressed the second Raisina Dialogue where he shared his thoughts on the country’s international collaborations and relations with neighbouring countries. Talking about India’s role in the global economy, PM Modi said that the world needs India's sustained rise as much as India needs the world. Shri Modi said, “India as a nation prefers partnerships over polarizations.