୧୩ ରୁ ୧୫ ସେପ୍ଟେମ୍ବର: ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଓ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ
September 12th, 02:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ।୪ ଜାନୁଆରୀରେ ମଣିପୁର ଏବଂ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ
January 02nd, 03:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜାନୁଆରୀ, ୨୦୨୨ରେ ମଣିପୁର ଏବଂ ତ୍ରିପୁରା ରାଜ୍ୟକୁ ଗସ୍ତ କରିବେ । ସକାଳ ପ୍ରାୟ ୧୧ଟା ବେଳେ ଇମ୍ଫାଲ୍ଠାରେ ପ୍ରଧାନମନ୍ତ୍ରୀ ୪୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨ଟି ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବେ ଓ ଶିଳାନ୍ୟାସ କରିବେ । ଏହା ପରେ ଦ୍ୱିପ୍ରହରରେ ପାଖାପାଖି ୨ଟା ବେଳକୁ ଅଗରତାଲାରେ ସେ ମହାରାଜା ବୀର ବିକ୍ରମ ବିମାନ ବନ୍ଦରଠାରେ ନୂତନ ସମନ୍ୱିତ ଟର୍ମିନାଲ୍ ଭବନର ଉଦ୍ଘାଟନ କରିବେ ଏବଂ ଦୁଇଟି ପ୍ରମୁଖ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।