ସେଚେଲ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ୍‌ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି

June 28th, 02:02 pm

ତାଙ୍କ ଦ୍ୱାରା “Guardian of the Blue Horizon” ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଏବଂ ୧୪୦ କୋଟି ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ମୁଁ ଏହି ସମ୍ମାନକୁ ନମ୍ରତାର ସହ ଗ୍ରହଣ କରି, ସେହି ସମସ୍ତ ଦେଶକୁ ସମର୍ପିତ କରୁଛି, ଯେଉଁମାନେ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ବିରୋଧରେ ଲଢୁଛନ୍ତି ଏବଂ ପରିବେଶ ସୁରକ୍ଷାକୁ ଆଗାମୀ ପିଢ଼ି ପ୍ରତି ନିଜର ଦାୟିତ୍ୱ ବୋଲି ମନେ କରୁଛନ୍ତି।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

June 23rd, 03:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ଅସାଧାରଣ ଅବଦାନକୁ ସ୍ମରଣ କରିଛନ୍ତି।

ନୂଆଦିଲ୍ଲୀରେ ରିପବ୍ଲିକ ସମିଟ୍ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 22nd, 10:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ରିପବ୍ଲିକ୍‌ ସମିଟ୍‌ ୨୦୨୬’ ସମ୍ବୋଧନ କରିଛନ୍ତି। ସମଗ୍ର ବିଶ୍ବ ଦ୍ରୁତ ଓ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଦେଖୁଥିବାବେଳେ ‘ମହାନ ଶକ୍ତି ଭାରତ: ରାଷ୍ଟ୍ର ପ୍ରଥମ’ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

‘ରିପବ୍ଲିକ୍‌ ସମିଟ୍‌ ୨୦୨୬’କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 22nd, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ରିପବ୍ଲିକ୍‌ ସମିଟ୍‌ ୨୦୨୬’ ସମ୍ବୋଧନ କରିଛନ୍ତି। ସମଗ୍ର ବିଶ୍ବ ଦ୍ରୁତ ଓ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଦେଖୁଥିବାବେଳେ ‘ମହାନ ଶକ୍ତି ଭାରତ: ରାଷ୍ଟ୍ର ପ୍ରଥମ’ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

India-France Innovation Roadmap 2030

June 15th, 05:42 am

Both India and France recognise that India’s Viksit Bharat 2047 vision and France 2030 ambition provide strong convergences for building a future-oriented innovation partnership. They are adopting the India-France Innovation Roadmap 2030 as a framework to guide their collaborative efforts towards advancing co-development in critical and emerging technologies, strengthening trusted technology ecosystems, deepening academic and research mobility, and delivering concrete outcomes for people, the planet and shared prosperity.

କ୍ରମାଗତ କାର୍ଯ୍ୟକାଳ ସହ ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇ କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ

June 10th, 01:50 pm

କେନ୍ଦ୍ର କ୍ୟାବିନେଟ ଆଜି ଜୁନ୍ ୧୦, ୨୦୨୬କୁ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ଗ୍ରହଣ କରି ଏକ ପ୍ରସ୍ତାବ ଗ୍ରହଣ କରିଛି, ଯେଉଁଥିରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଯାଇଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଲଗାତର ୪,୩୯୯ ଦିନ ସେବା କରିବାର ରେକର୍ଡ ସ୍ଥାପନ କରି, ସେ ଶ୍ରୀ ଜବାହରଲାଲ ନେହେରୁଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରିଛନ୍ତି, ଯିଏ ୧୯୫୨ ରୁ ୧୯୬୪ ପର୍ଯ୍ୟନ୍ତ ଲଗାତାର ୪,୩୯୮ ଦିନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ପ୍ରସ୍ତାବରେ କୁହାଯାଇଛି ଯେ ଏହି ଅବସର ଭାରତର ଗଣତାନ୍ତ୍ରିକ ଚେତନା, ଜନ ବିଶ୍ୱାସ ଏବଂ ଜନ ଅଂଶଗ୍ରହଣର ଶକ୍ତିର ପ୍ରତୀକ ଭାବରେ ଠିଆ ହୋଇଛି, ଯାହା 'ରାଷ୍ଟ୍ର ପ୍ରଥମ' ସଂକଳ୍ପ ଦ୍ୱାରା ପରିଚାଳିତ ଜଣେ ନେତାଙ୍କ ପ୍ରତି ଲୋକଙ୍କ ଦ୍ୱାରା ପ୍ରଦତ୍ତ ଅଭୂତପୂର୍ବ ସମର୍ଥନକୁ ପ୍ରତିଫଳିତ କରେ।

Prime Minister shares a Sanskrit Subhashitam highlighting agriculture and crops as the foundation of human life

June 10th, 11:00 am

PM Modi shared a Sanskrit Subhashitam emphasising that public service is the true test of good governance. He highlighted that humility, dedication and unwavering commitment to duty are essential for earning public trust, while stressing the importance of serving people, ensuring their well-being and working continuously for societal progress.

Prime Minister highlights 12 years of the government dedicated to trust, development, and public welfare

June 09th, 10:30 am

Marking 12 years of governance, PM Modi underscored the government's focus on trust, development, and public welfare while reaffirming its commitment to the spirit of Nation First. He emphasized efforts to empower youth, women, and farmers while highlighting India's progress in infrastructure and digital transformation.

Prime Minister shares a Sanskrit Subhashitam highlighting the qualities of a truly wise person dedicated to the welfare of society

June 09th, 10:27 am

PM Modi reflected on 12 years of governance by emphasizing the values of trust, development, public welfare and selfless service to the nation. Sharing a Sanskrit Subhashitam, he highlighted the spirit of Sabka Saath, Sabka Vikas as the guiding force behind India's journey towards becoming a stronger and more self-reliant nation.

From waste to wealth: PM Modi showcases Surat’s green development model

June 05th, 04:30 pm

At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.

PM Modi inaugurates, dedicates to the nation and lays the foundation stone of multiple development projects worth over ₹18,800 crore in Surat, Gujarat

June 05th, 04:16 pm

At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.

୫ ଜୁନରେ ସୁରଟ ଏବଂ ଦାମନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

June 04th, 10:03 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ଜୁନ୍, ୨୦୨୬ରେ ଗୁଜରାଟ ଏବଂ ଦାମନ ଗସ୍ତ କରିବେ । ଦିନ ପ୍ରାୟ ୨ଟା ୩୦ ମିିନିଟରେ, ପ୍ରଧାନମନ୍ତ୍ରୀ ସୁରଟ ଜିଲ୍ଲାର ହାଜିରା ଗସ୍ତ କରିବେ ଏବଂ ଚାଲୁଥିବା ଔଦ୍ୟୋଗିକ କାର୍ଯ୍ୟ ଓ ଭିତ୍ତିଭୂମିର ସମୀକ୍ଷା କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ସୁରଟରେ ପ୍ରାୟ ୧୮,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରି ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଗ୍ରୀଷ୍ମ ଗରମକୁ ଦୂର କରିବା ପାଇଁ ଟିପ୍ସ ସେୟାର କରିଛନ୍ତି, ମନ କୀ ବାତରେ ନାଗରିକମାନଙ୍କୁ ହାଇଡ୍ରେଟ୍ ରହିବାକୁ ପରାମର୍ଶ ଦେଇଛନ୍ତି

May 31st, 11:30 am

‘ମନ୍ କି ବାତ୍’ରେ ପୁଣିଥରେ ଆପଣମାନଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ, ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି । ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି । କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ଜାତୀୟ ସିନିୟର ଆଥଲେଟିକ୍ସ ଫେଡେରେସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ ୮୦୦ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା । ଗୁରିନ୍ଦରବୀର ସିଂ, ବିଶାଳ ଟିକେ, ତେଜସ୍ୱୀନ ଶଙ୍କର, ଦେବ୍ ମୀଣା ଏବଂ କୂଲଦୀପ କୁମାର । ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ । ସର୍ବପ୍ରଥମେ ମୁଁ ଏମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

Prime Minister pays tribute to Lokmata Ahilyabai Holkar on her birth anniversary

May 31st, 11:15 am

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

ଏନ୍. ଟି. ଆର୍. ଗାରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

May 28th, 09:56 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନ୍. ଟି. ଆର୍. ଗାରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

April 15th, 02:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଜନସାଧାରଣଙ୍କ ମଙ୍ଗଳ ପାଇଁ ବୌଦ୍ଧିକ ଏବଂ ଏଆଇର ଗୁଣ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଷିତମ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

February 17th, 08:53 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ସମାଜ ପାଇଁ ପ୍ରକୃତରେ ଉପଯୋଗୀ କରିବାରେ ବୁଦ୍ଧି, ଯୁକ୍ତି ଏବଂ ନିଷ୍ପତ୍ତି ନେବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ନାଗରିକଙ୍କ କଲ୍ୟାଣ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର କିପରି ଉପଯୋଗ କରାଯାଇପାରିବ ତାହା ଅନୁସନ୍ଧାନ କରିବା।

‘ନାଗରିକ ଦେବୋ ଭବ’ ଭାବନାରେ ଅନୁପ୍ରାଣିତ ‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13th, 05:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଦେଶବାସୀଙ୍କ ସେବା କରିବା ପାଇଁ ନିଜର ଅତୁଟ ସଂକଳ୍ପକୁ ଦୋହରାଇଛନ୍ତି। ଏହି ଅବସରରେ ସେ 'ନାଗରିକ ଦେବୋ ଭବ'ର ପବିତ୍ର ଭାବନାକୁ ଏହାର ମାର୍ଗଦର୍ଶକ ଶକ୍ତି ଭାବରେ ଆଲୋକପାତ କରିଛନ୍ତି ।

ମହାନ ସନ୍ଥ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

February 01st, 09:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ ସନ୍ଥ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ଚିନ୍ତାଧାରାରେ ନ୍ୟାୟ ଏବଂ ସହାନୁଭୂତିର ଭାବନା ହେଉଛି ସର୍ବୋଚ୍ଚ, ଯାହା ଜନ କଲ୍ୟାଣ ପାଇଁ ଆମର ଯୋଜନାଗୁଡ଼ିକର ମୂଳଦୁଆ ଗଠନ କରିଥାଏ। ଶ୍ରୀ ମୋଦୀ କହିଥିଲେ, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ସଦଭାବନା ଯେଉଁ ପ୍ରଦୀପ ସେ ପ୍ରଜ୍ୱଳିତ କରିଥିଲେ, ତାହା ଦେଶବାସୀଙ୍କ ପଥକୁ ସର୍ବଦା ଆଲୋକିତ କରି ରଖିବ।

Arya Vaidya Sala has played a significant role in preserving, protecting and advancing Ayurveda: PM Modi

January 28th, 02:39 pm

Addressing the centenary celebrations of Arya Vaidya Sala Charitable Hospital in Kerala, PM Modi said the institution has played a key role in preserving, protecting and advancing Ayurveda. Highlighting the growing holistic approach to healthcare, he noted the opening of 12,000 Ayush Wellness Centres. He expressed happiness that Arya Vaidyasala has consistently validated Ayurveda through science and research, and stressed that Ayurveda must increasingly adopt modern technology and AI.