ଏୟାର ମାର୍ଶାଲ ପିଭି ଆୟାର (ଅବସରପ୍ରାପ୍ତ)ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 31st, 03:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଏୟାର ମାର୍ଶାଲ ପିଭି ଆୟାର (ଅବସରପ୍ରାପ୍ତ)ଙ୍କୁ ଭେଟି ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ତାଙ୍କ ପୁସ୍ତକର ଏକ ନକଲ ମଧ୍ୟ ଗ୍ରହଣ କରିଛନ୍ତି ।