Netaji Subhas Chandra Bose's legacy will continue to inspire us in building a Viksit Bharat: PM Modi

January 23rd, 11:30 am

PM Modi addressed the nation on Parakram Diwas, paying tribute to Netaji Subhas Chandra Bose. He emphasized Netaji’s legacy of unity, sacrifice, and determination, urging everyone to step out of their comfort zones to achieve a Viksit Bharat. He highlighted the global opportunities for India and the need to stay united and vigilant against pisive forces.

Prime Minister Shri Narendra Modi’s address on Parakram Diwas

January 23rd, 11:25 am

PM Modi addressed the nation on Parakram Diwas, paying tribute to Netaji Subhas Chandra Bose. He emphasized Netaji’s legacy of unity, sacrifice, and determination, urging everyone to step out of their comfort zones to achieve a Viksit Bharat. He highlighted the global opportunities for India and the need to stay united and vigilant against pisive forces.

ଲାଲକିଲ୍ଲାରେ ପରାକ୍ରମ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 23rd, 06:31 pm

କେନ୍ଦ୍ର ମନ୍ତ୍ରିମଣ୍ଡଳ ମୋର କ୍ୟାବିନେଟ୍ ସହଯୋଗୀ କିଶନ ରେଡ୍ଡୀ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ମୀନାକ୍ଷୀ ଲେଖୀ ଜୀ, ଅଜୟ ଭଟ୍ଟ ଜୀ, ବ୍ରିଗେଡିୟର ଆରଏସ ଚିକାରା ଜୀ, ଆଇଏନଏ ଭେଟେରାନ ଲେଫ୍ଟନାଣ୍ଟ ଆର ମାଧବନ ଜୀ ଏବଂ ମୋର ପ୍ରିୟ ଦେଶବାସୀମାନେ !

ଦିଲ୍ଲୀର ଲାଲକିଲ୍ଲାଠାରେ ପରାକ୍ରମ ଦିବସ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

January 23rd, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଲାଲକିଲ୍ଲାଠାରେ ପରାକ୍ରମ ଦିବସ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ସେ ଭାରତ ପର୍ବର ଶୁଭାରମ୍ଭ କରିଥିଲେ ଯାହା ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ଏବଂ ସାଂସ୍କୃତିକ ପ୍ରଦର୍ଶନୀ ସହିତ ଦେଶର ସମୃଦ୍ଧ ବିବିଧତାକୁ ପ୍ରଦର୍ଶିତ କରିବ । ପ୍ରଧାନମନ୍ତ୍ରୀ ନେତାଜୀଙ୍କ ଉପରେ ଫଟୋ, ଚିତ୍ର, ପୁସ୍ତକ ଏବଂ ମୂର୍ତ୍ତିକୁ ନେଇ ଜାତୀୟ ଅଭିଲେଖାଗାରର ଟେକ୍ନୋଲୋଜି ପରିଚାଳିତ ଇଣ୍ଟରଆକ୍ଟିଭ୍ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଦ୍ୱାରା ଉପସ୍ଥାପିତ ନେତାଜୀଙ୍କ ଜୀବନୀ ଉପରେ ପ୍ରୋଜେକ୍ସନ ମ୍ୟାପିଂ ସହିତ ସମନ୍ୱିତ ଏକ ନାଟକ ମଧ୍ୟ ଦେଖିଥିଲେ। ସେ ଏକମାତ୍ର ଜୀବିତ ଆଇଏନଏ ଭେଟେରାନ ଲେଫ୍ଟନାଣ୍ଟ ଆର ମାଧବନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ୨୦୨୧ ରୁ ପରାକ୍ରମ ଦିବସ ପାଳନ କରାଯାଉଛି ।

ପରାକ୍ରମ ଦିବସରେ ଭାରତବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

January 23rd, 09:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରାକ୍ରମ ଦିବସରେ ଭାରତର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ୨୧ଟି ଦ୍ୱୀପପୁଞ୍ଜର ନାମ ପରମବୀର ଚକ୍ର ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ କରିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

January 23rd, 11:01 am

କାର୍ଯ୍ୟକ୍ରମରେ ଉପସ୍ଥିତ ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଭାଇ ଶାହା, ଆଣ୍ଡାମାନ ନିକୋବର ଉପ-ରାଜ୍ୟପାଳ, ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ, ଆମର ତିନି ସେନାର ଅଧ୍ୟକ୍ଷ, ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦେଶକ, ସେନାଧ୍ୟକ୍ଷ, ଆଣ୍ଡାମାନ ଏବଂ ନିକୋବର କମାଣ୍ଡ, ସମସ୍ତ ଅଧିକାରୀଗଣ, ପରମବୀର ଚକ୍ର ବିଜେତା ବୀର ସୈନିକମାନଙ୍କ ପରିବାରର ସଦସ୍ୟଗଣ, ଅନ୍ୟ ମହାନୁଭବ, ମହିଳା ଏବଂ ଭଦ୍ର ଲୋକମାନେ!

୨୧ ପରମ ବୀର ଚକ୍ର ପୁରସ୍କାର ପାଇଥିବା ଯବାନଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ନାମକରଣ ହୋଇନଥିବା ୨୧ ବୃହତ ଦ୍ୱୀପପୁଞ୍ଜର ନାମକରଣ ଉତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

January 23rd, 11:00 am

ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ୨୧ ଟି ନାମବିହୀନ ଦ୍ୱୀପପୁଞ୍ଜର ନାମକରଣ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନେତାଜୀଙ୍କ ନାମରେ ଉତ୍ସର୍ଗ ପାଇଁ ର୍ନିମାଣ ହେବାକୁ ଥିବା ଜାତୀୟ ସ୍ମାରକୀ ମଡେଲକୁ ଉନ୍ମୋଚନ କରିଛନ୍ତି ।

Netizens applaud PM Modi's speech on Parakram Divas in Kolkata...Take a look!

January 23rd, 08:45 pm

January 23, 2021, India marked Netaji Subhas Chandra Bose's 125th birth anniversary as Parakram Divas. On this special occasion, PM Modi took part in a series of programmes in Kolkata and paid rich tributes to Netaji. In his speech, PM Modi recalled Netaji's courage and contributions towards India. Netizens across the country applauded PM Modi's speech.

ନେତାଜୀଙ୍କ 125 ତମ ଜୟନ୍ତୀକୁ ସ୍ମରଣ କରିବା ଉଦ୍ଦେଶ୍ୟରେ କୋଲକାତାଠାରେ ପରାକ୍ରମ ଦିବସ ପାଳନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

January 23rd, 08:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ଠାରେ ଆୟୋଜିତ ନେତାତୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜନ୍ମବାର୍ଷିକୀରେ ଯୋଗ ଦେଇଥିଲେ । କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ପାଳନ ହେଉଥିବା ‘ପରାକ୍ରମ ଦିବସ” ଉତ୍ସବର ଉଦ୍‍ଘାଟନୀ ସମାରୋହରେ ସେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ଉପରେ ଗୋଟିଏ ସ୍ଥାନୀୟ ପ୍ରଦର୍ଶନୀ ଓ ଗୋଟିଏ ପ୍ରୋଜେକ୍ସନ ମ୍ୟାପିଙ୍ଗ୍‍ ସୋର ଶୁଭାରମ୍ଭ କରିଥିଲେ । ଗୋଟିଏ ସ୍ମରଣୀୟ ମୁଦ୍ରା ଓ ଡାକ ଟିକଟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ଅବସରରେ ନେତାଜୀଙ୍କ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ “ଆମାର ନୂତୋନ ଜଉବୋନେରୀ ଦୂତ୍‍” ଅନୁଷ୍ଠିତ ହୋଇଥିଲା ।

କୋଲକାତା ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜନ୍ମ ବାର୍ଷିକରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

January 23rd, 05:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ଠାରେ ଆୟୋଜିତ ନେତାତୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜନ୍ମବାର୍ଷିକୀରେ ଯୋଗ ଦେଇଥିଲେ । କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ପାଳନ ହେଉଥିବା ‘ପରାକ୍ରମ ଦିବସ” ଉତ୍ସବର ଉଦ୍‍ଘାଟନୀ ସମାରୋହରେ ସେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ଉପରେ ଗୋଟିଏ ସ୍ଥାନୀୟ ପ୍ରଦର୍ଶନୀ ଓ ଗୋଟିଏ ପ୍ରୋଜେକ୍ସନ ମ୍ୟାପିଙ୍ଗ୍‍ ସୋର ଶୁଭାରମ୍ଭ କରିଥିଲେ । ଗୋଟିଏ ସ୍ମରଣୀୟ ମୁଦ୍ରା ଓ ଡାକ ଟିକଟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ଅବସରରେ ନେତାଜୀଙ୍କ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ “ଆମାର ନୂତୋନ ଜଉବୋନେରୀ ଦୂତ୍‍” ଅନୁଷ୍ଠିତ ହୋଇଥିଲା ।

ଜାନୁୟାରୀ 23 ତାରିଖରେ ଆସାମ ଓ ପଶ୍ଚିମ ବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

January 21st, 02:01 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ 23 ତାରିଖ, 2021 ରେ କୋଲକାତା ଗସ୍ତରେ ଯିବା ସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ଜନ୍ମ ବାର୍ଷିକୀ ଅବସରରେ ପାଳନ ହେବାକୁ ଥିବା ‘ପରାକ୍ରମ ଦିବସ’ ରେ ସମ୍ବୋଧନ କରିବେ । ଏଥି ସହିତ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଅର୍ନ୍ତଗତ ଜିରାଙ୍ଗ ପଥର ଗସ୍ତ କରି 1 . 06 ଲକ୍ଷ ଜମି ପଟ୍ଟା/ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିବେ ।