Congress has always compromised the interests of Assam: PM Modi in Biswanath

April 01st, 11:45 am

PM Modi addressed a massive public rally in Biswanath, Assam. In his speech, the PM launched a sharp attack on Congress, accusing it of being ‘anti-development’ and the ‘root of corruption in independent India.’ Highlighting the BJP-NDA government’s actions, PM Modi said thousands of bighas of land have been freed from illegal encroachment, restoring Assam’s heritage and ecology. Reaffirming BJP’s commitment to Sabka Saath, Sabka Vikas, he urged voters to ensure a record turnout.

PM Modi sets the tone for Assam polls with high-energy rallies in Gogamukh and Biswanath

April 01st, 11:00 am

Campaigning for the upcoming Assembly elections, Prime Minister Narendra Modi addressed massive public gatherings in Gogamukh and Biswanath, marking his first rallies in Assam after the announcement of polls. The events witnessed an overwhelming turnout, with enthusiastic participation from youth, women and local communities, signaling strong momentum for the BJP-led NDA.

Barak Valley will become a major logistics and trade hub for the North East: PM Modi in Silchar, Assam

March 14th, 11:10 am

Launching multiple development projects worth ₹23,550 crore in Silchar, Assam, PM Modi said the projects will further empower Barak Valley as a logistics hub for the entire North East. He laid the foundation stone for the Shillong–Silchar High-Speed Corridor, noting it will boost local industry, agriculture and tourism. He cautioned that the hard-won era of peace and progress must be protected from regressive forces.

ସିଲଚରରେ ₹୨୩,୫୫୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 14th, 10:45 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଲଚରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ସଂସ୍କୃତି ଓ ପ୍ରାଣବନ୍ତ ପରମ୍ପରାରେ ସମୃଦ୍ଧ ବରାକ ଉପତ୍ୟକା ପରିଦର୍ଶନ ସଦା ତାଙ୍କ ପାଇଁ ଏକ ବିଶେଷ ଅଭିଜ୍ଞତା। ସେ ଉଲ୍ଲେଖ କରିଥିଲେ ଯେ ସିଲଚର ଏହି ଉପତ୍ୟକାର ପ୍ରବେଶଦ୍ୱାର ଭାବେ ପରିଚିତ, ଯେଉଁଠାରେ ଇତିହାସ ଓ ଭାଷା ମିଶି ଏକ ବିଶିଷ୍ଟ ଆଞ୍ଚଳିକ ପରିଚୟ ଗଢ଼ିଉଠିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଞ୍ଚଳର ଶକ୍ତି ଏହାର ବିବିଧତାରେ ନିହିତ, ଯେଉଁଠାରେ ବଙ୍ଗଳା, ଆସାମିଆ ଓ ଆଦିବାସୀ ପରମ୍ପରାର ସମନ୍ୱୟ ଏକତ୍ର ପ୍ରତିଫଳିତ ହୁଏ। “ବରାକ ଉପତ୍ୟକାର ବିବିଧତା ଏହାର ସର୍ବଶ୍ରେଷ୍ଠ ସମ୍ପଦ, ଯାହା ଏଠାର ଲୋକମାନଙ୍କ ମଧ୍ୟରେ ଭାଇଚାରାର ଭାବନାକୁ ଶକ୍ତିଶାଳୀ କରେ,” ବୋଲି ସେ କହିଥିଲେ।

India's youth are a force for global good: PM Modi at NCC Rally

January 27th, 05:00 pm

PM Modi addressed the NCC Rally in Delhi. The Prime Minister remarked that the youth of India will determine the development of the country and the world in the 21st century. He emphasised, “Indian youth are not only contributing to India's development but are also a force for global good.”

ବାର୍ଷିକ ଏନସିସି ପିଏମ ରାଲିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

January 27th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କାରିଅପ୍ପା ପ୍ୟାରେଡ୍ ଗ୍ରାଉଣ୍ଡରେ ଜାତୀୟ କ୍ୟାଡେଟ କର୍ପସ୍ (ଏନସିସି) ପିଏମ୍‍ ଶୋଭାଯାତ୍ରାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କ୍ୟାଡେଟ୍‍ଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ । ଏହା ସହ ସେ ଶ୍ରେଷ୍ଠ କ୍ୟାଡେଟ୍ ପୁରସ୍କାର ପ୍ରଦାନ କରିଥିଲେ। ଏନସିସି ଦିବସ ଅବସରରେ ଉପସ୍ଥିତ ଜନତାଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିବା ୧୮ ଦେଶର ପ୍ରାୟ ୧୫୦ କ୍ୟାଡେଟ୍ ସ୍ୱାଗତ କରିଥିଲେ । ମେରା ଯୁବ ଭାରତ ପୋର୍ଟାଲ ମାଧ୍ୟମରେ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇଥିବା ସମଗ୍ର ଭାରତର ଯୁବକମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।

ଦ୍ଵିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 21st, 02:15 am

ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।

ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ

November 21st, 02:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -

PM Modi attends News18 Rising Bharat Summit

March 20th, 08:00 pm

Prime Minister Narendra Modi attended and addressed News 18 Rising Bharat Summit. At this time, the heat of the election is at its peak. The dates have been announced. Many people have expressed their opinions in this summit of yours. The atmosphere is set for debate. And this is the beauty of democracy. Election campaigning is in full swing in the country. The government is keeping a report card for its 10-year performance. We are charting the roadmap for the next 25 years. And planning the first 100 days of our third term, said PM Modi.

ପିଏମ-ସୁରଜ ପୋର୍ଟାଲର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 13th, 04:30 pm

ସାମାଜିକ ନ୍ୟାୟ ମନ୍ତ୍ରୀ ଶ୍ରୀ ବୀରେନ୍ଦ୍ର କୁମାର ଜୀ, ଦେଶର କୋଣ ଅନୁକୋଣରୁ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ, ଆମର ସଫେଇ କର୍ମଚାରୀ ଭାଇ ଭଉଣୀମାନେ, ଅନ୍ୟାନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତି ମାନେ! ଦେଶର ପ୍ରାୟ ୪୭୦ଟି ଜିଲ୍ଲାର ପ୍ରାୟ ୩ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ସିଧାସଳଖ ସାମିଲ ହୋଇଛନ୍ତି। ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ଦେଶବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 13th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ଦେଶବ୍ୟାପୀ ଜନସମ୍ପର୍କ ସ୍ଥାପନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏଥିସହିତ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାର ଜନକଲ୍ୟାଣ (ପିଏମ-ସୁରଜ) ଜାତୀୟ ପୋର୍ଟାଲ ଉନ୍ମୋଚନ କରିବା ସହ ଦେଶର ଅବହେଳିତ ବର୍ଗର ଏକ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କରିଛନ୍ତି । ଏହି ଅବସରରେ ସେ ଅନୁସୂଚିତ ଜାତି, ଅବହେଳିତ ବର୍ଗ ଓ ସଫେଇ କର୍ମଚାରୀଙ୍କ ସମେତ ପଛୁଆ ବର୍ଗର ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।

Welfare of tribal communities is our foremost priority: PM Modi in Vyara, Gujarat

October 20th, 03:33 pm

PM Modi laid the foundation stone of multiple development initiatives in Vyara, Tapi. He said that the country has seen two types of politics regarding tribal interests and the welfare of tribal communities. On the one hand, there are parties which do not care for tribal interests and have a history of making false promises to the tribals while on the other hand there is a party like BJP, which always gave top priority to tribal welfare.

ଗୁଜୁରାଟର ଭାୟାରା, ତାପିରେ ୧୯୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

October 20th, 03:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାପି ର ଭାୟାରା ଠାରେ ୧୯୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡିକରେ ବିଚ୍ଚିନ୍ନ ଯୋଗାଯୋଗର ର୍ନିମାଣ ସହିତ ସାପୁତାରା ଠାରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଏବଂ ତାପି ଏବଂ ନର୍ମଦା ଜିଲ୍ଲାରେ ୩୦୦ କୋଟିରୁ ଅଧିକ ମୂଲ୍ୟର ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

India ended three decades of political instability with the press of a button: PM Modi in Berlin

May 02nd, 11:51 pm

PM Narendra Modi addressed and interacted with the Indian community in Germany. PM Modi said that the young and aspirational India understood the need for political stability to achieve faster development and had ended three decades of instability at the touch of a button.

ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

May 02nd, 11:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଲିନର ଥିଏଟର ଏମ୍ ପୋଟସଡାମର୍ ପ୍ଲାଟଜରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ ସହ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୬୦୦ରୁ ଅଧିକ ଜର୍ମାନୀରେ ଥିବା ଭାରତୀୟ ଛାତ୍ର, ଗବେଷକ ଏବଂ ବୃତ୍ତିଧାନରୀମାନେ ଅଂଶଗ୍ରହଣ କରିଥିଲେ । ଜର୍ମାନୀର ଅର୍ଥନୀତି ଏବଂ ସମାଜରେ ସେମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ବିଶ୍ୱ ସ୍ତରରେ ଭାରତୀୟ ଉତ୍ପାଦକୁ ପ୍ରୋତ୍ସାହିତ କରି ଭାରତର “ଭୋକାଲ୍ ଫର୍ ଲୋକାଲ୍‌” ପଦକ୍ଷେପରେ ଯୋଗଦାନ ଲାଗି ସେମାନଙ୍କୁ ଉତ୍ସାହିତ କରିଛନ୍ତି ।

ଝାଡ଼ଖଣ୍ଡର ହଜାରିବାଗ ଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 17th, 02:31 pm

ମଞ୍ଚ ଉପରେ ଉପସ୍ଥିତ ସମସ୍ତ ମହାନୁଭବଗଣ ଏବଂ ବିଶାଳ ସଂଖ୍ୟାରେ ମୋତେ ଆଶୀର୍ବାଦ ଦେବାକୁ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ପ୍ରଧାନମନ୍ତ୍ରୀଙ୍କ ଝାଡ଼ଖଣ୍ଡର ହଜାରିବାଗ ଗସ୍ତ, ବିଭିନ୍ନ ଉନ୍ନୟନ ପ୍ରକଳ୍ପ କଲେ ଲୋକାର୍ପଣ

February 17th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ହଜାରିବାଗ ଗସ୍ତ କରିଛନ୍ତି । ସେ ଝାଡ଼ଖଣ୍ଡରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହି ଅବସରରେ ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀମତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନା ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଡିଜିଟାଲ ଇଣ୍ଡିଆର ହିତାଧିକାରୀମାନଙ୍କ ସହ ମତବିନିମୟ ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 15th, 10:56 am

ବିଗତ କିଛି ଦିନ ହେବ ମୋତେ ସରକାରଙ୍କର ବିଭିନ୍ନ ଯୋଜନା ଅଧୀନରେ ସମଗ୍ର ଦେଶରେ ଯେଉଁ ହିତାଧିକାରୀ ଅଛନ୍ତି ସେମାନଙ୍କ ସହିତ ସାକ୍ଷାତ କରିବା, କଥାବାର୍ତ୍ତା ହେବା, ସେମାନଙ୍କୁ ଶୁଣିବାର ସୁଯୋଗ ମିଳିଲା, ଆଉ ମୁଁ କହିପାରୁଛି କି ଏହା ମୋ ପାଇଁ ହେଉଛି ଏକ ଅଦ୍ଭୁତ ଅନୁଭବ । ଆଉ ମୁଁ ସବୁବେଳେ ଏହିଭଳି ସାହସ ପାଇଁ ଆଗ୍ରହୀ । କାରଣ ଫାଇଲର ବାହାରେ ମଧ୍ୟ ଜୀବନ ରହିଛି । ଆଉ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି । ଯେତେବେଳେ ତାହାକୁ ସିଧାସଳଖ ଲୋକମାନଙ୍କଠାରୁ ଶୁଣିଲି । ସେମାନଙ୍କର ଅନୁଭବକୁ ଜାଣିଲି ତ ମନକୁ ଏକ ବହୁତ ଆତ୍ମସନ୍ତୋଷ ମିଳୁଛି । ଆଉ କାମ କରିବାର ଏକ ନୂତନ ଉର୍ଜ୍ଜା ମଧ୍ୟ ମୋତେ ଆପଣମାନଙ୍କଠାରୁ ମିଳିଛି । ଆଜି ଡିଜିଟାଲ ଇଣ୍ଡିଆର କିଛି ଯୋଜନାର ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ମୋତେ ମିଳିଛି ।

ଦେଶବ୍ୟାପୀ ବିଭିନ୍ନ ଡିଜିଟାଲ ଇଣ୍ଡିଆ ଯୋଜନାର ହିତାଧିକାରୀଙ୍କ ସହିତ ଭିଡ଼ିଓ ବ୍ରିଜ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

June 15th, 10:56 am

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ ଜରିଆରେ ସାରା ଦେଶରେ ଥିବା ବିଭିନ୍ନ ଡିଜିଟାଲ ଇଣ୍ଡିଆ ଅଭିଯାନ ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି । ଭିଡିଓ ବ୍ରିଜ ଜରିଆରେ ଜନସେବା କେନ୍ଦ୍ର, ଏନଆଇସି କେନ୍ଦ୍ର, ଜାତୀୟ ନଲେଜ ନେଟୱାର୍କ, ବିପିଓ, ମୋବାଇଲ ଉତ୍ପାଦକ ୟୁନିଟ ଏବଂ ମାଇଗଭ ସ୍ୱେଚ୍ଛାସେବୀ ଆଦିର 50 ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିଲେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ ବ୍ରିଜ ଜରିଆରେ ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ବାର୍ତ୍ତାଳାପ ।

Social Media Corner 24th September 2016

September 24th, 05:34 pm

Your daily does of governance updates from Social Media. Your tweets on governance get featured here daily. Keep reading and sharing!