ଦିଲ୍ଲୀ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ପରବେଶ ସାହିବ ସିଂହ, ଶ୍ରୀ ଆଶିଷ ସୁଦ, ସର୍ଦ୍ଦାର ମନଜିନ୍ଦର ସିଂ ସିର୍ସା, ଶ୍ରୀ ରବିନ୍ଦର ଇନ୍ଦ୍ରାଜ ସିଂହ, ଶ୍ରୀ କପିଲ ମିଶ୍ର ଏବଂ ଶ୍ରୀ ପଙ୍କଜ କୁମାର ସିଂହଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

February 20th, 01:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ପରବେଶ ସାହିବ ସିଂହ, ଶ୍ରୀ ଆଶିଷ ସୁଦ, ସର୍ଦ୍ଦାର ମନଜିନ୍ଦର ସିଂ ସିର୍ସା, ଶ୍ରୀ ରବିନ୍ଦର ଇନ୍ଦ୍ରାଜ ସିଂହ, ଶ୍ରୀ କପିଲ ମିଶ୍ର ଏବଂ ଶ୍ରୀ ପଙ୍କଜ କୁମାର ସିଂହଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।