In this decade of the 21st century, India is riding the Reform Express: PM Modi at ET Now Global Business Summit

February 13th, 08:30 pm

PM Modi addressed the ET Now Global Business Summit 2026 in New Delhi, highlighting the theme ‘A Decade of Disruption, A Century of Change.’ He noted that despite global shocks—from the pandemic to wars and supply chain breakdowns, India’s decade has been defined by strong growth, effective delivery, and a vibrant democracy. Recalling that India was the 11th-largest economy a decade ago, he said the nation is now rapidly moving toward becoming the world’s third-largest economy.

PM Modi addresses ET Now Global Business Summit 2026

February 13th, 08:00 pm

PM Modi addressed the ET Now Global Business Summit 2026 in New Delhi, highlighting the theme ‘A Decade of Disruption, A Century of Change.’ He noted that despite global shocks—from the pandemic to wars and supply chain breakdowns, India’s decade has been defined by strong growth, effective delivery, and a vibrant democracy. Recalling that India was the 11th-largest economy a decade ago, he said the nation is now rapidly moving toward becoming the world’s third-largest economy.

୪୯ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

September 24th, 09:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଥ ବ୍ଲକରେ ପ୍ରଗତି - ସକ୍ରିୟତାର ସହ ଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ଆଇସିଟି - ସକ୍ଷମ-ବହୁମୁଖୀ ମଡେଲ ପ୍ଲାଟଫର୍ମ - ର ୪୯ ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ପ୍ଲାଟଫର୍ମ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ପ୍ରତିବନ୍ଧକ ଦୂର କରିବା ଏବଂ ସମୟାନୁବର୍ତ୍ତୀ ସମାପ୍ତି ସୁନିଶ୍ଚିତ କରିବା ପାଇଁ ଏକାଠି କରିଥାଏ।

ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଗସ୍ତ

September 24th, 06:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ରେ ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିବେ। ସକାଳ ପ୍ରାୟ ୯ଟା ୩୦ରେ ସେ ଗ୍ରେଟର ନୋଏଡ଼ାରେ ଉତ୍ତର ପ୍ରଦେଶ ଆନ୍ତର୍ଜାତିକ ବାଣିଜ୍ୟ-ଶୋ ୨୦୨୫କୁ ଉଦଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ମରିସସ୍‌ର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଫଳାଫଳ

September 11th, 02:10 pm

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଓ ମରିସସ୍‌ର ଟର୍ସିଆରି ଶିକ୍ଷା, ବିଜ୍ଞାନ ଓ ଗବେଷଣା ମନ୍ତ୍ରାଳୟ ମଧ୍ୟରେ ବୁଝାମଣାପତ୍ର

ତାମିଲନାଡ଼ୁର ତୁତ-କୁଡ଼ିରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 26th, 08:16 pm

ତାମିଲନାଡ଼ୁର ରାଜ୍ୟପାଳ ଆର୍. ଏନ୍. ରବି ଜୀ, ମନ୍ତ୍ରିମଣ୍ଡଳରେସହଯୋଗୀ କିଞ୍ଜରାପୁ ରାମମୋହନ ନାଇଡୁ ଜୀ, ଡ. ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁର ମନ୍ତ୍ରୀ ଥଙ୍ଗମ ତେନ୍ନାରସୁ ଜୀ, ଡକ୍ଟର ଟି. ଆର୍. ବି. ରାଜା ଜୀ, ପି. ଗୀତା ଜୀବନ ଜୀ, ଅନିତା ଆର୍. ରାଧାକ୍ରିଷ୍ଣନ ଜୀ, ସାଂସଦ କାନିମୋଝିଜୀ, ତାମିଲନାଡ଼ୁ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ତଥା ଆମର ବିଧାୟକ ନୟନାର ନାଗେନ୍ଦ୍ରନ ଜୀ ଏବଂ ତାମିଲନାଡ଼ୁର ମୋର ଭାଇ ଓ ଭଉଣୀମାନେ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ

July 26th, 07:47 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏସବୁ ପ୍ରକଳ୍ପ ଦ୍ୱାରା ତାମିଲନାଡୁରେ ଆଂଚଳିକ ସଂଯୋଗୀକରଣ, ଲଜିଷ୍ଟିକ ଦକ୍ଷତା, ସ୍ୱଚ୍ଛ ଊର୍ଜ୍ଜା ଭିତ୍ତିଭୂମି ସହ ଅନେକ ଉନ୍ନତି ପରିଲକ୍ଷିତ ହେବ । କାରଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଦିବଂଗତ ଜବାନମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଜ୍ଞଳି ଜଣାଇଥିଲେ ।

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

June 19th, 05:48 pm

19.06.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ସେ ୨୦ ଜୁନରେ ବିହାରର ସିୱାନ ଗସ୍ତ କରିବେ ଏବଂ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ ମେ ୨୬ ଓ ୨୭ରେ ଗୁଜରାଟ ଗସ୍ତରେ ଯିବେ

May 25th, 09:14 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୬ ଓ ୨୭ ତାରିଖରେ ଗୁଜରାଟ ଗସ୍ତରେ ଯିବେ । ସେ ଦାହୋଡ ଗସ୍ତରେ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟରେ ଲୋକୋମୋଟିଭ ବିନିର୍ମାଣ ପ୍ଲାଣ୍ଟକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପଣ କରିବେ ଏବଂ ଏକ ଇଲେକ୍ଟି୍ରକ ଲୋକୋଭୋଟିଭ (ଇଞ୍ଜିନ)କୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାପରେ ସେ ଦାହୋଡ଼ଠାରେ ୨୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏଠାରେ ଏକ ଜନସମାରୋହକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ଆସନ୍ତା ମେ ୨୨ରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

May 20th, 01:06 pm

ଆସନ୍ତା ୨୨ ତାରିଖରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ୧୧ଟାରେ ସେ ବିକାନେର ଯାଇ ଦେଶନୋକେଠାରେ ରହିଥିବା କର୍ଣ୍ଣି ମଠ ପରିଦର୍ଶନ କରିବେ । ପରେ ସାଢେ ୧୧ଟା ବେଳକୁ ଅମ୍ରିତ ଭାରତ ଷ୍ଟେସନ ସ୍କିମ ଯୋଜନା ଅଧୀନରେ ପୁନର୍ଗଠିତ ଦେଶନୋକେ ଷ୍ଟେସନର ଲୋକାର୍ପଣ କରିବେ ଓ ସବୁଜ ପତାକା ଦେଖାଇ ବିକାନେର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ପରେ ପଲାନାରେ ୨୬ ହଜାର କୋଟି ଟଙ୍କାର ବିଭିନ୍ନ ବହୁମୁଖୀ ଯୋଜନାର ଶିଳାନ୍ୟାସ, ଭିତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି ।

ବିଦ୍ୟୁତଶକ୍ତି କ୍ଷେତ୍ରକୁ କୋଇଲା ଆବଣ୍ଟନ ପାଇଁ ସଂଶୋଧିତ ଶକ୍ତି (ଭାରତରେ କୋଇଲାର ସ୍ୱଚ୍ଛ ଉପଯୋଗ ଏବଂ ଆବଣ୍ଟନ ଯୋଜନା) ନୀତିକୁ କ୍ୟାବିନେଟ ମଞ୍ଜୁରି

May 07th, 12:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି କେନ୍ଦ୍ରୀୟ କ୍ଷେତ୍ର/ରାଜ୍ୟ କ୍ଷେତ୍ର/ସ୍ୱାଧୀନ ବିଦ୍ୟୁତଶକ୍ତି ଉତ୍ପାଦକ (ଆଇ.ପି.ପି.)ର ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ନୂତନ କୋଇଲା ଲିଙ୍କେଜ୍‌ ବା ସଂଯୋଗୀକରଣ ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ସଂଶୋଧିତ ଶକ୍ତି ନୀତି ଅଧୀନରେ ନିମ୍ନଲିଖିତ ଦୁଇଟି ବିକଳ୍ପ ପ୍ରସ୍ତାବ ଦିଆଯାଇଛି।

୨୪ ଅପ୍ରେଲରେ ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

April 23rd, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ଅପ୍ରେଲରେ ବିହାର ଗସ୍ତ କରିବେ । ସେ ମଧୁବଣୀ ଯାତ୍ରା କରିବେ ଏବଂ ପ୍ରାୟ ୧୧:୪୫ ସମୟରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ସେ ୧୩,୪୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ଇ. ଟି. ନାଓ ବୈଶ୍ୱିକ ବ୍ୟବସାୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 15th, 08:30 pm

ଶେଷ ଥର ଯେତେବେଳେ ମୁଁ ଇ. ଟି. ଶିଖର ସମ୍ମିଳନୀକୁ ଆସିଥିଲି, ସେତେବେଳେ ନିର୍ବାଚନ ହେବାକୁ ଯାଉଥିଲା। ଏବଂ ସେହି ସମୟରେ, ମୁଁ ଆପଣମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ବିନମ୍ରତାର ସହ କହିଥିଲି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ଏକ ନୂତନ ଗତିରେ କାର୍ଯ୍ୟ କରିବ। ମୁଁ ସନ୍ତୁଷ୍ଟ ଯେ ଏହି ଗତି ଆଜି ଦୃଶ୍ୟମାନ ହେଉଛି ଏବଂ ଦେଶ ମଧ୍ୟ ଏହାକୁ ସମର୍ଥନ କରୁଛି। ନୂଆ ସରକାର ଗଠନ ହେବା ପରେ ବି. ଜେ. ପି.- ଏନ୍. ଡି. ଏ. କୁ ଦେଶର ଅନେକ ରାଜ୍ୟରେ ଲୋକଙ୍କ ଆଶୀର୍ବାଦ ମିଳିବା ଜାରି ରହିଛି। ଜୁନ ମାସରେ ଓଡ଼ିଶାର ଲୋକମାନେ ବିକଶିତ ଭାରତର ସଂକଳ୍ପକୁ ଗତି ଦେଇଥିଲେ, ପୁଣି ହରିୟାଣାର ଲୋକମାନେ ସମର୍ଥନ କରିଥିଲେ ଏବଂ ଏବେ ଦିଲ୍ଲୀର ଲୋକମାନେ ଆମକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଏକ ବିକଶିତ ଭାରତର ଲକ୍ଷ୍ୟ ପାଇଁ ଦେଶର ଲୋକମାନେ ଆଜି କିପରି କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି, ଏହା ତାହାର ଏକ ସ୍ୱୀକୃତି।

ଇଟି ନାଓ ଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭାଭାଷଣ

February 15th, 08:00 pm

ଶନିବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଇଟି ନାଓଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅଂଶଗ୍ରହଣ କରିଥିଲେ । ତୃତୀୟ ପାଳିରେ ଭାରତବର୍ଷଏକ ବିକାଶମ୍ନୁଖୀ ଦିଗରେ ଗତି କରୁଥିବ ବୋଲି ପୂର୍ବ ଇଟିସିମିଟରେ ସେ କହିଥିବା ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।ବିକଶିତ ଭାରତ ହେବା ଲକ୍ଷ୍ୟରେ ଅନନ୍ୟ ଯୋଗଦାନଦେଇଥିବା ଓଡିଶା, ମହାରାଷ୍ଟ୍ର, ହରିୟାଣା ଓ ନୂଆଦିଲ୍ଲୀଅଧିବାସୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଏକବିକଶିତ ଭାରତ ଲକ୍ଷ୍ୟରେ ଏହି ଦେଶର ନାଗରିକମାନେକାନ୍ଧକୁ କାନ୍ଧ ମିଳାଇ କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖକରିଥିଲେ ।

In Kargil, we didn't just win a war; we showcased the incredible strength of truth, restraint, and capability: PM Modi in Ladakh

July 26th, 09:30 am

PM Modi paid homage to the bravehearts who made the supreme sacrifice in the line of duty on the occasion of 25th Kargil Vijay Diwas in Ladakh. “In Kargil, we not only won the war, we presented an incredible example of 'truth, restraint and strength”, Prime Minister Modi remarked.

କାର୍ଗିଲ ବିଜୟ ଦିବସରେ ଲଦାଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

July 26th, 09:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲଦାଖରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଶ୍ରଦ୍ଧାଞ୍ଜଳି ସମାରୋହରେ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏନସିଓମାନଙ୍କ ଦ୍ୱାରା କାର୍ଗିଲ ଯୁଦ୍ଧ ସମ୍ପର୍କରେ ଗୌରବଗାଥାର ସୂଚନା ଶୁଣିଥିଲେ ଏବଂ ଅମର ସସ୍ମରଣ: ସ୍ମାରକୀ କୁଟୀର ପରିଦର୍ଶନ କରିଥିଲେ । ସେ ବୀର ଭୂମି ମଧ୍ୟ ପରିଦର୍ଶନ କରିଥିଲେ।

୨୦୨୪-୨୫ ବଜେଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

July 23rd, 02:57 pm

ଦେଶକୁ ବିକାଶର ନୂତନ ଶିଖରକୁ ନେଇ ଯାଉଥିବା ଏହି ମହତ୍ୱପୂର୍ଣ୍ଣ ବଜେଟ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ପୂରା ଟିମ୍ ଅନେକ ଅନେକ ଅଭିନନ୍ଦନର ପାତ୍ର ଅଟନ୍ତି ।

୨୦୨୪ - ୨୫ ବଜେଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

July 23rd, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୪- ୨୫ ଆର୍ଥିକ ବର୍ଷର ବଜେଟକୁ ପ୍ରଶଂସା କରିଛନ୍ତି ।

ଫେବୃଆରୀ ୧୧ ରେ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 09th, 05:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଫେବୃଆରୀ ୧୧ ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ସେ ମଧ୍ୟପ୍ରଦେଶର ଝାବୁଆ ଠାରେ ପ୍ରାୟ ୭୫୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ।

Our connectivity initiatives emerged as a lifeline during the COVID Pandemic: PM Modi

November 01st, 11:00 am

PM Modi and President Sheikh Hasina of Bangladesh jointly inaugurated three projects in Bangladesh. We have prioritized the strengthening of India-Bangladesh Relations by enabling robust connectivity and creating a Smart Bangladesh, PM Modi said.