ଜାତୀୟ ରେସ ୱାକିଂ ଚାମ୍ପିୟନସିପ ବିଜେତା ଅକ୍ଷଦୀପ ସିଂହ ଓ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
February 15th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରେସ ୱାକିଂ ଚାମ୍ପିୟନସିପ ବିଜେତା ରେସ ୱାକର୍ସ ଅକ୍ଷଦୀପ ସିଂହ ଓ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି ।ସମ୍ମାନଜନକ ରୌପ୍ୟ ପଦକ ବିଜେତା ରେସ ୱାକିଂ ଚାମ୍ପିଅନ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
August 06th, 06:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରେସ ୱାକିଂ ଚାମ୍ପିଅନ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ରୌପ୍ୟ ପଦକ ଜିତିବା ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।