କାକୋରୀ ଘଟଣାର ୧୦୦ ବର୍ଷ ପୂର୍ତ୍ତୀ ଅବସରରେ ଦେଶପ୍ରେମୀ ଭାରତୀୟ କ୍ରାନ୍ତିକାରୀମାନଙ୍କର ସାହସକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
August 09th, 02:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାକୋରୀ ଘଟଣାର ୧୦୦ ବର୍ଷ ପୂର୍ତ୍ତୀ ଅବସରରେ ଏଥିରେ ଅଂଶଗ୍ରହଣ କରିଥିବା ଭାରତୀୟମାନଙ୍କ ସାହସ ଏବଂ ଦେଶପ୍ରେମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଇଜିପ୍ଟର ଝିଅଙ୍କ ଦେଶପ୍ରେମ ଗୀତ ପରିବେଷଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
January 29th, 05:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୫ତମ ଗଣତନ୍ତ୍ର ଦିବସ ଉତ୍ସବରେ ଇଜିପ୍ଟର କରିମାନଙ୍କ ଦେଶପ୍ରେମୀ ଗୀତ ଦେଶ ରଙ୍ଗିଲା ର ପରିବେଷଣକୁ ପ୍ରଶଂସା କରିଛନ୍ତି। ସେ ମଧ୍ୟ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।