ଭିଏତନାମର ଫୁ କ୍ୱୋକ୍ ନିକଟରେ ଭାରତୀୟ ନାଗରିକମାନଙ୍କୁ ନେଇ ଘଟିଥିବା ଡଙ୍ଗା ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ
July 11th, 06:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଏତନାମର ଫୁ କ୍ୱୋକ୍ ନିକଟରେ ଭାରତୀୟ ନାଗରିକମାନଙ୍କୁ ନେଇ ଘଟିଥିବା ଦୁଃଖଦ ଡଙ୍ଗା ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।