The opposition is not a ‘gathbandhan’ but a ‘gharbandhan’: PM Modi during the interaction with Mahila Karyakartas of Bihar

November 04th, 10:30 pm

PM Modi interacted with spirited women karyakartas of the Bharatiya Janata Party from Bihar as part of the “Mera Booth, Sabse Mazboot” outreach initiative. The interaction was marked by warmth, humour, and conviction as PM Modi hailed the vital role of women in strengthening democracy and steering India towards a Viksit Bharat.

PM Modi interacts with Mahila Karyakartas of Bihar under “Mera Booth, Sabse Mazboot” initiative

November 04th, 03:30 pm

PM Modi interacted with spirited women karyakartas of the Bharatiya Janata Party from Bihar as part of the “Mera Booth, Sabse Mazboot” outreach initiative. The interaction was marked by warmth, humour, and conviction as PM Modi hailed the vital role of women in strengthening democracy and steering India towards a Viksit Bharat.

When the youth lead, the nation moves forward: PM Modi during Mera Booth Sabse Mazboot - Yuva Samvaad

October 23rd, 06:06 pm

Prime Minister Narendra Modi interacted with spirited Yuva Karyakartas from Bihar under the “Mera Booth, Sabse Mazboot – Yuva Samvaad” initiative, blending inspiration with realism as he urged the youth to be the torchbearers of a Viksit Bharat.

PM Modi addresses the Yuva Karyakartas of Bihar during “Mera Booth, Sabse Mazboot – Yuva Samvaad” programme

October 23rd, 06:00 pm

Prime Minister Narendra Modi interacted with spirited Yuva Karyakartas from Bihar under the “Mera Booth, Sabse Mazboot – Yuva Samvaad” initiative, blending inspiration with realism as he urged the youth to be the torchbearers of a Viksit Bharat.

The spirit of Seva, Sangathan, and Samarpan defines Bihar’s BJP cadre: PM Modi during “Mera Booth Sabse Mazboot”

October 15th, 06:30 pm

PM Modi interacted with dedicated BJP karyakartas from Bihar as part of the “Mera Booth Sabse Mazboot” initiative, reaffirming that the booth remains the foundation of the party’s success and the strength of democracy itself.

PM Modi interacts with BJP Karyakartas from Bihar under “Mera Booth Sabse Mazboot” campaign

October 15th, 06:00 pm

PM Modi interacted with dedicated BJP karyakartas from Bihar as part of the “Mera Booth Sabse Mazboot” initiative, reaffirming that the booth remains the foundation of the party’s success and the strength of democracy itself.

ସମବାୟ କ୍ଷେତ୍ରରେ ଥିବା ବହୁମୁଖୀ ଉଦ୍ୟୋଗର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

February 24th, 10:36 am

ଆଜି ଭାରତ ମଣ୍ଡପମ ବିକଶିତ ଭାରତର ଅମୃତ ଯାତ୍ରା ଅବସରରେ ମିଳିଥିବା ଅଭିଜ୍ଞତାର ଏକ ସାକ୍ଷୀ। ସମବାୟରୁ ସମୃଦ୍ଧିର ଯେଉଁ ସଂକଳ୍ପ ଦେଇ ନେଇଛି, ଏହାକୁ ସାକାର କରିବା ଦିଗରେ ଆମେ ଆଜି ଆଗକୁ ବଢ଼ିଚାଲିଛୁ। କୃଷି ଏବଂ କୃଷକଙ୍କ ମୂଳଦୁଆ ମଜଭୁତ କରିବା ପାଇଁ ସମବାୟର ଶକ୍ତି ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ। ଏହି ବିଚାରକୁ ନେଇ ଆମେ ଅଲଗା ସମବାୟ ମନ୍ତ୍ରଣାଳୟ ଗଠନ କରିଛୁ। ଏବେ ଏହି ବିଚାରଧାରାକୁ ନେଇ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଆମେ ଆମ କୃଷକମାନଙ୍କ ପାଇଁ ବିଶ୍ବର ସବୁଠାରୁ ବଡ଼ ଶସ୍ୟ ଭଣ୍ଡାର ଯୋଜନା ଅନ୍ୟ ଅର୍ଥରେ ଭଣ୍ଡାରଣ ଯୋଜନା ଆରମ୍ଭ କରୁଛୁ। ଏହା ପରେ ପରେ ଦେଶର ପ୍ରତି କୋଣରେ ହଜାର ହଜାର ଓୟାର ହାଉସ (ଭଣ୍ଡାର ଗୃହ) ନିର୍ମାଣ କରାଯିବ। ହଜାର ହଜାର ଗୋଦାମ ମଧ୍ୟ ନିର୍ମାଣ କରାଯିବ। ଆଜି 18 ହଜାର ପେକ୍ସର କମ୍ପ୍ୟୁଟର ଶିକ୍ଷା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହି ସମସ୍ତ କାର୍ଯ୍ୟ ଦେଶର କୃଷିକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ସହିତ ସଂଯୁକ୍ତ କରିବ। ମୁଁ ଏହି ସମସ୍ତ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଏବଂ ଭବିଷ୍ୟତଦ୍ରଷ୍ଟା ପରିଣାମ ରହିଥବା କାର୍ଯ୍ୟକୁ ନେଇ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ଅନେକ ଶୁଭକାମନା ମଧ୍ୟ ଦେଉଛି।

ପ୍ରଧାନମନ୍ତ୍ରୀ ସମବାୟ କ୍ଷେତ୍ର ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଉଦଘାଟନ କରିଛନ୍ତି ଏବଂ ଶିଳାନ୍ୟାସ କରିଛନ୍ତି

February 24th, 10:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସମବାୟ କ୍ଷେତ୍ର ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ୧୧ ଟି ରାଜ୍ୟର ୧୧ଟି ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ରେ ଚାଲିଥିବା 'ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା' ର ପାଇଲଟ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଏହି ପଦକ୍ଷେପ ଅଧୀନରେ ଗୋଦାମ ଏବଂ ଅନ୍ୟାନ୍ୟ କୃଷି ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ଅତିରିକ୍ତ ୫୦୦ଟି ପ୍ୟାକ୍ସର ଶିଳାନ୍ୟାସ କରିଥିଲେ ।

ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 18th, 12:47 pm

ବିକାଶ ଭାରତ ସଂକଳ୍ପ ଯାତ୍ରାକୁ ଦୁଇ ମାସ ପୂରିଛି। ଏହି ଯାତ୍ରାରେ ଚାଲୁଥିବା ବିକାଶ ରଥ ହେଉଛି ବିଶ୍ୱାସ ରଥ ଏବଂ ଏବେ ଲୋକମାନେ ଏହାକୁ ଗ୍ୟାରେଣ୍ଟି ରଥ ମଧ୍ୟ କହୁଛନ୍ତି । ଏଥିରୁ କେହି ବଞ୍ଚିତ ହେବେ ନାହିଁ ଏବଂ କୌଣସି ଯୋଜନାର ଲାଭରୁ କେହି ବଞ୍ଚିତ ହେବେ ନାହିଁ ବୋଲି ବିଶ୍ୱାସ ରହିଛି। ତେଣୁ ଯେଉଁ ଗାଁରେ ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ି ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ, ସେଠାରେ ଏବେ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଛି। ଆଉ ସେଥିପାଇଁ ପୂର୍ବରୁ ଆମେ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା କରିବାକୁ ଯୋଜନା କରିଥିଲୁ, କିନ୍ତୁ ଆମକୁ ଏତେ ସମର୍ଥନ ମିଳିଛି, ଏହାର ଏତେ ଚାହିଦା ବଢିଛି, ପ୍ରତ୍ୟେକ ଗାଁର ଲୋକମାନେ କହୁଛନ୍ତି ମୋଦିଙ୍କ ନିଶ୍ଚିତ ଗାଡି ଆମ ସ୍ଥାନକୁ ଆସିବା ଉଚିତ । ତେଣୁ ଯେତେବେଳେ ମୁଁ ଏ ବିଷୟରେ ଜାଣିବାକୁ ପାଉଛି, ମୁଁ ଆମ ସରକାରୀ ଅଧିକାରୀମାନଙ୍କୁ କହିଛି ଯେ ଜାନୁଆରୀ ୨୬ ପର୍ଯ୍ୟନ୍ତ ନୁହେଁ ବରଂ ଏହାକୁ ଟିକିଏ ବୃଦ୍ଧି କରନ୍ତୁ। ଲୋକଙ୍କୁ ଏହାର ଆବଶ୍ୟକତା ରହିଛି, ଲୋକଙ୍କ ଦାବି ରହିଛି, ତେଣୁ ଆମକୁ ଏହାକୁ ପୂରଣ କରିବାକୁ ପଡ଼ିବ। ତେଣୁ ବୋଧହୁଏ କିଛି ଦିନ ପରେ ନିଷ୍ପତ୍ତି ନିଆଯିବ ଯେ ଏହି ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ି ସମ୍ଭବତଃ ଫେବ୍ରୁଆରି ମାସରେ ମଧ୍ୟ ଚାଲିବ।

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

January 18th, 12:46 pm

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଦୁଇ ମାସ ପୂର୍ତ୍ତି ଅବସରରେ ଉଲ୍ଲେଖ କରି କହିଥିଲେ ଯେ ଯାତ୍ରାର ବିକାଶ ରଥ ବିଶ୍ୱାସ ରଥରେ ପରିଣତ ହୋଇଛି ଏବଂ କେହି ପଛରେ ପଡ଼ିବେ ନାହିଁ ବୋଲି ବିଶ୍ୱାସ ରହିଛି। ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜାନୁଆରୀ ୨୬ ପରେ ଏବଂ ଫେବୃଆରୀ ପର୍ଯ୍ୟନ୍ତ ଭିବିଏସୱାଇ ସଂପ୍ରସାରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜସ୍ଥାନର ଶିକରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ/ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

July 27th, 12:00 pm

ରାଜସ୍ଥାନର ରାଜ୍ୟପାଳ ଶ୍ରୀମାନ କାଲରାଜ ମିଶ୍ର ଜୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଜୀ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସାଥିଗଣ, ବିଧାୟଗଗଣ ଏବଂ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଆଜି ଏହି କାର୍ଯ୍ୟକ୍ରମରେ ଦେଶର ଲକ୍ଷ ଲକ୍ଷ ସ୍ଥାନରୁ ଆମ ସହ କୋଟି କୋଟି କୃଷକ ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ରାଜସ୍ଥାନର ଭୂମିରୁ ଦେଶର ସେହି କୋଟି କୋଟି କୃଷକମାନଙ୍କୁ ପ୍ରଣାମ କରୁଛି । ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ-ଭଉଣମାନେ ମଧ୍ୟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

July 27th, 11:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଶିକରରେ ବିଭନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦେଶ ପାଇଁ ୧.୨୫ ଲକ୍ଷ ପିଏମ କିଶାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେସ), ଗନ୍ଧକ ପ୍ରଲେପ ଯୁକ୍ତ ଏକ ନୂଆ କିସମର ୟୁରିଆ ‘ୟୁରିଆ ଗୋଲ୍ଡ’, ୧୬୦୦ କୃଷକ ଉତ୍ପାଦନ ସଂଗଠନକୁ ଡିଜିଟାଲ ବାଣିଜ୍ୟ ଓପନ ନେଟୱର୍କ (ଓଏନଡିସି) ସହ ମିଶ୍ରଣ, ୮.୫ କୋଟି ହିତାଧିକାରୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି (ପିଏମକେଆଇଏସଏଏନ) ପାଇଁ ୧୭,୦୦୦ କୋଟି ଟଙ୍କାର ଚତୁର୍ଦଶ କିସ୍ତି ଜାରି, ପାଞ୍ଚଟି ମେଡିକାଲ କଲେଜ ଉଦଘାଟନ ସହ ସାତଟି ମେଡିକାଲ କଲେଜର ଶିଳାନ୍ୟାସ । ୫ଟି ମେଡିକାଲ କଲେଜ ଚିତ୍ତୋରଗଡ଼, ଧୋଲପୁର, ସିରୋହୀ, ଶିକର ଓ ଶ୍ରୀଗଙ୍ଗାନଗର ଠାରେ ଉଦଘାଟିତ ହୋଇଥିବା ବେଳେ ସାତଟି ମେଡିକାଲ କଲେଜ ବରନ, ବୁନ୍ଦି, କାରାଉଲି, ଝୁନଝୁନ, ସୱାଇ ମାଧୋପୁର, ଜୈସଲମେର ଓ ଟୋଙ୍କ ଠାରେ ଶିଳାନ୍ୟାସ ହୋଇଛି । ଏହାଛଡ଼ା ଉଦୟପୁର, ବାଂଶୱାରା, ପ୍ରତାପଗଡ଼ ଓ ଡୁଙ୍ଗରପୁର ଠାରେ ଜିଲ୍ଲାରେ ଛଅଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦଘାଟନ ହୋଇଥିବା ବେଳେ ଯୋଧପୁରର ଟିଭ୍ରୀ ଠାରେ ମଧ୍ୟ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ପ୍ରଧାନମନ୍ତ୍ରୀ କରିଛନ୍ତି ।

୧୭ତମ ଭାରତୀୟ ସମବାୟ କଂଗ୍ରେସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ

July 01st, 11:05 am

ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଶ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସମବାୟ ୟୁନିୟନର ସଭାପତି ଶ୍ରୀ ଅମିତ ସଂଘାନୀ, ଡକ୍ଟର ଚନ୍ଦ୍ରପାଲ ସିଂହ ଯାଦବ, ଦେଶର ବିଭିନ୍ନ କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା ସମବାୟ ସଂଘର ସମସ୍ତ ସଦସ୍ୟ, ଆମର କୃଷକ ଭାଇ ଓ ଭଉଣୀମାନେ, ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ, ମହିଳାଏବଂ ଭଦ୍ର ବ୍ୟକ୍ତିମାନେ, ଆପଣ ସମସ୍ତଙ୍କୁ ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀକୁ ଅନେକ ଅନେକ ଅଭିନନ୍ଦନ । ମୁଁ ଆପଣ ସମସ୍ତଙ୍କୁ ଏହି ସମ୍ମିଳନୀକୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ।

ନୂଆଦିଲ୍ଲୀରେ ୧୭ତମ ସମବାୟ କଂଗ୍ରେସକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 01st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ସମବାୟ ଦିବସ ଅବସରରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି “ଅମୃତ କାଳ : ଏକ ଉଜ୍ଜ୍ୱଳ ଭାରତ ପାଇଁ ସମବାୟ ଜରିଆରେ ସମୃଦ୍ଧି’’। ଶ୍ରୀ ମୋଦୀ ସମବାୟ ବିପଣନ ପାଇଁ ଇ-କମର୍ସ ୱେବସାଇଟର ଇ-ପୋର୍ଟାଲ ଏବଂ ସମବାୟ ସମ୍ପ୍ରସାରଣ ଓ ପରାମର୍ଶ ସେବା ପୋର୍ଟାଲକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି।

I guarantee that the strictest possible action will be taken against the corrupt: PM Modi

June 27th, 12:04 pm

PM Modi flagged off five Vande Bharat Trains that will connect the six states of India including Madhya Pradesh, Goa, Karnataka, Jharkhand, Maharashtra and Bihar. After this, he addressed a public meeting on ‘Mera Booth Sabse Majboot’ in Bhopal. PM Modi acknowledged the role of the state of Madhya Pradesh in making the BJP the biggest political party in the world.

PM Modi addresses Party Karyakartas during ‘Mera Booth Sabse Majboot’ in Bhopal, Madhya Pradesh

June 27th, 11:30 am

PM Modi flagged off five Vande Bharat Trains that will connect the six states of India including Madhya Pradesh, Goa, Karnataka, Jharkhand, Maharashtra and Bihar. After this, he addressed a public meeting on ‘Mera Booth Sabse Majboot’ in Bhopal. PM Modi acknowledged the role of the state of Madhya Pradesh in making the BJP the biggest political party in the world.

BJP’s sankalpa is to make Karnataka the No.1 state in India: PM Modi in Kolar

April 30th, 12:00 pm

With Prime Minister Narendra Modi's public address in Kolar today, the campaign for the upcoming Karnataka Assembly elections has started to gather pace. Addressing the massive crowd, the PM said, “This election of Karnataka is not just to make MLA, Minister or CM for the coming 5 years. This election is to strengthen the foundation of the roadmap of a developed India in the coming 25 years.”

PM Modi addresses three public rallies in poll bound Karnataka

April 30th, 11:40 am

With Prime Minister Narendra Modi's public addresses in Kolar, Channapatna and Belur today, the campaign for the upcoming Karnataka Assembly elections has started to gather pace. PM Modi sought blessings from the people of Karnataka for a full majority BJP government in the state.

କିସାନ କ୍ରେଡିଟ କାର୍ଡ ଆମ ପରିଶ୍ରମୀ ଚାଷୀମାନଙ୍କ ଜୀବନକୁ ସହଜ କରିଛି: ପ୍ରଧାନମନ୍ତ୍ରୀ

April 06th, 11:23 am

ହାଥରସ ସାଂସଦ ଶ୍ରୀ ରାଜଭିର ଦିଲେର ଏକ ଟ୍ୱିଟ ଶୃଙ୍ଖଳରେ କିସାନ କ୍ରେଡିଟ କାର୍ଡରେ ଚାଷୀମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ସୂଚନା ଦେଇଛନ୍ତି ।

୨୭ ଫେବୃଆରୀରେ କର୍ଣ୍ଣାଟକ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

February 25th, 01:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଫେବୃଆରୀ ୨୦୨୩ ରେ କର୍ଣ୍ଣାଟକ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧.୪୫ ଟା ରେ ପ୍ରଧାନମନ୍ତ୍ରୀ ଶିବାମୋଗା ବିମାନବନ୍ଦରକୁ ତଦାରଖ କରିବେ, ଏହା ପରେ ସେ ଶିବାମୋଗା ଠାରେ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଉଦ୍‌ଘାଟନ କରିବେ ଏବଂ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୩.୧୫ ସମୟରେ ପ୍ରଧାନମନ୍ତ୍ରୀ ବେଲାଗାଭି ଠାରେ ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ତାହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ପିଏମ୍ – କିଷାନ ଯୋଜନାର ୧୩ ତମ କିସ୍ତି ଅର୍ଥ ଜାରି କରିବେ ।