President & CEO of Qualcomm Inc. Meets Prime Minister

February 20th, 09:12 pm

In his meeting with Cristiano R. Amon, President & CEO of Qualcomm Inc, PM Modi highlighted India’s vibrant ecosystem of innovators and StartUps. They discussed how Qualcomm can work with Indian innovators and StartUps in AI and other futuristic areas of technology. They also discussed various opportunities to work closely in semiconductors and chip manufacturing.

ପ୍ରଧାନମନ୍ତ୍ରୀଙ୍କ ସହ କ୍ୱାଲକମ୍ ସିଇଓଙ୍କ ଆଲୋଚନା, ଏଆଇ ଓ ଦକ୍ଷତା ବିକାଶ ଉପରେ ଚର୍ଚ୍ଚା

October 11th, 02:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ବହୁରାଷ୍ଟ୍ରୀୟ ନିଗମ କ୍ୱାଲକମର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ କ୍ରିଷ୍ଟିୟାନୋ ଆର. ଅମୋନଙ୍କୁ ଭେଟି ଆଲୋଚନା କରିଛନ୍ତି । କୃତ୍ରିମ ବୁଦ୍ଧିମତା (ଏଆଇ), ନବାଚାର ଏବଂ କୌଶଳ ବିକାଶରେ ଭାରତର ପ୍ରଗତି ଉପରେ ଏହି ଅବସରରେ ଆଲୋଚନା କରିଥିଲେ ।

କ୍ୱାଲକମ୍ ର ସିଇଓ ଶ୍ରୀ କ୍ରିଷ୍ଟିଆନୋ ଆମୋନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

September 23rd, 07:51 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୱାଲକମର ସିଇଓ ଶ୍ରୀ କ୍ରିଷ୍ଟିଆନୋ ଆମୋନଙ୍କୁ ସାକ୍ଷାତ କରିଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀ ଶୀର୍ଷ ଆମେରିକୀୟ ସଂସ୍ଥାଗୁଡ଼ିକର ସିଇଓମାନଙ୍କ ସହ ବ୍ୟାପକ ବୈଠକ କରିଛନ୍ତି

September 23rd, 06:52 pm

ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚଜଣ ଅଗ୍ରଣୀ ଆମେରିକୀୟ ସିଇଓଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କ୍ୱାଲକମ୍, ଆଡୋବ, ଫାଷ୍ଟ ସୋଲାର, ଜେନେରାଲ ଅଟୋମିକ୍ସ ଏବଂ ବ୍ଲାକଷ୍ଟୋନର ସିଇଓମାନଙ୍କୁ ଭେଟିଥିଲେ ।