ସମାଜ ପ୍ରତି ପୋପ୍ ଫ୍ରାନ୍ସିସଙ୍କ ସେବାକୁ ସମଗ୍ର ବିଶ୍ୱ ସର୍ବଦା ସ୍ମରଣ କରିବ: ପ୍ରଧାନମନ୍ତ୍ରୀ

April 26th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସମଗ୍ର ଭାରତର ଦେଶବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ଜୀ ପୋପ୍ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । “ସମାଜ ପ୍ରତି ପୋପ୍ ଫ୍ରାନ୍ସିସଙ୍କ ସେବାକୁ ସମଗ୍ର ବିଶ୍ୱ ସର୍ବଦା ସ୍ମରଣ କରିବ” ଶ୍ରୀ ମୋଦୀ କହିଛନ୍ତି ।

ପୋପ୍ ଫ୍ରାନ୍ସିସଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

April 21st, 02:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୋପ୍ ଫ୍ରାନ୍ସିସ୍ଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି । ସେ ତାଙ୍କୁ କରୁଣା, ବିନମ୍ରତା ଏବଂ ଆଧ୍ୟାତ୍ମିକ ସାହସର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି ।

ଭାରତର କ୍ୟାଥଲିକ ବିଶପ ସମ୍ମିଳନୀ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 23rd, 09:24 pm

ମାତ୍ର ୩-୪ ଦିନ ତଳେ ମୁଁ ଖ୍ରୀଷ୍ଟମାସ ପାଳନ ପାଇଁ ଭାରତ ସରକାରରେ ଥିବା ମୋର ସହକର୍ମୀ ଜର୍ଜ କୁରିୟନଜୀଙ୍କ ଘରକୁ ଯାଇଥିଲି। ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଉପସ୍ଥିତ ରହିବା ମଧ୍ୟ ଏକ ଆନନ୍ଦର ବିଷୟ। କାଥୋଲିକ ବିଶପ୍ କନଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ)ର ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟମାସରେ ଆପଣଙ୍କ ସହ ମିଶିବା ମୋ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ସିବିସିଆଇ ପ୍ରତିଷ୍ଠାର ୮୦ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ଅବସର ମଧ୍ୟ ବିଶେଷ। ଏହି ଅବସରରେ ମୁଁ ସିବିସିଆଇ ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ବହୁତ -ବହୁତ ଅଭିନନ୍ଦନ ଜଣାଉଛି ।

କ୍ୟାଥୋଲିକ ବିଶପ୍ସ କନ୍‌ଫରେନ୍ସ ଅଫ୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 23rd, 09:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ର ପରିସରରେ କାଥୋଲିକ୍ ବିଶପ୍ସ କନ୍‌ଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତର କ୍ୟାଥଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।

ସମ୍ମାନନୀୟ ଜର୍ଜ ଜ୍ୟାକବ୍ କୁୱାକାଡ୍‌ଙ୍କୁ ପରମ ପୂଜ୍ୟ ପୋପ୍ ଫ୍ରାନ୍ସିସ୍‌ଙ୍କ ଦ୍ୱାରା ପବିତ୍ର ରୋମାନ୍ କ୍ୟାଥଲିକ୍ ଚର୍ଚର କାର୍ଡିନଲ୍ କରାଯାଇଥବାରୁ ଆନନ୍ଦିତ : ପ୍ରଧାନମନ୍ତ୍ରୀ

December 08th, 09:48 am

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରମ ପୂଜ୍ୟ ପୋପ୍ ଫ୍ରାନ୍ସିସ୍‌ଙ୍କ ଦ୍ୱାରା ସମ୍ମାନନୀୟ ଜର୍ଜ ଜ୍ୟାକବ୍ କୁୱାକାଡ୍‌ଙ୍କୁ ପବିତ୍ର ରୋମାନ୍ କ୍ୟାଥଲିକ୍ ଚର୍ଚର କାର୍ଡିନଲ୍ କରାଯାଇଥବାରୁ ସେ ଅତ୍ୟନ୍ତ ଆନନ୍ଦିତ ।

It is a matter of immense pride for India that Archbishop George Koovakad will be created as a Cardinal by His Holiness Pope Francis: Prime Minister

December 07th, 09:31 pm

The Prime Minister remarked today that it was a matter of immense pride for India that Archbishop George Koovakad will be created as a Cardinal by His Holiness Pope Francis.

A Special Christmas at PM Modi’s Residence

December 26th, 05:08 pm

Prime Minister Narendra Modi recently celebrated Christmas with the Christian community. His interaction, imbued with warmth and respect, underscored the deep-rooted values of pluralism and inclusivity that are the bedrock of India's vibrant democracy.

୭,ଲୋକ କଲ୍ୟାଣ ମାର୍ଗର ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 25th, 02:28 pm

ଏହି ବିଶେଷ ଏବଂ ପବିତ୍ର ପର୍ବ ଅବସରରେ ଆପଣମାନେ ସମସ୍ତେ ମୋ ବାସଭବନରେ ଏକାଠି ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଯେତେବେଳେ ଇଣ୍ଡିଆନ୍ ମାଇନୋରିଟି ଫାଉଣ୍ଡେସନ୍ ଏକାଠି ଖ୍ରୀଷ୍ଟମାସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲା, ମୁଁ ପରାମର୍ଶ ଦେଇଥିଲି, ମୋ ଘରେ ଏହାକୁ କାହିଁକି ପାଳନ କରାଯିବ ନାହିଁ, ଏବଂ ଏହି ପରି ଭାବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେଣୁ ଏହା ମୋ ପାଇଁ ଖୁସିର ଅବସର। ଅନୀଲ ଜୀ ବହୁତ ସାହାଯ୍ୟ କରିଛନ୍ତି ଏବଂ ମୁଁ ତାଙ୍କ ନିକଟରେ ବିଶେଷ ଭାବରେ କୃତଜ୍ଞ । ତେଣୁ ମୁଁ ଏହାକୁ ଖୁସିରେ ଗ୍ରହଣ କରିଥିଲି। ଏହି ପଦକ୍ଷେପ ପାଇଁ ମୁଁ ମାଇନୋରିଟି ଫାଉଣ୍ଡେସନକୁ ମଧ୍ୟ ବହୁତ ଧନ୍ୟବାଦ ଜଣାଉଛି ।

ଖ୍ରୀଷ୍ଟମାସ ଅବସରରେ ଖ୍ରୀଷ୍ଟିଆନ ସମୁଦାୟ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

December 25th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭, ଲୋକ କଲ୍ୟାଣ ମାର୍ଗ, ନୂଆଦିଲ୍ଲୀଠାରେ ଖ୍ରୀଷ୍ଟମାସ ଅବସରରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି । ଖ୍ରୀଷ୍ଟମାସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ମଧ୍ୟ ସେ ସମ୍ବୋଧିତ କରିଥିଲେ। ସ୍କୁଲ ପିଲାମାନେ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ।

ପୋପ ଫ୍ରାନ୍ସିସଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

March 31st, 09:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋପ ଫ୍ରାନ୍ସିସଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବର୍ଷ 2021 ର 21ଟି ସ୍ୱତନ୍ତ୍ର ଫଟୋ

December 31st, 11:59 am

ବର୍ଷ 2021 ଶେଷ ହେବାକୁ ଯାଉଥିବାବେଳେ, ଏଠାରେ ନଜର ପକାନ୍ତୁ ବର୍ଷ 2021 ର ପ୍ରଧାନମନ୍ତ୍ରୀ ମୋଦୀଙ୍କ କିଛି ସ୍ୱତନ୍ତ୍ର ଫଟୋ ।

ପ୍ରଧାନମନ୍ତ୍ରୀଙ୍କ ଭାଟିକାନ ସିଟି ପରିଦର୍ଶନ

October 30th, 02:27 pm

ପରମପୂଜ୍ୟ ପୋପ୍ ଫ୍ରାନ୍ସିସ୍ ଶନିବାର, ୩୦ ଅକ୍ଟୋବର ୨୦୨୧ରେ ଭାଟିକାନ ସିଟିର ଆପୋଷ୍ଟୋଲିକ ପ୍ୟାଲେସ ଠାରେ ସୀମିତସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଛନ୍ତି।