ସ୍ଲୋଭାକିଆ ବିଜନେସ୍ ଲିଡର୍ସମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
June 15th, 09:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଶ୍ରୀ ରୋବର୍ଟ ଫିକୋଙ୍କ ସହିତ, ରେଳ, ପ୍ରତିରକ୍ଷା, ଅଟୋମୋଟିଭସ୍, ଶକ୍ତି, ଆଇଟି, ସ୍ୱାସ୍ଥ୍ୟସେବା ସମେତ ବିଭିନ୍ନ କ୍ଷେତ୍ରରେ ସ୍ଲୋଭାକିଆର ପ୍ରମୁଖ ବ୍ୟବସାୟ ଏବଂ ଶିଳ୍ପ ନେତାମାନଙ୍କ ସହିତ ଆଲୋଚନା କରିଥିଲେ ।