ଚାପମୁକ୍ତ ପରୀକ୍ଷା ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ

February 06th, 01:03 pm

16 ଫେବୃୟାରୀ ,ଦିନ 12 ଟା ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ବିଦ୍ୟାର୍ଥିମାନଙ୍କ ସହ ମତ ବିନିମୟ କରିବେ । ପରୀକ୍ଷା ବେଳେ ଚାପମୁକ୍ତ ହୋଇ ମନ ଖୁସିରେ ପରୀକ୍ଷା ଦେବା ବିଷୟ ଉପରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।