Today, when one sees India, then they can be rest assured that Democracy can deliver: PM at ABP Network India@2047 Summit
May 06th, 08:04 pm
PM Modi, at the ABP News India@2047 Summit in Bharat Mandapam, hailed India's bold strides towards becoming a developed nation. Applauding the inspiring journeys of Drone Didis and Lakhpati Didis, he spotlighted key reforms, global trade pacts, and the transformative impact of DBT—underscoring his government's unwavering commitment to Nation First.Prime Minister Shri Narendra Modi addresses ABP Network India@2047 Summit
May 06th, 08:00 pm
PM Modi, at the ABP News India@2047 Summit in Bharat Mandapam, hailed India's bold strides towards becoming a developed nation. Applauding the inspiring journeys of Drone Didis and Lakhpati Didis, he spotlighted key reforms, global trade pacts, and the transformative impact of DBT—underscoring his government's unwavering commitment to Nation First.ଟିଭି-9 ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 28th, 08:00 pm
ଶ୍ରୀମାନ ରାମେଶ୍ୱର ଗାରୁ ଜୀ, ରାମୁ ଜୀ, ବରୁଣ ଦାସ ଜୀ, ଟିଭି-9ର ପୂରା ଟିମ୍, ମୁଁ ଆପଣଙ୍କ ନେଟୱାର୍କର ସମସ୍ତ ଦର୍ଶକଙ୍କୁ, ଏଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ଶିଖର ସମ୍ମିଳନୀ ପାଇଁ ଅଭିନନ୍ଦନ ଜଣାଉଛି।Prime Minister Shri Narendra Modi addresses TV9 Summit 2025
March 28th, 06:53 pm
PM Modi participated in the TV9 Summit 2025. He remarked that India now follows the Equi-Closeness policy of being equally close to all. He emphasized that the world is eager to understand What India Thinks Today. PM remarked that India's approach has always prioritized humanity over monopoly. “India is no longer just a ‘Nation of Dreams’ but a ‘Nation That Delivers’”, he added.PM Modi attends India Today Conclave 2024
March 16th, 08:00 pm
Addressing the India Today Conclave, PM Modi said that he works on deadlines than headlines. He added that reforms are being undertaken to enable India become the 3rd largest economy in the world. He said that 'Ease of Living' has been our priority and we are ensuring various initiatives to empower the common man.NCC highlights the idea of Ek Bharat Shreshtha Bharat: PM Modi
January 27th, 05:00 pm
Prime Minister Narendra Modi addressed the annual NCC PM rally at the Cariappa Parade Ground in Delhi. PM Modi witnessed a cultural program and presented the Best Cadet Awards. He also flagged in Mega Cyclothon by NCC Girls and Nari Shakti Vandan Run (NSRV) from Jhansi to Delhi. “Being present among NCC cadets highlights the idea of Ek Bharat Shreshtha Bharat, the Prime Minister said as he observed the presence of cadets from different parts of the country.ପ୍ରଧାନମନ୍ତ୍ରୀ ଦିଲ୍ଲୀ କରିୟପ୍ପା ପରେଡ ଗ୍ରାଉଣ୍ଡରେ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧନ କଲେ
January 27th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କରିୟପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧିତ କରିଛନ୍ତି । ଶ୍ରୀ ମୋଦୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଶ୍ରେଷ୍ଠ କ୍ୟାଡେଟ ପୁରସ୍କାର ପ୍ରଦାନ କରିଥିଲେ । ସେ ଏନ୍ସିସି ଗର୍ଲ୍ସ ଏବଂ ନାରୀଶକ୍ତି ବନ୍ଦନ ରନ୍ (ଏନ୍ଏସ୍ଆର୍ଭି) ଦ୍ୱାରା ଝାନ୍ସିରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଗା ସାଇକ୍ଲୋଥନ୍କୁ ମଧ୍ୟ ପତାକା ଦେଖାଇଥିଲେ ।ଜଙ୍ଗଲ ରାଜ ପାଇଁ କୌଣସି ପ୍ରବେଶ ପଥ ନାହିଁ ବୋଲି ବିହାରର ଲୋକମାନେ ନିଷ୍ପତ୍ତି ନେଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
November 01st, 04:01 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ବାଗାହରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଟ୍ରେଣ୍ଡ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ବିହାରର ଲୋକମାନେ ରାଜ୍ୟରେ ଜଙ୍ଗଲ ରାଜ ପାଇଁ କୌଣସି ପ୍ରବେଶ ବୋର୍ଡ ଲଗାଇ ନାହାଁନ୍ତି। ସେ କହିଛନ୍ତି ଯେ ଚାଲିଥିବା ନିର୍ବାଚନରେ ଲୋକମାନେ ନୀତୀଶଙ୍କ ନେତୃତ୍ୱରେ ଏକ ସ୍ଥିର ଏନଡିଏ ସରକାର ବାଛିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ବିହାରର ଛପ୍ରା, ସମସ୍ତିପୁର, ମୋତିହାରୀ ଏବଂ ବାଗାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
November 01st, 03:54 pm
ନିର୍ବାଚନ ପ୍ରଚାର ଜାରି ରଖି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଛପ୍ରା, ସମସ୍ତିପୁର, ମୋତିହାରୀ ଏବଂ ବାଗାହରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏହା ସ୍ପଷ୍ଟ ହୋଇଛି ଯେ ନୀତୀଶ ବାବୁ ବିହାରରେ ପରବର୍ତ୍ତୀ ସରକାରର ନେତୃତ୍ୱ ନେବେ। ବିରୋଧୀ ଦଳ ସମ୍ପୂର୍ଣ୍ଣ ଭାବେ ବିଚଳିତ , କିନ୍ତୁ ମୁଁ ସେମାନଙ୍କୁ ବିହାରର ଲୋକମାନଙ୍କ ଉପରେ ସେମାନଙ୍କର ନିରାଶା ପ୍ରକାଶ ନ କରିବାକୁ କହିବି । ”ଜଙ୍ଗଲ ରାଜ ସୁନିଶ୍ଚିତ କରିଛନ୍ତି ଯେ ବିହାରର ହଲମାର୍କ ଥିବା ସମସ୍ତ ଶିଳ୍ପ ଏବଂ ଚିନି ମିଲ୍ ବନ୍ଦ ହୋଇଛି: ପ୍ରଧାନମନ୍ତ୍ରୀ
November 01st, 02:55 pm
ମୋତିହାରୀରେ ହୋଇଥିବା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ କଂଗ୍ରେସ-ଆରଜେଡି ମିଳିତ ମଞ୍ଚ କ୍ଷମତାକୁ ଆସିଲେ ଜଙ୍ଗଲ ରାଜ ଫେରି ଆସିବ। ସେ କହିଛନ୍ତି ଯେ ଜଙ୍ଗଲ ରାଜ ନିଶ୍ଚିତ କରିଛନ୍ତି ଯେ ବିହାରର ହଲମାର୍କ ଥିବା ସମସ୍ତ ଶିଳ୍ପ ଏବଂ ଚିନି ମିଲ୍ ବନ୍ଦ ହୋଇଯାଇଛି।ବିହାରରେ ଏନଡିଏ “ଡବଲ୍-ଡବଲ୍ ଯୁବରାଜ” କୁ ପରାସ୍ତ କରିବ: ପ୍ରଧାନମନ୍ତ୍ରୀ ମୋଦୀ
November 01st, 10:50 am
ଛପ୍ରାଠାରେ ହୋଇଥିବା ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ମହାମେଣ୍ଟକୁ ଇଙ୍ଗିତ କରି ଲୋକମାନଙ୍କୁ ଉତ୍ତମ ଭବିଷ୍ୟତ ପାଇଁ “ସ୍ୱାର୍ଥପର” ବାହିନୀକୁ ଦୂରେଇ ରଖିବାକୁ ଅନୁରୋଧ କରିଛନ୍ତି । ଆତ୍ମବିଶ୍ୱାସର ସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ସୂଚାଇ ଦେଇଛି ଯେ ବିହାରରେ ଏନଡିଏ କ୍ଷମତାକୁ ଆସୁଛି।Last five years have shown that it is indeed possible to successfully run an honest, transparent government: PM Modi
April 22nd, 04:16 pm
Speaking at a rally in Rajasthan’s Udaipur, PM Modi said, “The last five years have shown the country that it is indeed possible to successfully run an honest, transparent and people-oriented government in India.”PM Modi addresses public meetings in Rajasthan
April 22nd, 04:15 pm
Prime Minister Narendra Modi addressed two huge rallies in Udaipur and Jodhpur in the second half of his election campaigning today. Speaking about one of the major achievements of his government, PM Modi said, “The last five years have shown the country that it is indeed possible to successfully run an honest, transparent and people-oriented government in India.”ବାରଣାସୀରେ ପ୍ରବାସୀ ଭାରତୀୟ ସମ୍ମିଳନୀର ପଞ୍ଚଦଶ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 22nd, 11:02 am
ଆଜି ବାରଣାସୀର ଦିନଦୟାଲ ହସ୍ତକଳା ସଂକୁଳଠାରେ ପ୍ରବାସୀ ଭାରତୀୟ ଦିବସ ସମାରୋହର ପଞ୍ଚଦଶ ସଂସ୍କରଣର ପୂର୍ଣ୍ଣାଙ୍ଗ ଅଧିବେଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି ।ଉତ୍ତର ପ୍ରଦେଶର ବାରଣାସୀଠାରେ 15ତମ ପ୍ରବାସୀ ଭାରତୀୟ ଦିବସ 2019 ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 22nd, 11:02 am
ମରିସସର ପ୍ରଧାନମନ୍ତ୍ରୀ ମହାମହିମ, ପ୍ରବୀନ୍ଦ ଜଗନ୍ନାଥ ମହୋଦୟ, ତାଙ୍କ ପତ୍ନୀ ଶ୍ରୀମତୀ କବିତା ଜଗନ୍ନାଥ ମହୋଦୟା, ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ମହୋଦୟ, କେନ୍ଦ୍ରୀୟ ମନ୍ତ୍ରୀପରିଷଦରେ ମୋର ସହଯୋଗୀ ସୁଷମା ସ୍ୱରାଜ ମହାଶୟା, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହୋଦୟ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମହାଶୟ, ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଆଉ ସାରା ବିଶ୍ୱରୁ ଆସିଥିବା ଏବଂ କାଶୀ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।PM Modi interacts with party workers from Kanyakumari, Coimbatore, Nilgiris, Namakkal and Salem
December 15th, 04:30 pm
Prime Minister Narendra Modi interacted with booth-level Karyakartas of BJP in Tamil Nadu today. The video interaction is one of the many such interactions of PM Modi with the booth level Karyakartas.PM Modi calls for a ‘Kaamdar Ki Sarkar’ in Madhya Pradesh Elections
November 18th, 03:25 pm
Prime Minister Narendra Modi, in his second major rally today, addressed a huge crowd of supporters at Chhindwara, Madhya Pradesh.Similar to his other rally in Chhattisgarh, PM Modi began his speech with a scathing attack on the Congress party for its generations of misrule and misdeeds.ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 9, 2018
July 09th, 06:58 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 5, 2018
July 05th, 07:10 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର ଜୁନ 14, 2018
June 14th, 07:38 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।