ପ୍ରଧାନମନ୍ତ୍ରୀ କୁସ୍ତି ଖେଳାଳି ପୂଜା ଗେହଲଟଙ୍କୁ ତାଙ୍କର ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉତ୍ସାହିତ କଲେ
August 07th, 08:48 am
ଏଏନଆଇର ଏକ ଟ୍ୱିଟରେ କୁସ୍ତି ଖେଳାଳି ପୂଜା ଗେହଲଟ ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ କାଂସ୍ୟ ପଦକ ଜିତି ଭାବୁକ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଏହା ଉପରେ ଜବାବ ଦେଇ ପୂଜା ଗେହଲଟଙ୍କୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଉତ୍ସାହିତ କରିଛନ୍ତି ।ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତିରେ କାଂସ୍ୟ ପଦକ ବିଜେତା ପୂଜା ଗେହଲତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
August 06th, 10:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତିରେ କାଂସ୍ୟ ପଦକ ବିଜେତା ପୂଜା ଗେହଲୋତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।