PM to inaugurate Centenary Celebrations of Acharya Vidyanand Ji Maharaj on 28th June in New Delhi
June 27th, 05:06 pm
PM Modi will inaugurate the Centenary Celebrations of Acharya Vidyanand Ji Maharaj on 28th June in New Delhi. The year-long celebration will include cultural, literary, educational, and spiritual initiatives across the country, aimed at celebrating the revered Jain spiritual leader's life and legacy and spreading his message.ମହାବୀର ଜୟନ୍ତୀରେ ଭଗବାନ ମହାବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
April 10th, 08:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାବୀର ଜୟନ୍ତୀ ଅବସରରେଭଗବାନ ମହାବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭଗବାନମହାବୀର ସର୍ବଦା ଅହିଂସା, ସତ୍ୟ ଏବଂ କରୁଣା ଉପରେ ଗୁରୁତ୍ୱଦେଉଥିଲେ ଏବଂ ତାଙ୍କର ଆଦର୍ଶ ସମଗ୍ର ବିଶ୍ୱର ଅଗଣିତ ଲୋକଙ୍କୁଶକ୍ତି ପ୍ରଦାନ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟଉଲ୍ଲେଖ କରିଛନ୍ତି ଯେ, ଗତ ବର୍ଷ ସରକାର ପ୍ରାକୃତକୁ ଶାସ୍ତ୍ରୀୟଭାଷାର ମାନ୍ୟତା ପ୍ରଦାନ କରିଥିଲେ ଏବଂ ଏହା ବହୁ ପ୍ରଶଂସିତହୋଇଥିଲା ।ମରାଠୀ, ପାଲି, ପ୍ରାକୃତ, ଅହମୀୟ ଏବଂ ବଙ୍ଗାଳୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ
October 03rd, 09:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ମରାଠୀ, ପାଲି, ପ୍ରାକୃତ, ଅହମିୟା ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି । ଶାସ୍ତ୍ରୀୟ ଭାଷାଗୁଡିକ ଭାରତର ଗଭୀର ତଥା ପ୍ରାଚୀନ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ଭାବରେ କାର୍ଯ୍ୟ କରେ, ଯାହା ପ୍ରତ୍ୟେକ ସମ୍ପ୍ରଦାୟର ଐତିହାସିକ ଏବଂ ସାଂସ୍କୃତିକ ମାଇଲ୍ଖୁଣ୍ଟ ଦର୍ଶାଇଥାଏ ।