Cabinet approves revision in cost and investment in equity for HPCL Rajasthan Refinery Limited (HRRL), Pachpadra, District - Balotra, Rajasthan

April 08th, 04:21 pm

The Cabinet Committee on Economic Affairs, chaired by PM Modi has approved the revision of HPCL Rajasthan Refinery Limited project cost from Rs.43,129 Crore to Rs.79,459 Crore and additional equity investment of Rs.8,962 Crore by Hindustan Petroleum Corporation Limited (HPCL). The project will lead to energy independence and reduce import dependence of petrochemical sector.

ବାର୍ମେରସ୍ଥିତ ପଚପଦ୍ରାଠାରେ ରାଜସ୍ଥାନ ବିଶୋଧନାଗାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଅବସରରେ ଜନସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 16th, 02:37 pm

ଦୁଇଦିନ ପୂର୍ବରୁ ହିଁ ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣ-ଅନୁକୋଣରେ ମକର ସଂକ୍ରାନ୍ତିର ପର୍ବ ପାଳନ କରାଗଲା ଆଉ ମକର ସଂକ୍ରାନ୍ତି ପରେ ଗୋଟିଏ ପ୍ରକାରରେ ଉତ୍ସକ୍ରାନ୍ତିର ସଙ୍କେତ ଯୋଡ଼ି ହୋଇଥାଏ । ସଂକ୍ରାନ୍ତି ପରେ ଉନ୍ନତି ହେଉଛି ଅନ୍ତର୍ନିହିତ । ମକର ସଂକ୍ରାନ୍ତିର ପର୍ବ ପରେ ରାଜସ୍ଥାନର ମାଟିରେ ସଂପୂର୍ଣ୍ଣ ହିନ୍ଦୁସ୍ଥାନକୁ ଉର୍ଜାବାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ, ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ; ଆଜି ତାହାର କାର୍ଯ୍ୟ ଆରମ୍ଭ ହେଉଛି ।

ବାର୍ମେରଠାରେ ରାଜସ୍ଥାନ ତୈଳ ବିଶୋଧନାଗାର କାର୍ଯ୍ୟ ଶୁଭାରମ୍ଭ ସହ ଜନସମାବେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 16th, 02:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବାର୍ମେର ଅଂଚଳର ପାଚପଦ୍ରାଠାରେ ନବନିର୍ମିତ ରାଜସ୍ଥାନ ତୈଳ ବିଶୋଧନାଗାର କାର୍ଯ୍ୟର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଥିଲେ ।

ବାର୍ମେରରେ ନବନିର୍ମିତ ରାଜସ୍ଥାନ ତୈଳ ବିଶୋଧନାଗାର ଶୁଭାରମ୍ଭ କାର୍ଯ୍ୟରେ ଯୋଗଦେବେ ପ୍ରଧାନମନ୍ତ୍ରୀ

January 15th, 11:20 am

ରାଜସ୍ଥାନର ବାର୍ମେର ଜିଲ୍ଲାର ପଚପଦ୍ରାଠାରେ ନବନିର୍ମିତ ରାଜସ୍ଥାନ ତୈଳ ବିଶୋଧନାଗାର 2018 ଜାନୁଆରୀ 16 ତାରିଖରେ କାର୍ଯ୍ୟାରମ୍ଭ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ଲାଣ୍ଟକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ । ସେ ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।