Prime Minister attends prayer meeting at Gandhi Smriti
January 30th, 07:32 pm
The Prime Minister, Shri Narendra Modi attended a prayer meeting at Gandhi Smriti, today. Shri Modi stated that Bapu's efforts reshaped the course of our freedom movement and left a strong mark on India’s journey that continues to be felt across generations.ଦିଲ୍ଲୀ ଘଟଣା ପରେ ଭୂଟାନର ଏକତା ପ୍ରଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
November 11th, 03:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ମହାମହିମ ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁଟାନର ଜନସାଧାରଣଙ୍କ ପ୍ରତି ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ଦିଲ୍ଲୀରେ ଘଟିଥିବା ଦୁଃଖଦ ଘଟଣା ପରେ ଭୂଟାନର ଲୋକମାନେ ପୀଡ଼ିତ ଏବଂ ସେମାନଙ୍କ ପରିବାର ପାଇଁ ଏକ ଅନନ୍ୟ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ କରୁଣା ଏବଂ ଏକତାର ଏହି ଗଭୀର କାର୍ଯ୍ୟକୁ ସ୍ୱୀକାର କରି କହିଛନ୍ତି, ମୁଁ ଏହି ପଦକ୍ଷେପକୁ କେବେବି ଭୁଲିବି ନାହିଁ ।ତଖତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
November 02nd, 10:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ତଖତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବରେ ପ୍ରାର୍ଥନା କରିଛନ୍ତି ।ଦେବୀ ମା’ଙ୍କ ପୂଜାର୍ଚ୍ଚନା ସହ ସମସ୍ତଙ୍କ କଲ୍ୟାଣ କାମନା କଲେ ପ୍ରଧାନମନ୍ତ୍ରୀ
September 29th, 09:43 am
ନବରାତ୍ରୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବା ମା’ଙ୍କ ପୂଜା ଅର୍ଚ୍ଚନା କରିବା ସହ ସମସ୍ତଙ୍କ କଲ୍ୟାଣ ଓ ଉତ୍ଥାନ ପାଇଁ ତାଙ୍କ ଦିବ୍ୟ ଆଶୀର୍ବାଦ କାମନା କଲେ ।ଦେବୀ ମା’ଙ୍କ ପାଖେ ସମସ୍ତଙ୍କ ପାଇଁ ଶକ୍ତି ଓ କଲ୍ୟାଣ କାମନା କଲେ ପ୍ରଧାନମନ୍ତ୍ରୀ
September 28th, 09:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେବୀ ମା’ଙ୍କ ଚରଣରେ ନମନ କରିବା ସହ ରାଷ୍ଟ୍ର ପାଇଁ ଦିବ୍ୟ ଆଶୀର୍ବାଦ କାମନା କରିଛନ୍ତି । ଆଧ୍ୟାତ୍ମିକ ଉତ୍ସାହ ଏବଂ ସାମୂହିକ ସଦଭାବନାର ସନ୍ଦେଶରେ ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ କଲ୍ୟାଣ, ସାହସ ଓ ଅନ୍ତର୍ନିହିତ ଶକ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।ନବରାତ୍ରୀରେ ସମସ୍ତଙ୍କ ପାଇଁ ଶକ୍ତି ଓ ଆତ୍ମବିଶ୍ୱାସର କାମନା କଲେ ପ୍ରଧାନମନ୍ତ୍ରୀ
September 27th, 08:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ପବିତ୍ର ଅବସରରେ ଦେବୀ ମା’ଙ୍କୁ ପ୍ରଣାମ କରିଛନ୍ତି ଏବଂ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।ନବରାତ୍ରୀର ପଞ୍ଚମ ଦିନରେ ଦେବୀ ସ୍କନ୍ଦମାତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
September 26th, 10:00 am
ନବରାତ୍ରୀର ପଞ୍ଚମ ଦିନରେ ଆଜି ଦେବୀ ସ୍କନ୍ଦମାତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାର୍ଥନା କରିଛନ୍ତି ।ନବରାତ୍ରୀର ଚତୁର୍ଥ ଦିନରେ ଦେବୀ କୁଷ୍ମାଣ୍ଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
September 25th, 08:08 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନବରାତ୍ରୀର ଚତୁର୍ଥ ଦିନରେ ଦେବୀ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କରିଛନ୍ତି ।ନବରାତ୍ରୀର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
September 24th, 08:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ତୃତୀୟ ଦିନରେ ଆଜି ମା’ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କରିଛନ୍ତି ।Prime Minister attends prayer meeting at Gandhi Smriti
January 30th, 08:21 pm
The Prime Minister, Shri Narendra Modi today attended a prayer meeting at Gandhi Smriti in New Delhi.ୱାଶିମରେ ପୋହରା ଦେବୀଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
October 05th, 02:35 pm
ମହାରାଷ୍ଟ୍ରର ୱାଶିମ ଜିଲ୍ଲା ସ୍ଥିତ ପୋହରା ଦେବୀଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାର୍ଥନା କରିଛନ୍ତି ।ଜଳମଗ୍ନ ଦ୍ୱାରକାରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
February 25th, 01:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ସମୁଦ୍ରରେ ଥିବା ଜଳମଗ୍ନ ସହର ଦ୍ୱାରକାରେ ପ୍ରାର୍ଥନା କରିଛନ୍ତି । ଏହି ଅନୁଭୂତି ଭାରତର ଆଧ୍ୟାତ୍ମିକ ଏବଂ ଐତିହାସିକ ମୂଳ ସହ ଏକ ବିରଳ ଏବଂ ଗଭୀର ସଂଯୋଗ କରାଇଥିଲା ।ଗାନ୍ଧୀ ସ୍ମୃତି ଠାରେ ପ୍ରାର୍ଥନା ସଭାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
January 30th, 10:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀ ସ୍ମୃତି ଠାରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ ।ଆନ୍ଧ୍ର ପ୍ରଦେଶର ତିରୁମାଲା ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
November 27th, 10:01 am
ଆନ୍ଧ୍ର ପ୍ରଦେଶର ତିରୁମାଲା ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାର୍ଥନା କରିଛନ୍ତି । ସେ ୧୪୦ କୋଟି ଭାରତୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, କଲ୍ୟାଣ ଓ ସମୃଦ୍ଧି ପାଇଁ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଆଶୀର୍ବାଦ ମାଗିଛନ୍ତି । ଶ୍ରୀ ମୋଦୀ ତିରୁମାଲାରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରୁ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।PM offers prayers at Shri Saibaba's Samadhi Temple in Shirdi
October 19th, 11:30 am
PM Narendra Modi offered prayers at Shri Saibaba's Samadhi Temple in Shirdi, Maharashtra.ଦ୍ୱାରିକାଧୀଶ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା; ଦ୍ୱାରିକା ସାଧାରଣ ସଭାରେ ଉଦ୍ବୋଧନ
October 07th, 10:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ଵାରିକାସ୍ଥିତ ଦ୍ୱାରିକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ନିଜର ଦୁଇ ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ୟଙ୍ଗୁନ ସ୍ଥିତ କାଲିବାଡି ମନ୍ଦିରରେ ପୂଜାର୍ଚନା କଲେ
September 07th, 11:21 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟଙ୍ଗୁନ ସ୍ଥିତ କାଲିବାଡି ମନ୍ଦିରରେ ପୂଜାର୍ଚନା କଲେ ।ପ୍ରଧାନମନ୍ତ୍ରୀ ପରିଦର୍ଶନ କଲେ ବାଗାନର ଆନନ୍ଦ ମନ୍ଦିର
September 06th, 04:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାରର ବାଗାନସ୍ଥିତ ଆନନ୍ଦ ମନ୍ଦିର ପରିଦର୍ଶନ କରିଛନ୍ତି ।କଲୋମ୍ବୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ପରିଦର୍ଶନ କଲେ ସୀମା ମାଲକା ମନ୍ଦିର
May 11th, 07:11 pm
ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲୋମ୍ବୋରେ ପହଞ୍ଚିଛନ୍ତି । ବିମାନ ବନ୍ଦରଠାରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମିଷ୍ଟର ରାନିଲ ୱିକ୍ରମସିଂଘେ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀବୃନ୍ଦ ତାଙ୍କୁ ସ୍ଵାଗତ କରିଥିଲେ ।ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା
April 22nd, 10:53 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନର ମଜାର-ଇ-ଶରିଫଠାରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ ଭାବେ ନିନ୍ଦା କରିଛନ୍ତି । “ମଜାର-ଇ-ଶରିଫରେ ଆତଙ୍କବାଦୀଙ୍କ କାପୁରୁଷୋଚିତ ଆକ୍ରମଣକୁ ଦୃଢ ଭାବେ ନିନ୍ଦା କରୁଛି । ଏହି ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିଜନଙ୍କ ପ୍ରତି ଆମର ଶୋକ, ସମବେଦନା ଓ ପ୍ରାର୍ଥନା” ଜଣାଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।