ଭାରତର ଉତ୍ପାଦନ କ୍ଷେତ୍ରରେ ସଦ୍ୟତମ ଜିଏସଟି ସଂସ୍କାରର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ

September 04th, 08:49 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଉତ୍ପାଦନ କ୍ଷେତ୍ରରେ ସଦ୍ୟତମ ଜିଏସଟି ସଂସ୍କାରର ପରିବର୍ତ୍ତନଶୀଳ ପ୍ରଭାବକୁ ଉପରେ ଗୁରୁତ୍ୱାରପ କରିଛନ୍ତି। ଏହି ପଦକ୍ଷେପ ସରଳୀକୃତ ଟିକସ ସ୍ଲାବ୍, ସୁବ୍ୟବସ୍ଥିତ ଡିଜିଟାଲ୍ ଅନୁପାଳନ ଏବଂ ମୂଲ୍ୟ ଦକ୍ଷତାକୁ ପ୍ରବର୍ତ୍ତନ କରେ ଯାହା ଘରୋଇ ଉତ୍ପାଦନ ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବାକୁ ସ୍ଥିର ହୋଇଛି।