ଥାଇଲ୍ୟାଣ୍ଡର ରାଜମାତା ରାଣୀ ସିରୀକିତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

October 26th, 03:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲ୍ୟାଣ୍ଡର ରାଜମାତା ରାଣୀ ସିରୀକିତଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ବାର୍ତ୍ତାରେ, ପ୍ରଧାନମନ୍ତ୍ରୀ ଜନସେବା ପ୍ରତି ମହାରାଣୀଙ୍କର ଜୀବନବ୍ୟାପୀ ସମର୍ପଣକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରବା ସହ ତାଙ୍କର ଐତିହ୍ୟ ସମଗ୍ର ବିଶ୍ୱର ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।