ଫିଲିପାଇନ୍ସରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନୀ ଏବଂ କ୍ଷୟକ୍ଷତି ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
October 01st, 03:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିଲିପାଇନ୍ସରେ ଭୂମିକମ୍ପ ଯୋଗୁଁ ହୋଇଥିବା ଜୀବନହାନୀ ଏବଂ ବ୍ୟାପକ କ୍ଷୟକ୍ଷତି ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ରଣନୀତିକ ଭାଗିଦାରୀ ପ୍ରତିଷ୍ଠା ଉପରେ ଘୋଷଣାନାମା
August 05th, 05:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫିଲିପାଇନ୍ସ ରାଷ୍ଟ୍ରପତି ମହାମହିମ ଶ୍ରୀ ଫର୍ଡିନାଣ୍ଡ ଆର. ମାର୍କୋସ୍ ଜୁନିଅର ୪-୮ ଅଗଷ୍ଟ ୨୦୨୫ରେ ଭାରତ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ମାର୍କୋସଙ୍କ ସହିତ ପ୍ରଥମ ମହିଳା, ମହାମହିମ ଲୁଇସ୍ ଆରାନେଟା ମାର୍କୋସ୍ ଏବଂ ଫିଲିପାଇନ୍ସର ଅନେକ କ୍ୟାବିନେଟ ମନ୍ତ୍ରୀ ଏବଂ ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସମେତ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ଥିଲେ।ଫଳାଫଳ ତାଲିକା: ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ
August 05th, 04:31 pm
ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ରଣନୈତିକ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣାନାମାWe are elevating the India-Philippines relationship to the level of a strategic partnership: PM Modi
August 05th, 03:45 pm
In his remarks during the meeting with Philippines President Marcos Jr, PM Modi announced that India-Philippines relations are elevated to the level of a Strategic Partnership. He expressed satisfaction that over the past few years, relationship between the two countries has progressed in all areas and are now formulating a Plan of Action for the next five years.ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 05th, 11:06 am
ସର୍ବପ୍ରଥମେ, ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଏହି ବର୍ଷ ଭାରତ ଏବଂ ଫିଲିପାଇନ୍ସ ସେମାନଙ୍କର କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି। ଏବଂ ଏହି ପରିପ୍ରେକ୍ଷୀରେ, ତାଙ୍କର ଗସ୍ତର ବିଶେଷ ଗୁରୁତ୍ୱ ରହିଛି। ଆମର କୂଟନୈତିକ ସମ୍ପର୍କ ନୂତନ ହୋଇପାରେ, କିନ୍ତୁ ଆମର ସଭ୍ୟତାଗତ ସମ୍ପର୍କ ପ୍ରାଚୀନ ସମୟରୁ ରହିଆସିଛି। ଫିଲିପାଇନ୍ସର ରାମାୟଣ - ମହାରାଦିଆ ଲୱାନା - ଆମର ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କର ଏକ ଜୀବନ୍ତ ସାକ୍ଷ୍ୟ। ଉଭୟ ଦେଶର ଜାତୀୟ ଫୁଲକୁ ନେଇ ସଦ୍ୟ ଉନ୍ମୋଚିତ ଡାକଟିକଟ, ଆମ ବନ୍ଧୁତାର ସୁଗନ୍ଧକୁ ଦର୍ଶାଏ।ଚଳିତ ସପ୍ତାହରେ ଭାରତ ଉପରେ ବିଶ୍ୱ
February 10th, 06:40 pm
ଏହି ସପ୍ତାହରେ ଭାରତ ଏବଂ ଭାରତୀୟମାନେ ବିଶ୍ୱ ମଞ୍ଚରେ ନିଜର ଉଲ୍ଲେଖନୀୟ ଅଗ୍ରଗତି ଜାରି ରଖିଛନ୍ତି, ଅନ୍ତର୍ଜାତୀୟ ଭାଗିଦାରୀକୁ ସୁଦୃଢ଼ କରିଛନ୍ତି, ମହାକାଶ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି କରିଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧିକୁ ପାଳନ କରୁଛନ୍ତି । ଦକ୍ଷିଣ ପୂର୍ବ ଏସିଆ ସହ ଗଭୀର ସମ୍ପର୍କ କୁ ପ୍ରୋତ୍ସାହିତ କରିବାଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତା ଏବଂ ବିମାନ ଚଳାଚଳକୁ ଆଗକୁ ବଢ଼ାଇବା ପର୍ଯ୍ୟନ୍ତ ଭାରତର ପ୍ରଗତି ବିଶ୍ୱ ଅଂଶୀଦାରଙ୍କ ପାଇଁ ଏକ ପ୍ରମୁଖ ଫୋକସ୍ ହୋଇ ରହିଛି । ଆସନ୍ତୁ ଜାଣିବା ଏହି ସପ୍ତାହର କିଛି ପ୍ରମୁଖ ହାଇଲାଇଟ୍ ଉପରେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଫିଲିପିନ୍ସ ରାଷ୍ଟ୍ରପତି ମହାମହିମ ଫର୍ଡିନାଣ୍ଡ ମାର୍କୋସ ଜୁନିୟରଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
August 05th, 02:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପିନ୍ସ ରାଷ୍ଟ୍ରପତି ମହାମହିମ ଫର୍ଡିନାଣ୍ଡ ମାର୍କୋସ ଜୁନିୟରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।Telephone conversation between Prime Minister and President of Philippines
June 09th, 07:47 pm
Prime Minister Shri Narendra Modi spoke on telephone today with President of Philippines, His Excellency Rodrigo Duterte, and discussed the steps being taken by the two Governments to address the challenges arising out of the COVID-19 pandemic.ଆସିଆନ-ଭାରତ: ସମ୍ମିଳିତ ମୂଲ୍ୟବୋଧ, ସମାନ ଭବିଷ୍ୟତ- ନରେନ୍ଦ୍ର ମୋଦୀ
January 26th, 05:48 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ-ଭାରତ ଭାଗିଦାରୀ ସମ୍ପର୍କରେ “ଆସିଆନ-ଭାରତ : ସମ୍ମିଳିତ ମୂଲ୍ୟବୋଧ, ସମାନ ଭବିଷ୍ୟତ” ଶୀର୍ଷକ ଲେଖାରେ ନିଜର ଦୃଷ୍ଟିକୋଣକୁ ଅବଗତ କରାଇଛନ୍ତି । ଏହି ଲେଖା ଆସିଆନ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରମୁଖ ଦୈନିକ ସମ୍ବାଦପତ୍ରର ସମ୍ପାଦକୀୟ ପୃଷ୍ଠା ମଣ୍ଡନ କରିଛି । ଏହି ଲେଖାର ବିସ୍ତୃତ ପାଠ ନିମ୍ନରେ ପ୍ରଦତ୍ତ ହେଲା ।ଆସିଆନ-ଭାରତ ସ୍ମାରକୀ ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
January 24th, 10:07 pm
ଭାରତ-ଆସିଆନ ଭାଗିଦାରୀତାର 25 ବର୍ଷ ପାଳନ ନିମନ୍ତେ ଅନୁଷ୍ଠିତ ହେଉଥିବା ଆସିଆନ-ଭାରତ ସ୍ମାରକୀ ସମ୍ମିଳନୀ (ଏଆଇସିଏସ)ର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଆଁମାରର ରାଷ୍ଟ୍ରୀୟ କାଉନସେଲର ଡ. ଅଙ୍ଗ ସାନ ସୁ କି, ଭିଏତନାମର ପ୍ରଧାନମନ୍ତ୍ରୀ ଶ୍ରୀ ଙ୍ଗୁଏନ ଜୁଆନ ଫୁକ ଏବଂ ଫିଲିପାଇନ୍ସର ରାଷ୍ଟ୍ରପତି ଶ୍ରୀ ରୋଡ୍ରିଗୋ ରୋଆ ଦୁତେର୍ତେଙ୍କ ସହ ବୁଧବାର ଦିନ ଭିନ୍ନ ଭିନ୍ନ ଦ୍ୱିପାକ୍ଷିକ ବୈଠକେରେ ଭାଗ ନେଇଥିଲେ ।Prime Minister Modi’s address at India-ASEAN Summit in Manila, Philippines
November 14th, 04:21 pm
PM Narendra Modi today said 50 years of ASEAN is an occasion of pride, joy and a time to think ahead about what we can achieve. He remarked, “India places ASEAN at the core of our 'Act East Policy.' Our ties with ASEAN are old and we want to further strengthen cooperation.”Key points from Prime Minister’s address at the 12th East Asia Summit
November 14th, 02:39 pm
At the 12th East Asia Summit, PM Narendra Modi took note that ASEAN began in times of a great global pide, but today as it celebrated its Golden Jubilee, it shone as a beacon of hope; a symbol of peace and prosperity.PM's bilateral meetings on the sidelines of ASEAN Summit in Manila, Philippines
November 14th, 09:51 am
PM Narendra Modi met several world leaders on the sidelines of the ongoing ASEAN Summit in Manila, Philippines.PM holds bilateral talks with President Rodrigo Duterte of Philippines
November 13th, 07:53 pm
PM Narendra Modi today held bilateral talks with President of Philippines, Mr. Rodrigo Duterte in Manila. Several avenues of cooperation between both the countries was discussed during their meeting.ଫିଲିପାଇନ୍ସରେ ଭାରତୀୟ ସମୁଦାୟ ଦ୍ୱାରା ଆୟୋଜିତ ଅଭ୍ୟର୍ଥନା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 13th, 07:34 pm
ଯଦି ଆପଣମାନଙ୍କୁ ଦେଖା ନ କରି ଯାଇଥାଆନ୍ତି ତ ମୋର ଯାତ୍ରା ଅସଂମ୍ପୂର୍ଣ୍ଣ ରହି ଯାଇ ଥାଆନ୍ତା । ଭିନ୍ନ-ଭିନ୍ନ ସ୍ଥାନରୁ ଆପଣମାନେ ସମୟ ବାହାର କରି ଆସିଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 13, 2017
November 13th, 06:53 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଫିଲିପାଇନ୍ସରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 13th, 04:36 pm
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସର ମାନିଲାଠାରେ ଭାରତୀୟ ସମୁଦାୟକୁ ଉଦ୍ବୋଧନ ଦେଇଥିଲେ ।ମାନିଲାରେ ଆସିଆନ ବ୍ୟବସାୟ ଓ ନିବେଶ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ (ନଭେମ୍ବର 13, 2017)
November 13th, 03:28 pm
ମୁଁ ଆରମ୍ଭରୁ ହିଁ ବିଳମ୍ବ ପାଇଁ କ୍ଷମା ମାଗୁଛି । ବ୍ୟବସାୟରେ ବି ରାଜନୀତି ଭଳି ସମୟ ଓ ସମୟର ପାଳନ ଉଭୟ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ବେଳେବେଳେ ନିଜର ସମ୍ପୂର୍ଣ୍ଣ ଚେଷ୍ଟା ସତ୍ତ୍ୱେ ଆମେ କିଛି କରିପାରୁନଥାଉ । ମୋତେ ଫିଲିପାଇନ୍ସକୁ ନିଜର ପ୍ରଥମ ଗସ୍ତରେ ମାନିଲା ପହଂଚି ଅତ୍ୟନ୍ତ ଖୁସି ଲାଗୁଛି ।Prime Minister Modi holds talks with US President Trump
November 13th, 02:31 pm
Prime Minister Narendra Modi today held bilateral talks with US President Donald Trump in Manila, Philippines. The leaders discussed several aspects of India-US partnership in host of sectors.Prime Minister visits the Mahaveer Philippine Foundation
November 13th, 11:45 am
PM Narendra Modi visited the Mahaveer Philippine Foundation, a long running humanitarian cooperation programme between India and the Philippines. It was set up by the highly regarded Indian–origin Mayor of Manila Dr. Ramon Bagatsing.