ବିଶିଷ୍ଟ ବୌଦ୍ଧ ବିଦ୍ୱାନ ରବର୍ଟ ଏ. ଏଫ୍. ଥର୍ମନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

June 18th, 05:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରବର୍ଟ ଏ. ଏଫ୍. ଥୁର୍ମନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଆମେରିକାର ବୌଦ୍ଧ ବିଦ୍ୱାନ ତଥା ଶିକ୍ଷାବିତ୍ ରବର୍ଟ ଥର୍ମନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

June 21st, 08:26 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ବୌଦ୍ଧ ବିଦ୍ୱାନ, ଲେଖକ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଫେସର ରର୍ବଟ ଥର୍ମନଙ୍କୁ ସାକ୍ଷାତ କରିଛନ୍ତି ।