ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କରନ୍ତୁ 'ପବନମୁକ୍ତାସନ' ର ଅଭ୍ୟାସ !

May 21st, 09:36 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗାଭ୍ୟାସର ଆଉ ଗୋଟିଏ 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି । ନୂଆ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ 'ପବନମୁକ୍ତାସନ' ଅଭ୍ୟାସ କରିବା ଦେଖାଯାଉଛନ୍ତି । ଆସନର ବହୁତ ଉପକାରିତା ରହିଛି । ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଯୋଗାଭ୍ୟାସ ପାଇଁ ଲୋକମାନଙ୍କୁ ଫିଟ ଇଣ୍ଡିଆ ଆନ୍ଦୋଳନରେ ସାମିଲ ହେବା ଲାଗି ପ୍ରୋତ୍ସାହିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।