ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
November 05th, 10:26 am
‘‘ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଜୀବନ ଏବଂ ବାର୍ତ୍ତା ମାନବଜାତିକୁ ସମୟୋଚିତ ଜ୍ଞାନ ସହିତ ମାର୍ଗଦର୍ଶନ ଜାରି ରଖିଛି। କରୁଣା, ସମାନତା, ନମ୍ରତା ଏବଂ ସେବାର ତାଙ୍କର ଶିକ୍ଷା ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କର ପ୍ରକାଶ ପର୍ବ ଅବସରରେ ଶୁଭେଚ୍ଛା। ତାଙ୍କର ଦିବ୍ୟ ଆଲୋକ ଆମ ଗ୍ରହକୁ ସବୁଦିନ ପାଇଁ ଆଲୋକିତ କରୁ ।ପ୍ରଧାନମନ୍ତ୍ରୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ଜଣାଇଲେ ଶୁଭକାମନା
August 24th, 01:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।PM pays tribute to Sri Guru Teg Bahadur on the auspicious Parkash Purab
April 18th, 12:26 pm
The Prime Minister paid tribute to Sri Guru Teg Bahadur on the auspicious Parkash Purab today. Shri Modi remarked that Sri Guru Teg Bahadur’s life epitomises courage and compassionate service, who was unwavering in fighting injustice.ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
September 16th, 01:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପର୍ବ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କ ପ୍ରକାଶ ପରବ ଅବସରରେ ତାଙ୍କୁ ନମନ କଲେ ପ୍ରଧାନମନ୍ତ୍ରୀ
April 11th, 02:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ପ୍ରକାଶ ପରବ ଅବସରରେ ନମନ କରିଛନ୍ତି ।ଶ୍ରୀ ଗୁରୁ ରାମ ଦାସ ଜୀଙ୍କୁ ତାଙ୍କ ପ୍ରକାଶ ପୁରବର ଶୁଭ ଅବସରରେ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ
October 11th, 09:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ରାମ ଦାସ ଜୀଙ୍କୁ ତାଙ୍କ ପ୍ରକାଶ ପୂରବର ଶୁଭ ଅବସରରେ ପ୍ରଣାମ କରିଛନ୍ତି ।ପ୍ରଧାନମନ୍ତ୍ରୀ ସାହିବଜାଦା ଜୋରାୱର ସିଂହ ଜୀ ଏବଂ ସାହିବଜାଦା ଫତେ ସିଂହ ଜୀଙ୍କର ବଳିଦାନକୁ ପାଳନ ପାଇଁ ଡିସେମ୍ବର ୨୬ ତାରିଖକୁ ‘ବୀର୍ ବାଲ୍ ଦିବସ’ଭାବରେ ଘୋଷଣା କରିଛନ୍ତି
January 09th, 01:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କର ପ୍ରକାଶ ପର୍ବର ଶୁଭ ଅବସରରେ ଘୋଷଣା କରିଛନ୍ତି ଯେ ସାହିବଜାଦା ଜୋରୱାର ସିଂହ ଜୀ ଏବଂ ସାହିବଜାଦା ଫତେ ସିଂହ ଜୀଙ୍କର ବଳିଦାନ ଦିବସକୁ ଚଳିତ ବର୍ଷ ୨୬ ଡିସେମ୍ବର ଦିନକୁ ‘ବୀର୍ ବାଲ୍ ଦିବସ ଭାବରେ ପାଳନ କରାଯିବ ।ପ୍ରଧାନମନ୍ତ୍ରୀ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ପ୍ରକାଶ ପୁରବ ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି
January 09th, 10:46 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ପ୍ରକାଶ ପୁରବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।400ତମ ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ପ୍ରଣିପାତ କଲେ ପ୍ରଧାନମନ୍ତ୍ର
May 01st, 09:14 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 400ତମ ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ପ୍ରଣାମ କରିଛନ୍ତି ।