ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 15th, 06:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଧୀନତା ଦିବସ ଅବସରରେ ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏହି ଜାତୀୟ ଉତ୍ସବ ଆମ ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବିଶ୍ୱସନୀୟ ସାହସ, ଅକ୍ଳାନ୍ତ ସଂଘର୍ଷ ଏବଂ ମାତୃଭୂମି ପ୍ରତି ଅତୁଳନୀୟ ସମର୍ପଣର ଏକ ମର୍ମସ୍ପର୍ଶୀ ସ୍ମୃତି ଭାବେ କାର୍ଯ୍ୟ କରିଥାଏ, ଯାହା ଔପନିବେଶିକ ଶାସନର ଅନ୍ତକୁ ସୁନିଶ୍ଚିତ କରିଥିଲା।ଇରାକର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଲି ଫାଲିହ କାଧିମ ଅଲ-ଜୈଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
May 16th, 01:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇରାକ୍ର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଫାଲିହ କାଧିମ ଅଲ-ଜୈଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଭାରତ ଇରାକ ସହିତ ନିଜର ଦୀର୍ଘକାଳୀନ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ଦେଇଥାଏ ଏବଂ ସମସ୍ତ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଦୃଢ଼ ଭାବେ ପ୍ରତିବଦ୍ଧ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
May 09th, 02:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଶ୍ରୀ ଅଜୟ ରାୟଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ
May 02nd, 07:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଅଜୟ ରାୟଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।Prime Minister congratulates Prof. Gobardhan Das on his Appointment
April 25th, 10:47 pm
The Prime Minister, Shri Narendra Modi has congratulated Prof. Gobardhan Das on his appointment as the member of NITI Aayog and extended his best wishes for a successful tenure. Shri Modi said that Prof. Das’s journey, marked by tireless dedication and humility, is truly inspiring. He highlighted Prof. Das’s invaluable contributions in the fields of public health, science, and innovation, noting that the entire nation takes pride in his achievements.ନୀତି ଆୟୋଗର ପୁନର୍ଗଠନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
April 25th, 10:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗର ପୁନର୍ଗଠନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ନୀତି ଆୟୋଗ ଭାରତର ନୀତି ନିର୍ଦ୍ଧାରଣ ଢାଞ୍ଚାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଉଭା ହୋଇଛି, ଯାହା ସମବାୟ ସଂଘୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛି, ପ୍ରମୁଖ ସଂସ୍କାରଗୁଡ଼ିକୁ ତ୍ୱରାନ୍ୱିତ କରୁଛି ଏବଂ ନାଗରିକମାନଙ୍କ ପାଇଁ 'ସହଜ ଜୀବନଶୈଳୀ ’ ବୃଦ୍ଧି କରୁଛି। ଏହି ଅନୁଷ୍ଠାନ ବିଭିନ୍ନ କ୍ଷେତ୍ରରେ ନବସୃଜନ ଏବଂ ଦୀର୍ଘକାଳୀନ ରଣନୈତିକ ଚିନ୍ତାଧାରା ପାଇଁ ଏକ ଗତିଶୀଳ ମଞ୍ଚ ଭାବେ କାର୍ଯ୍ୟ ଜାରି ରଖିଛି।Prime Minister extends best wishes on the special occasion of Puthandu
April 14th, 09:21 am
The Prime Minister, Shri Narendra Modi has extended best wishes on the special occasion of Puthandu.Prime Minister extends his best wishes to Shri Harivansh upon his nomination to the Rajya Sabha
April 10th, 02:20 pm
PM Modi extended his heartiest best wishes to Shri Harivansh for his upcoming parliamentary tenure following his nomination to the Rajya Sabha. He remarked that Shri Harivansh has made an invaluable contribution to both journalism and public life, establishing himself as a respected intellectual and thinker. He also pointed out that his profound thoughts and insights have significantly enriched the proceedings of the House over the past few years.Prime Minister extends his best wishes to Shri Nitish Kumar upon his taking oath as Rajya Sabha MP
April 10th, 02:07 pm
PM Modi extended his heartiest congratulations and best wishes to Shri Nitish Kumar on the occasion of him taking oath as a Member of the Rajya Sabha. The PM remarked that Shri Nitish Kumar is one of the nation's most experienced leaders whose commitment to good governance and indelible contribution to Bihar's development are widely recognized. He noted that it is a pleasure to see him return to Parliament.ରାମ ନବମୀ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 26th, 12:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମ ନବମୀର ପବିତ୍ର ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଙ୍କ ଜୀବନ, ଯାହା ବଳିଦାନ, ତପସ୍ୟା ଏବଂ ଆତ୍ମସଂଯମ ଦ୍ୱାରା ଚିହ୍ନିତ, ଲୋକମାନଙ୍କୁ ଶକ୍ତି ଏବଂ ଦୃଢ଼ ସଂକଳ୍ପ ସହିତ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାକୁ ପ୍ରେରଣା ଦେଉଛି।Prime Minister extends Eid-ul-Fitr greetings to everyone
March 21st, 08:24 am
Prime Minister Shri Narendra Modi today extended his heartiest greetings to the nation on the auspicious occasion of Eid-ul-Fitr.Prime Minister Speaks with Amir of Qatar
March 19th, 10:00 pm
During a telephone conversation with His Highness Sheikh Tamim bin Hamad Al Thani, the Amir of Qatar, PM Modi conveyed Eid greetings. The PM strongly condemned the attacks on the region’s energy infrastructure and expressed gratitude for the care and support extended to the Indian community in Qatar. Both countries stand for safe and free navigation through the Strait of Hormuz.ଗୁଡ଼ି ପଡ଼ୱା, ଉଗାଡି, ଚେତି ଚାନ୍ଦ, ନଭରେହ ଏବଂ ସାଜିବୁ ଚେରାଓବା ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ
March 19th, 08:46 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଡ଼ି ପଡ଼ୱା, ଉଗାଡି, ଚେତି ଚାନ୍ଦ, ନଭରେହ ଏବଂ ସାଜିବୁ ଚେରାଓବା ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ।ନବ ସମ୍ଭତ୍ସରର ସ୍ୱତନ୍ତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 19th, 08:03 am
ସମୃଦ୍ଧିରେ ପରିପୂର୍ଣ୍ଣ ଏକ ବର୍ଷ ଏବଂ ଜାତୀୟ ପ୍ରଗତି ପ୍ରତି ଏକ ନୂତନ ପ୍ରତିବଦ୍ଧତା କାମନା କରି ପ୍ରଧାନମନ୍ତ୍ରୀ ନବ ସମ୍ଭତ୍ସରର ପବିତ୍ର ଅବସରରେ ଦେଶବାସୀକୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।Prime Minister congratulates Rastriya Swatantra Party leaders on electoral success in Nepal
March 09th, 10:04 pm
The Prime Minister, Shri Narendra Modi, had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP), and Mr. Balendra Shah, Senior Leader of the RSP.ଆଇସସିସି ପୁରୁଷ ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଟିମ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
March 08th, 11:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଜିତିଥିବାରୁ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଉଲ୍ଲେଖନୀୟ ବିଜୟ ଅସାଧାରଣ ଦକ୍ଷତା, ଦୃଢ଼ ସଂକଳ୍ପ ଏବଂ ଦଳଗତ କାର୍ଯ୍ୟକୁ ପ୍ରତିଫଳିତ କରିଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରତିଯୋଗିତାରେ ଦଳ ଚମତ୍କାର ଧୈର୍ଯ୍ୟ ପ୍ରଦର୍ଶନ କରିଥିଲା।Prime Minister extends warm wishes on the occasion of Attukal Pongala
March 03rd, 07:13 pm
The Prime Minister, Shri Narendra Modi has extended his warm wishes to the people on the sacred occasion of Attukal Pongala.ଉତ୍ତର ପ୍ରଦେଶର ମିରଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର
February 22nd, 01:30 pm
ଉତ୍ତର ପ୍ରଦେଶର ସମ୍ମାନନୀୟ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ପଙ୍କଜ ଚୌଧୁରୀ ଜୀ, ଜୟନ୍ତ ଚୌଧୁରୀ ଜୀ, ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ୟୁପି ସରକାରଙ୍କ ମନ୍ତ୍ରୀଗଣ, ସଂସଦରେ ମୋର ସାଥୀମାନେ, ବିଧାୟକଗଣ ଏବଂ ବହୁ ସଂଖ୍ୟାରେ ଏଠାରେ ଏକତ୍ରିତ ହୋଇଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ!ଭାରତର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 22nd, 01:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେରଠରେ ନମୋ ଭାରତ ରାପିଡ୍ ରେଳ ଏବଂ ମେରଠ ମେଟ୍ରୋ ମାର୍ଗକୁ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ‘ବିକଶିତ ଉତ୍ତର ପ୍ରଦେଶ' ଏବଂ ବିକଶିତ ଭାରତ’ ଲକ୍ଷ୍ୟକୁ ଗତିଶୀଳ କରିବ ବୋଲି ସେ କହିଛନ୍ତି। ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ପ୍ଲାଟଫର୍ମରୁ ଗୋଟିଏ ଦିନରେ ଗୋଟିଏ ରାପିଡ୍ ରେଳ ଏବଂ ମେଟ୍ରୋ ସେବା ଆରମ୍ଭ ହୋଇଛି।ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
February 20th, 09:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।